Movie prime

ଦଉଡି ଦଉଡ଼ି ପଳାଉଥିଲେ ମହିଳା କର୍ମଚାରୀ... ଜବରଦସ୍ତି ଏମିତି ତାଲା ମାରି ରଖିଦେଲେ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
Bh
ଦର୍ଶକ ବନ୍ଧୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ପ୍ରୋଜେକ୍ଟ ମେନେଜର୍ ପ୍ରଭକର ଦାସ। ତାଙ୍କ ନିକଟକୁ SSG ମହିଳା ମାନେ ବିଭିନ୍ନ ଅଭିଯୋଗ ନେଇ ଆସୁଥିଲେ। କିନ୍ତୁ, କେତେବେଳେ ବି ସେ ମହିଳାଙ୍କ କଥାକୁ କର୍ଣପାତ କରୁ ନଥିଲେ। ଯେଉଁଥି ପାଇଁ ସତାଧିକ ମହିଳାମାନେ କାର୍ଯ୍ୟାଳୟ କୁ ଆସିଥିବା ବେଳେ ବ୍ଲକ ପ୍ରୋଜେକ୍ଟ ମେନେଜର ତାଙ୍କ କଥା ନଶୁଣି ପଛ ପଟ ଦେଇ ଏଇ ମାଉସୀଙ୍କୁ ଠେଲି ପୋଳାଇ ଯାଉଥିଲେ। ଏହା ପରେ ଆଉ ମହିଳାଙ୍କୁ ସମ୍ଭଳେ କିଏ।ସେମାନେ ପ୍ରୋଜେକ୍ଟ ମେନେଜରଙ୍କ ପଛେ ପଚ୍ଛେ ଯାଇ ତାଙ୍କୁ ଧରି ହୋ ହାଲ୍ଲା କରିବା ପରେ କାର୍ଯ୍ୟାଳୟରେ ତାଲା ମାରି ଅଟକ ରଖିଥିଲେ । ଯେଉଁଥିରୁ ଜଣା ପଡୁଛି ଯେ ପ୍ରୋଜେକ୍ଟ ମେନେଜରଙ୍କ ନିଶ୍ଚିତ ତ୍ରୁଟି ରହିଛି ନହେଲେ ସେ କାହିଁକି କାର୍ଯ୍ୟାଳୟ ଛାଢ଼ି ଦୌଢି ପଳାଉଥିଲେ।
Gh
ମିଳିଥିବା ସୂଚନା ଅନୁଯାୟୀ SSG ମହିଳାଙ୍କ ଅଭିଯୋଗ ସମ୍ପର୍କ ରେ ବାଲିଆପାଳ ପ୍ରୋଜେକ୍ଟ ମେନେଜର୍ ପ୍ରଭାକର ଦାସ କର୍ଣପାତ କୋରୁନୋଥିଲେ । ତେଣୁ ଆଜି ଶତାଧିକ ମହିଳା ମାନେ ପହଞ୍ଚୀ ବ୍ଲକ ପ୍ରୋଜେକ୍ଟ ମେନେଜେରଙ୍କୁ ସାକ୍ଷାତ କରି ସମସ୍ୟା ବାବଦରେ କୋହିବାରୁ ସେ ମହିଳା ମାନଙ୍କୁ ଗାଳି ଗଲୋଜ କରିବା ସହ ଦୁର୍ବ୍ୟବହାର କରି ଅଫିସ ଛାଢ଼ି ଦୌଡ଼ି ପୋଲାଉଥିଲେ ।ଏହାପରେ ମହିଳା ମାନେ ତାଙ୍କୁ ଧରୀ ଅଟକ ରଖିଥିଲେ। ଯେଉଁଥିପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ୍ ପୋହୋଞ୍ଚି ମହିଳାଙ୍କୁ ବୁଝାସୁଝା କରିବାର ଜଣା ପଡିଛି।
ଏବଂ SSG ମାହିଲଙ୍କ ପକ୍ଷରୁ ଶୁଣିବାକୁ ମିଳିଛି SSG ରେ ଆସୁଥିବା ସୁବିଧା ଏବଂ ସୁଜୋଗ ଗୁଡ଼ିକ ସେମାନଙ୍କୁ ଅବଗତ କରା ଯାଉନାହିଁ କି ସେମାନେ ସେଗୁଡିକ ର କିଛି ଲାଭ ପାଇ ପାରୁନାହାଁନ୍ତି। ସେଥି ପାଇଁ SSG ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି ତେଣୁ ଆଜି ଶତାଧିକ ମହିଳା ମାନେ ପହଞ୍ଚି ବ୍ଲକ ପ୍ରୋଜେକ୍ଟ ମେନେଜେରଙ୍କୁ ଅଟକ ରଖିଥିଲେ। ଏହି ଘଟଣା ପୋଲିସ ପ୍ରଶାସନ ଜାଣିଲା ପରେ ଘଟଣା ସ୍ଥଳକୁ ଯାଇ SSG ମହିଳାଙ୍କୁ ବୁଝାସୁଝା କରିଛନ୍ତି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.