Movie prime

ବାଛନ୍ତୁ ଆପଣଙ୍କ ପାଦର ଆକାର ଆଉ ଜାଣନ୍ତୁ କେମିତି ଆପଣଙ୍କ ସ୍ଵଭାବ ଏବଂ ଜାଣନ୍ତୁ ଆପଣଙ୍କ ଚରିତ୍ର କିପରି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୃଥିବୀରେ ଯେତେବେଳେ ମନୁଷ୍ୟ ଜନ୍ମ ନେଇଥାଆନ୍ତି ନିଜ ଭାଗ୍ୟ ସାଥିରେ ନେଇ ଆସି ଥାଆନ୍ତି ଭାଗ୍ୟ ଯଦି ସାଥ ଦେଇଥାଏ ବିନା ପରୀକ୍ଷାରେ ସେ ସଫଳତା ପାଇଥାଏ।
Hh
ଶାସ୍ତ୍ରରେ ଶରୀରର ଗଠନ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ବିସ୍ତାର କରି ଜଣାଇ ଦିଆଯାଇଛି କିଛି ଏମିତି ଲକ୍ଷଣ କୁହାଯାଇଛି ଯାହା ଦ୍ୱାରା ଆପଣ ଜାଣିପାରିବେ ବ୍ୟକ୍ତି ଭାଗ୍ୟଶାଳୀ କି ଦୁର୍ଭାଗ୍ୟଶାଳୀ ଯଦି ଆପଣଙ୍କ ଏଥି ମଧ୍ୟରୁ କିଛି ଲକ୍ଷଣ କିମ୍ବା ଚିହ୍ନ ଥାଏ ତେବେ ଆପଣ ଜାଣିପାରିବେ ଭାଗ୍ୟ ଆପଣଙ୍କ ସାଥ ଦେଉଛି।
ସ୍କ୍ୱାର:- ଯେଉଁ ବ୍ୟକ୍ତିମାନଙ୍କ ୪ ଟି ଆଙ୍ଗୁଠି ସମାନ ଓ ବୁଢା ଆଙ୍ଗୁଠି ବଡ ଥାଏ ଏହିଭଳି ଆକୃତିକୁ ସ୍କ୍ୱାର ଆକୃତି କୁହାଯାଏ। ଏହିଭଳି ଲୋକମାନେ ଶାନ୍ତି ପ୍ରିୟ ହୋଇଥାନ୍ତି। ଏମାନେ ସମସ୍ତ ପ୍ରକାରର କାମ କରିବା ପାଇଁ ସକ୍ଷମ ହୋଇଥାନ୍ତି।
ଏମାନେ ଦାୟିତ୍ଵ କଣ ବୁଝିଥାନ୍ତି। ଏମାନେ ଦେଖିବାକୁ ସୁନ୍ଦର ଅଟନ୍ତି। ଏମାନେ ନିଜର କଥାବାର୍ତ୍ତାରେ କାହାକୁ ବି ଆକର୍ଷଣ କରି ନିଅନ୍ତି। ସେଥିପାଇଁ ଶାସ୍ତ୍ରରେ ଏହିଭଳି ପାଦ ଥିବା ଲୋକମାନଙ୍କୁ ସାଧାରଣ ଭାଗ୍ୟଶାଳୀ କୁହାଯାଇଛି।
Hh
ଗ୍ରୀକ ଆକୃତି:- ଯେଉଁ ବ୍ୟକ୍ତିମାନଙ୍କର ଗୋଡର ଆଙ୍ଗୁଠି ମାଝି ଆଙ୍ଗୁଠି ଆଣି ଆଙ୍ଗୁଠି ଠାରୁ ବଡ ହୋଇଥାଏ ଓ ଶେଷରେ ଥିବା ଦୁଇଟି ଆଙ୍ଗୁଠି ସେଲ୍ଟିକ ଆକୃତି ଭଳି ସମାନ ନ ହୋଇ ସାମାନ୍ୟ ଛୋଟ ବଡ ହୋଇଥାଏ ଏହିଭଳି ପଦକୁ ଗ୍ରୀକ ଆକୃତିର ପାଦ ବୋଲି କୁହାଯାଏ।
ଏମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନଙ୍କୁ ଅଧିକ କଥାବାର୍ତ୍ତା କରିବାକୁ ଭଲ ଲାଗେ ନାହିଁ। ଏମାନେ ନିଜର ଭଲ କାମ ଓ ଦକ୍ଷତା କାରଣରୁ ନିଜ ସହିତ କାମ କରୁଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି। ଏମାନଙ୍କୁ ଭାଗ୍ୟଶାଳୀ କୁହଯାଏ।
ଇଜିପ୍ସନ ଆକୃତି:- ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ଠାରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଠି ବଡ ରୁ ଛୋଟ ହୋଇଥାଏ ସେହି ପାଦକୁ ଇଜିପ୍ସନ ପାଦ କୁହାଯାଏ। ଏମାନେ ସାମାଜିକ କାର୍ଯ୍ୟରେ ସବୁବେଳେ ଆଗରେ ରୁହନ୍ତି। ଏମାନେଙ୍କ ବାଣୀରେ ଆପଣ ଏମାନନାକ ଚତୁରତା ଜାଣି ପାରିବେ। ଏମାନେ ସର୍ବଦା ଖୁସିରେ ରୁହନ୍ତି। ଏମାନଙ୍କୁ ଅଶେଷ ଆସେ ଭାଗ୍ୟଶାଳୀ କୁହାଯାଏ।
ରୋମାନ ଆକୃତି:- ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ପାଖରେ ଥିବା ଦୁଇଟି ଆଙ୍ଗୁଠି ସମାନ ଥାଏ ତାକୁ ରୋମାନ ଆକୃତିର ପାଦ କୁହାଯାଏ। ଏମାନେ ବହୁତ ବୁଦ୍ଧିମାନ ହେବା ସହିତ ଆତ୍ମ ବିଶ୍ଵାସୀ ହୋଇଥାନ୍ତି। ଏମାନେ କମ ପରିଶ୍ରମ କରି ଅଧିକ ସଫଳତା ପାଇଥାନ୍ତି। ଶାସ୍ତ୍ର ଅନୁସାରେ ଏମାନେ ବି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.