Movie prime

ଡବଲ ପ୍ରେମିକା ଖେଳରେ ସ୍ତ୍ରୀ ସାଜିଥିଲା କବାବ ମେ ହଡ୍ଡି...!

 
Yy
ସ୍ତ୍ରୀ ସାଜିଥିଲା କଣ୍ଟା। ସଇତାନ ସ୍ବାମୀ ସ୍ତ୍ରୀ କୁ ନିଦରେ ପଠାଇଲା ଯମପୂର। ଫାର୍ମାସିଷ୍ଟ ସ୍ବାମୀ ଦୁଇ ପ୍ରେମିକ ସହ ମିଶି ଫୋଡ଼ି ଦେଲା ବଧିରା ଇଞ୍ଜେକସନ। ସ୍ୱାମୀଙ୍କୁ ସାହାଯ୍ୟ କଲେ ଦୁଇଜଣ ପ୍ରେମିକା। ପ୍ରଥମେ ଦୁଇ ହାତର ଭେନ୍ ରେ ଦେଲେ ପରେ ଅଣ୍ଟା ରେ ଦେଲେ ଇଞ୍ଜେକସନ। ନୃଶଂସ ସ୍ବାମୀ ଘଟାଇଲେ ଏଭଳି ଅମାନବୀୟ କାଣ୍ଡ। ସ୍ତ୍ରୀ କୁ ନିଶା ଇଞ୍ଜେକସନ ଦେଇ ସ୍ତ୍ରୀ କୁ ପଠାଇ ଦେଲା ଯମପୁର କୁ। ସ୍ବାମୀ ସାଜିଗଲା ସଇତାନ।
Bb
ଏଥିପାଇଁ ସ୍ବାମୀଙ୍କୁ ସହଯୋଗ କରିଥିଲେ ଦୁଇଜଣ ପ୍ରେମିକା। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ସବୁ ସତ ଜଣା ପଡ଼ି ଯାଇଥିଲା। ଭୁବନେଶ୍ୱର ର ଏଭଳି ଏକ ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ସ୍ବାମୀ ମଧ୍ୟ ଆ-ତ୍ମ-ହ-ତ୍ୟା ର ରୂପ ଦେବା ପାଇଁ ବସିଥିଲା। ସ୍ୱାମୀର ଗୋଟେ ନୁହେଁ ବରଂ ତାର ଦୁଇ ଦୁଇଜଣ ପ୍ରେମିକା ଥିଲେ। ସ୍ବାମୀ ଫାର୍ମାସିଷ୍ଟ ଥିଲା ସେଥିପାଇଁ ତାକୁ ସବୁ ଜଣା ଥିଲା। ଆଉ ତାହାର ଫାଇଦା ଉଠାଇଲା।
Bb
ଏଥିରେ ସହଯୋଗ କରିଥିଲେ ଦୁଇଜଣ ପ୍ରେମିକା। ମହିଳାଙ୍କ ବୟସ ମଧ୍ୟ ମାତ୍ର ୨୬ ବର୍ଷ ଆଉ ତାଙ୍କର ମୃ-ତ୍ୟୁ ଏଭଳି ସମୟରେ ହୋଇଛି ତାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣାର ତଦନ୍ତ କରିବା ପାଇଁ ମଧ୍ୟ ଏକ ସ୍ଵତନ୍ତ୍ର ଟିମ୍ ମଧ୍ୟ ହୋଇଥିଲା। ଯେଉଁଥିରେ ଜଣା ପଡିଥିଲା କି ସ୍ବାମୀ ଆଉ ତାଙ୍କର ଦୁଇଜଣ ପ୍ରେମିକା ଉକ୍ତ ମହିଳାଙ୍କ ହ-ତ୍ୟା କରିବା ପରେ ତାକୁ ଆ-ତ୍ମ-ହ-ତ୍ୟା ର ରୂପ ଦେଇ ଦେଇଥିଲେ।
ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଭାଇରାଲ୍ ହେବାରେ ଲାଗିଛି। କାରଣ ଏଭଳି ଘଟଣା କୁ କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି । ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ ଏହାକୁ ନେଇ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.