Movie prime

ବାଛନ୍ତୁ ଆପଣଙ୍କ ଇଷ୍ଟ ଦେବତା ଆଉ ପାଆନ୍ତୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର

 
Uu
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦର୍ଶକବନ୍ଧୁ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି।
ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ତିନୋଟି ଠାକୁର ବା ନମ୍ବର ମଧ୍ୟରୁ ବାଛନ୍ତୁ ଗୋଟିଏ ଠାକୁର ବା ନମ୍ୱର ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
Gy
୧- ଭଗବାନ ଗଣେଶ:- ଆପଣ ମାନେ ଯଦି ପ୍ରଭୁ ଗଣେଶ ବାଛିଛନ୍ତି ତେବେ, ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହେବାକୁ ଯାଉଛି। ଏହାସହିତ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ ଆପଣ ଯେଉଁ କାର୍ଯ୍ୟ କରିବେ ସବୁଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ।
ଆପଣଙ୍କର ସମସ୍ୟା ଅଭିଳାଷା ପୂରଣ ହେବ। ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ଗଭୀର ହେବ ଯଦି ଆପଣ କୌଣସି ସମସ୍ୟାରେ ଫସି ରହିଛନ୍ତି ତାହେଲେ ସେଥିରୁ ଆପଣ ନିଶ୍ଚିତ ଭାବରେ ମୁକ୍ତି ପାଇବେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ପୂରଣ ହୋଇଯିବ। ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ।
୨- ମହାଦେବ – ଆପଣ ଯଦି ଭଗବାନ ମହାଦେବଙ୍କୁ ବାଛିଛନ୍ତି ତେବେ, ତା'ହେଲେ ଆପଣଙ୍କର ଖୁବଶୀଘ୍ର ସମସ୍ତ ଦୁଃଖଦୂର ହେବାର ସଂକେତ ରହିଛି। ଏବେଠାରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ଓ ଆପଣ ଆନନ୍ଦରେ ଜୀବନ ଅତିବାହିତ କରିବେ।
Vv
ଆପଣ ଯେଉଁ କାର୍ଯ୍ୟରେ କଠିନ ପରିଶ୍ରମ କରିବେ ସେଥିରେ ନିଶ୍ଚିତ ଭାବେ ସଫଳତା ଅର୍ଜନ କରିବେ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ବହୁତ ଦିନରୁ ରହିଥିବା ଆର୍ଥିକ ସମସ୍ଯା ସବୁ ଦୂର ହୋଇଯିବ। ଆପଣଙ୍କ ଆୟରେ ବୃଦ୍ଧି ହେବା ସହିତ ଖର୍ଚ୍ଚ କମ୍ ହେବ।
୩- ଭଗବାନ ଶ୍ରୀକୃଷ୍ଣ – ଆପଣ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛିଛନ୍ତି ତେବେ, ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ଅଟନ୍ତି। ଏହା ସହିତ ସମାଜରେ ଆପଣଙ୍କର ଏକ ସ୍ଵତନ୍ତ୍ର ପ୍ରତିଷ୍ଠା ରହିଥାଏ। ଆପଣ ଅତୀତରେ ବହୁତ ଦୁଃଖଭୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ଆପଣଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି।
ଆପଣଙ୍କର ପାରିବାରିକ ଜୀବନରେ ଥିବା ସମସ୍ତ ଦୁଃଖ ଭଗବାନ ଶ୍ରୀକୃଷ୍ଣଙ୍କର କୃପାରୁ ଦୂର ହେବ। ଆପଣଙ୍କ ଜୀବନରେ ଏବେ ପ୍ରଚୁର ଧନବର୍ଷା ହେବାକୁ ଯାଉଛି ଯଦି ଆପଣ ଅବିବାହିତ ଅଛନ୍ତି, ତାହେଲେ ଆପଣଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।