Movie prime

ଦେଖନ୍ତୁ ନର୍ସ ଦିଦିଙ୍କ ଭିଡିଓ ହସ୍ପିଟାଲ ଭିତରେ ରୋଗୀ ସହ କରୁଥିଲେ ଏମିତି

 
Fr
ଏବେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଦେଖିବାକୁ ମିଳିଛି ଡାକ୍ତରଖାନା ରା ଜଣେ ନର୍ସ ଏକ ସାଲାଇନ୍ ବୋତଲ ରୁ ସାଲାଇନ୍ ତଳେ ଧାଳୁଛନ୍ତି ଆଉ ଜଣେ ବ୍ୟକ୍ତି ଏହାର ଭିଡିଓ କରୁଛନ୍ତି। ଏମିତି କିଛି ଯେ ଏହି ହସ୍ପିଟାଲ ଭିତରେ କଣ ଚାଲୁଛି ବୋଲି ସବୁଆଡେ ଲୋକମାନେ ଚର୍ଚ୍ଚା ମଧ୍ୟ କରୁଛନ୍ତି। ହସ୍ପିଟାଲ ବେଡ ଉପରେ ଅନେକ ରୋଗୀ ମାନେ ଶୋଇଛନ୍ତି।
Gg
ଆଉ ବେଡ ଉପରେ ନର୍ସ ଜଣକ ରୋଗୀ ମାନଙ୍କ ସେବା ମଧ୍ୟ କରୁଛନ୍ତି। ହେଲେ ସେ ହସ୍ପିଟାଲ ଭିତରେ ଏମିତି କଣ ଘଟିଥିଲା କେଜାଣି ରୋଗୀ ଜଣକ ହଠାତ ବେଡରୁ ଉଠି ପଡ଼ିଥିଲେ। ଏହାପରେ ସିଧା ଯାଇ ସେବା କରୁଥିବା ନର୍ସ ମ୍ୟାଡମ୍ ଙ୍କ ଭିଡିଓ କରିବା ଆରମ୍ଭ କରି ଦେଇଥିଲେ। ଏହି ନର୍ସ ମ୍ୟାଡମ୍ ଜଣକ ଡେଟ୍ ଚାଲି ଯାଇଥିବା ସାଲାଇନ୍ କୁ ରୋଗୀ ମାନଙ୍କୁ ଦେଉଛନ୍ତି । ଯେଉଁ ରୋଗୀ ଏହି ହସ୍ପିଟାଲ କୁ ଚିକିତ୍ସା ହେବାକୁ ଆସୁଛି ,
Gg
ସେହି ରୋଗୀ ମାନଙ୍କୁ ଏହି ନର୍ସ ମ୍ୟାଡମ ଡେଟ୍ ଫେଲ ହୋଇ ଯାଇଥିବା ସାଲାଇନ୍ କୁ ତାଙ୍କ ଦେହରେ ଲଗାଉଛନ୍ତି। ଯେଉଁଥି ପାଇଁ ରୋଗୀ ଜଣକ ଏହି ସାଲାଇନ୍ ବୋତଲ କୁ ଦେଖି ଦେଇଥିଲେ। ଆଉ ସିଧା ସେ ନର୍ସ ମ୍ୟାଡମ ଙ୍କ ଭିଡିଓ କରିବା ଆରମ୍ଭ କରି ଦେଇଥିଲେ। ପରେ ଗୋଟି ଗୋଟି କରି ହସ୍ପିଟାଲ ର ସବୁ ସତ ଏମିତି ହିଁ ପଦା ରେ ପଡି ଯାଇଥିଲା। ରୋଗୀ ଜଣକ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ହେବାପାଇଁ ଆସିଥିଲେ।
ଶେଷରେ ଡାକ୍ତର ଆସି ଚିକିତ୍ସା କରାଇ ଥିଲେ ଆଉ ରୋଗୀଙ୍କୁ ସାଲାଇନ୍ ଦେବା ପାଇଁ ମଧ୍ୟ କହିଥିଲେ। ଆଉ ଯେତେବେଳେ ନର୍ସ ମ୍ୟାଡମ ସାଲାଇନ୍ ଦେଇ ଚାଲି ଯାଇଥିଲେ ସେତେବେଳେ ରୋଗୀ ଜଣକ ଦେଖିଲା ବେଳକୁ ସେହି ସାଲାଇନ୍ ର ଡେଟ୍ ନଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଆଉ ଜାଣିବା ପରେ ନର୍ସ ମ୍ୟାଡମ ଜଣକ ସାଲାଇନ୍ ନେଇ ଢାଳି ଦେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.