Movie prime

ନିର୍ବାଚନ କାର୍ଯ୍ୟରୁ ମହିଳା ASI ମ୍ୟାଡାମଙ୍କୁ ନେଇ ଫେରାର ହୋଇଗଲେ କନେଷ୍ଟବଳ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ସବୁ ଆଡେ ନିର୍ବାଚନର ମାହୋଲ ଚାଲିଛି ।
ଏବେ ପୁଣି ରାଜନୀତି ଚାଲୁଥିବା ବେଳେ ଘଟିଛି ଏଭଳି କିଛି ଘଟଣା । ନିର୍ବାଚନ ଡ୍ୟୁଟିରେ ଥିବା କନେଷ୍ଟବଳ ଆଉ ଏଏସଆଇଙ୍କୁ ନେଇ କିଛି ଖବର ଆସିଛି । ନିର୍ବାଚନ ଏବେ ସବୁ ରାଜ୍ୟରେ ହେବାକୁ ଯାଉଛି । ଆଉ ଏଥିପାଇଁ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।
Bb
ପୋଲିସ ମୁତୟନ ହୋଇ କାମ କରିଥାନ୍ତି । ନିର୍ବାଚନ ଡ୍ୟୁଟିରେ ଥିବା କନେଷ୍ଟବଳ ଆଉ ASI ମ୍ୟାଡାମ ଡ୍ୟୁଟିରୁ ନିଖୋଜ ହୋଇ ଯାଇଛନ୍ତି ଆଉ ଏବେ ତାଙ୍କୁ ଖୋଜା ଚାଲିଛି । ଏହି ଦୁଇଜଣ ଘରୁ ମେ ୮ ତାରିଖରେ ନିଜ ଚାକିରୀକୁ ବାହାରିଥିଲେ ।
କିନ୍ତୁ ଏହା ପରଠାରୁ ସେମାନେ ଆଉ ଘରକୁ ଫେରି ନାହାଁନ୍ତି । ଏହି ଦୁଇଜଣ ଘରୁ ବାହାରିଥିଲେ କିନ୍ତୁ ସେମାନେ କାର୍ଯ୍ୟସ୍ଥଳରେ ପହଞ୍ଚି ନଥିଲେ । ଆଉ ସେମାନେ କେଉଁଆଡେ ଯାଇଥିଲେ ବୋଲି ତାଙ୍କୁ ଖୋଜାଖୋଜି ଚାଲିଥିଲା ।
ଏହି ଦୁଇଜଣଙ୍କୁ ତାଙ୍କ ଘରଲୋକେ ଖୋଜିଥିଲେ । ଲୋକମାନେ ଏନେଇ ଅନେକ ଖୋଜାଖୋଜି କରିବା ସହ ତାଙ୍କୁ କଲ୍ କରିଥିଲେ କିନ୍ତୁ ଉଭୟଙ୍କର ଫୋନ ସ୍ଵିଚ ଅଫ ଥିଲା ବୋଲି ଜଣାପଡିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏହି ଦୁଇଜଣ ସରକାରୀ ଚାକିରିଆଙ୍କୁ ଦଣ୍ଡ ମିଳିଛି ।
Hh
ଏହି କନେଷ୍ଟବଳ ଏବଂ ASI ମ୍ୟାଡାମଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଏହି ଦୁଇଜଣ ଡ୍ୟୁଟିରେ ଥିବା ବେଳେ କାହାକୁ କିଛି ନ ଜଣାଇ କେଉଁଆଡେ ଚାଲି ଯାଇଛନ୍ତି । ଏହି କନେଷ୍ଟବଳ ଆଉ ASI ମ୍ୟାଡାମଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା ।
ଆଉ ସେମାନେ ପ୍ରେମ ସଂପର୍କରେ ଥିବା ବେଳେ ସେମାନେ ଫେରାର ହୋଇ ଯାଇଥିଲେ । ଆଉ ଏବେ ତାଙ୍କ ନମ୍ବର ଯାଞ୍ଚ କରିବା ପରେ ଜଣାପଡିଛି କି ଉଭୟ ଦିଲ୍ଲୀରେ ଅଛନ୍ତି ବୋଲି । ତାଙ୍କର ଶେଷ ଲୋକେସନ୍ ଦିଲ୍ଲୀ ବୋଲି ଜଣାପଡିଛି । ଦୁହେଁ ଆର୍ଯ୍ୟ ସମାଜରେ ବିବାହ କରିଛନ୍ତି ।
କନେଷ୍ଟବଳ ଜଣକ ASI ମ୍ୟାଡାମଙ୍କୁ ନେଇ ଫେରାର ହୋଇ ଯାଇଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଉଭୟଙ୍କର ପତ୍ତା ମିଳିନାହିଁ । ଏପଟେ ନିର୍ବାଚନ ଚାଲୁଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।