Movie prime

କଲେଜ୍ ସାମ୍ନାରେ ସମସ୍ତଙ୍କ ଆଗରେ ଯୁବକ ସହିତ ଏମିତି କଲା ଯୁବତୀ ଆଉ ତାପରେ

 
Gg
ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଜଣେ କଲେଜ ଛାତ୍ରୀ ଜଣକ କଲେଜ ଛାତ୍ର ଜଣକ ପାଖରେ ଛିଡ଼ା ହୋଇଛନ୍ତି । ଆଉ ଏହି କଲେଜ ଛାତ୍ରୀ ଜଣକ କଲେଜ ଛାତ୍ର ଜଣଙ୍କୁ ଚାପୁଡ଼ା ମାରୁଛନ୍ତି । ଏବେ ଏହି ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । 
Gg
ଏହି କଲେଜର ଛାତ୍ର ଆଉ ଛାତ୍ରୀ ଜଣକ ଗୋଟିଏ କଲେଜରେ ପାଠ ପଢ଼ୁଛନ୍ତି । ଗୋଟିଏ କଲେଜକୁ ସେମାନେ ଯିବାଆସିବା କରୁଛନ୍ତି । ଏହି କଲେଜ ଛାତ୍ର ଜଣକ କଲେଜ ଛାତ୍ରୀ ଜଣକ ସହିତ ଏଭଳି କିଛି କରିଦେଲା ଯେଉଁଥିପାଇଁ ଏହି ଛାତ୍ରୀ ଜଣକ ଛାତ୍ରକୁ ମାଡ ମାରିବାକୁ ପଛାଇଲା ନାହିଁ । ଏହି ଛାତ୍ରୀ ଜଣକ କଲେଜ ଛାତ୍ର ଜଣଙ୍କର କାଲର ଧରି ତାଙ୍କୁ ମାଡ ମାରିଛି । ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ଏହି ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇଛି ।
Gg
ସେପଟେ ମୋବାଇଲରେ ରେକର୍ଡିଂ ଚାଲୁଥିଲା ଆଉ ଏପଟେ ଯୁବତୀ ଜଣକ ଯୁବକଙ୍କୁ ମାଡ ମାରୁଥିଲେ । ଆଜିକାଲି କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି କଲେଜ ଛାତ୍ରୀ ଜଣକ ଛାତ୍ର ଜଣଙ୍କୁ ତାଙ୍କ ଚପଲ କାଢି ଚପଲରେ ମାରିବାକୁ ଯାଉଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପୁଅ ଜଣକ ଝିଅ ସହିତ ଏଭଳି କଣ କରିଥିଲା ଯେଉଁଥିପାଇଁ ଏଭଳି ଝିଅ ଜଣକ କରିଥିଲା ।
ଏହି ଝିଅ ଜଣକ ଲାଇଭ ଭିଡିଓ କରୁଥିଲା ଆଉ ଏହି ସମୟରେ ଏହି ଝିଅ ଜଣଙ୍କୁ ଏହି ପୁଅ ଜଣକ କମେଣ୍ଟ କରି କିଛି କଥା କହିଥିଲା ଆଉ ଖରାପ ଗାଳି ମଧ୍ଯ ମେସେଜ କରି ଦେଇଥିଲା । ଆଉ ଏହାପରେ ଏହି ଯୁବତୀ ଜଣଙ୍କୁ ଅନେକ ଲୋକ ଖରାପ କହିଥିଲେ । ଆଉ ତାପରେ ଏହି ଯୁବତୀ ଜଣକ ଯୁବକ ଜଣଙ୍କୁ ଜାଣି ପାରିଥିଲେ ଆଉ ତାପରେ ତାଙ୍କ ପାଖକୁ ଯାଇ ଏଭଳି କାମ କରିଥିଲେ । ଝିଅ ଜଣକ ପୁଅକୁ ପ୍ରଶ୍ନ କରିଥିଲା ଏଭଳି ସେ କାହିଁକି କରିଥିଲା । ଏହାପରେ ତାକୁ ମାଡ ମାରିଥିଲେ । ଏହି ଘଟଣା କେଉଁ କଲେଜରେ ଘଟିଛି ତାହା ଜଣାପଡି ନାହିଁ । ଏବେ ଏହାକୁ ନେଇ ଅନେକ ଖବର ଆସୁଛି ।

Around The Web