Movie prime

ଦେଖନ୍ତୁ LIVE ଭିଡିଓ ସେଲଫି ନେବାବେଳେ କେମିତି ଖସିଥିଲା ପୁଅର ଗୋଡ଼ ଆଉ ତାପରେ

 
Ggg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନୂଆବର୍ଷରେ ଅନେକ ଲୋକ ଅନେକ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ଠିକ୍ ସେଭଳି ଏହି ଯୁବକ ଜଣକ ବୁଲିବାକୁ ଯାଇଥିଲେ । ଯିଏ ଯେଉଁ ସ୍ଥାନକୁ ଯାଇଥାଏ ସେଠାରେ ସେ ବହୁତ ଖୁସି ହୋଇଥାଏ । ସେ ସେହି ସ୍ଥାନରେ ଫଟୋ ଉଠାଇଥାଏ । ଏବେ ଏଭଳି କିଛି ଘଟଣାକୁ ନେଇ ଆସିଛି ଖବର ।
Bb
ନିଶିକାନ୍ତ ନାମକ ଯୁବକ ବୁଲିବାକୁ ଯାଇଥିଲେ । ତାଙ୍କୁ ସେଠାରେ ସାଙ୍ଗମାନେ ଫଟୋ ଉଠାଇବାକୁ ମନା କରିଥିଲେ କିନ୍ତୁ ସେ ଶୁଣି ନଥିଲେ । ବହି ଯାଉଥିବା ପାଣିର ପଥର ଉପରେ ଛିଡ଼ା ହୋଇ ଫଟୋ ଉଠାଇ ଗାଧୋଉଥିଲା । କିନ୍ତୁ ହଠାତ୍ ନିଶିକାନ୍ତ ସହିତ ଏଭଳି କିଛି ଘଟଣା ଘଟି ଯାଇଥିଲା । ସେ ଫଟୋ ଉଠାଇ ଗାଧୋଉଥିବା ପଥରରୁ ତାର ଗୋଡ ଖସି ଯାଇଥିଲା । ଆଉ ସେଠାରେ ଅର୍ଥାତ୍ ପଥର ଉପରେ ମୁହଁ ମାଡ଼ି ପୁଅ ପଡ଼ି ଯାଇଥିଲା । ନିଶିକାନ୍ତ ଫଟୋ ଉଠାଇ ଗାଧୋଇବାରେ ଲାଗିଥିଲେ । ତାଙ୍କୁ ତାଙ୍କ ସାଙ୍ଗମାନେ ମନା କରିଥିଲେ ।
Hh
ସେ ପହଁରା ଶିଖି ନଥିଲେ ସେଥିପାଇଁ ତାଙ୍କ ସାଙ୍ଗମାନେ ମନା କରିଥିଲେ । କିନ୍ତୁ ସେ ସୋସିଆଲ ମିଡିଆରେ ଫଟୋ ପକାଇବା ପାଇଁ ଏଭଳି କିଛି କରି ଦେଇଥିଲେ । ମାତ୍ର କିଛି ସେକେଣ୍ଡ ଭିତରେ ସେ ପାଣିରେ ପଡ଼ି ଯାଇଥିଲେ । ଆଉ ସାଙ୍ଗମାନେ ଚିତ୍କାର କରିଥିଲେ ସାଙ୍ଗ ବୁଡିଗଲା ବୁଡିଗଲା କିନ୍ତୁ ତାଙ୍କୁ କେହି ପାଇନଥିଲେ । ନିଶିକାନ୍ତ ବୁଡିଯିବାର ମାତ୍ର କିଛି ସେକେଣ୍ଡ ପରେ ତାଙ୍କୁ ପାଣିରେ ଖୋଜା ଯାଇଥିଲା କିନ୍ତୁ ତାଙ୍କୁ ପାଇନଥିଲେ । ଏହାପରେ ପ୍ରଶାସନକୁ ଖବର ଦିଆଯାଇଥିଲା । ସେଠାରେ ଦମକଳ ଟିକେ ବିଳମ୍ବରେ ପହଞ୍ଚିଥିଲା । ଆଉ ଦମକଳ ମଧ୍ୟ ନିଶିକାନ୍ତକୁ ପାଇନଥିଲା ।
ଏହାପରେ ସେଠାରେ ଓଡ୍ରାଫ୍ ଟିମ୍ ପହଞ୍ଚିଥିଲା । ୨୦ ଘଣ୍ଟା ପରେ ନିଶିକାନ୍ତର ମୃ-ତ ଶରୀର ଉଦ୍ଧାର ହୋଇଥିଲା । ଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢୁଥିଲେ ନିଶିକାନ୍ତ । ସେ ଦୁଇଦିନ ଧରି ଘରୋଇ ଟ୍ୟୁସନ୍ ସାର ଏବଂ ପିଲାଙ୍କ ସହିତ ବଣଭୋଜି କରୁଥିଲେ । ଆଉ ସେମାନେ ବୁଲିବାକୁ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ସାରିଆ ବ୍ଲକ ସ୍ଥିତ ତାଣ୍ଡିଆ ଜଳପ୍ରପାତକୁ ଆସିଥିଲେ । ଆଉ ସେଠାରେ ଏଭଳି ଘଟଣା ଘଟି ଯାଇଥିଲା । ନିଶିକାନ୍ତ ପିଲାଙ୍କ ସହିତ ବୁଲି ପଥର ଉପରେ ଛିଡ଼ା ହୋଇ ଫଟୋ ଉଠାଇଥିଲେ ଆଉ ଏଭଳି ଘଟଣା ଘଟିଗଲା । ଟ୍ୟୁସନ୍ ସାରଙ୍କ ଦାୟିତ୍ୱରେ ପିଲାମାନଙ୍କୁ ବାପା ମା ଛାଡିଥିଲେ କିନ୍ତୁ ତାଙ୍କର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି ।

Around The Web