କାଉଣ୍ଟର ତ ବନ୍ଦ କରିପାରୁନ ଚେକିଙ୍ଗ କଣ ପାଇଁ କରୁଛ...?
Jan 2, 2025, 11:40 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ତ ଜାଣିଥିବେ ରାସ୍ତାରେ ଚେକିଙ୍ଗ ଚାଲିଥାଏ । ପୋଲିସମାନେ ରାସ୍ତାରେ ଗାଡି ଚେକିଂ କରିଥାନ୍ତି । କେତେବେଳେ ହେଲମେଟ ଚେକିଙ୍ଗ କରିଥାନ୍ତି ତ ଆଉ କେତେବେଳେ ମଦ ଚେକିଙ୍ଗ କରିଥାନ୍ତି । ଏବେ ଏଭଳି କିଛି ଘଟଣାକୁ ନେଇ ଆସିଛି କିଛି ଖବର । ନୂଆବର୍ଷରେ ଲୋକମାନେ ମଦ ପିଇ ରାସ୍ତାରେ ଅନେକ ଗଣ୍ଡଗୋଳ କରିଥାନ୍ତି ଆଉ କେହି କେହି ବହୁତ ପରିମାଣରେ ମଦ ପିଇ ଥାଆନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ପୋଲିସ ଚେକ୍ କରୁଛନ୍ତି । ଆଉ ମଦ ପିଇକି ଗାଡ଼ି ଚଲାଇବା ମହଙ୍ଗା ପଡ଼ିଛି ଅନେକ ଡ଼୍ରାଇଭରଙ୍କୁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ପୋଲିସ ମେସିନ ଧରି ପ୍ରାୟ ସବୁ ଲୋକଙ୍କ ଗାଡି ଅଟକାଇ ଟେଷ୍ଟ କରୁଛି । ଗାଡ଼ି ଦୁଇ ଚକିଆ ହେଉ ବା ଚାରି ଚକିଆ । ସମସ୍ତଙ୍କ ଗାଡ଼ି ଚେକ୍ କରୁଛି ପୋଲିସ । ପୋଲିସ ଚେକ୍ କରି ଗୋଟିଏ ଚାରି ଚକିଆ ଯାନର ଡ୍ରାଇଭର ଜଣଙ୍କୁ ଧରିଥିଲେ ଆଉ ତାଙ୍କ ପାଟିରେ ଚେକ୍ କରି ଦେଖିଥିଲେ ।
ଏହି ଡ୍ରାଇଭର ଜଣକ ମଦ ପିଇଛନ୍ତି ବୋଲି ପ୍ରମାଣ ହେବା ପରେ ପୋଲିସ ତାଙ୍କୁ ଫାଇନ ଭରିବାକୁ କହିଛନ୍ତି । ଆଉ ଫାଇନ ନ ଭରିଲେ ଏହି ଗାଡ଼ି ପୋଲିସ ଷ୍ଟେସନ ନେଇଯିବେ ବୋଲି ମଧ୍ୟ କହିଛନ୍ତି । ଏହାସହ ଆହୁରି ଅନେକ ସ୍କୁଟି, ବାଇକ୍ ଅଟକ ରଖି ପୋଲିସ ବାବୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଟେଷ୍ଟ କରିଛନ୍ତି । ମେସିନରେ ଟେଷ୍ଟ କରିବା ପରେ ସବୁକିଛି ଜଣାପଡ଼ି ଯାଇଥାଏ । ଏବେ ଆଉ ଜଣେ ଯୁବକ ମଧ୍ୟ ଧରା ପଡିଛନ୍ତି । ମଦ ପିଇ ଗାଡ଼ି ଚଲାଇବା ଠିକ୍ ନୁହେଁ ଏହାଦ୍ୱାରା ଅନେକ କ୍ଷତି ହୋଇଥାଏ ।
ଏବେ ଆଉ ଜଣେ କାର ଡ୍ରାଇଭର ଜଣଙ୍କୁ ଚେକ୍ କରାଗଲା । ଆଉ ଏହି ଗାଡ଼ି ଡ୍ରାଇଭରକୁ ଚେକ୍ କରିବା ବେଳେ ସେ ଅନେକ କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଡ୍ରାଇଭର ଜଣକ କହିଛନ୍ତି ମଦ ଚେକ୍ କରୁଛ, ପ୍ରଥମେ ମଦ କାଉଣ୍ଟର ବନ୍ଦ କର ଆଉ ତାପରେ ମଦ ଟେଷ୍ଟ କରିବ । ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିବା ସହ ଏହି ସବୁ କଥା ଡ୍ରାଇଭର ଜଣକ ମିଡିଆ ସାମ୍ନାରେ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ହେବା ସହ ଅନେକ କଥା ଆସୁଛି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।