Movie prime

ଜେ-ଲରୁ ଫେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ Arvind Kejriwal ଦେଖନ୍ତୁ ମାଙ୍କୁ କୁଣ୍ଢାଇ କାନ୍ଦିଲେ - VIRAl VIDEO

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୀର୍ଘଦିନ ପରେ କେଜ୍ରିୱାଲ ଜେଲରୁ ଫେରିଥିବା ବେଳେ ପୁଅକୁ ଦେଖି ବାପା ମା ଖୁସି ହେଇଯାଇଛନ୍ତି। କେଜ୍ରିୱାଲଙ୍କ ଦେହକୁ ତାଙ୍କ ମାଆ ପଣତକାନିରେ ମୁଁହ ପୋଛି ଦେବା ସହିତ ଦେହମୁଣ୍ଡ ଆଉଁସି ଦେଇଛନ୍ତି। ଏହି ଦୃଶ୍ୟଟି ସମସ୍ତଙ୍କୁ ଭାବବିହୁଳ କରିଦେଇଛି।
କେଜ୍ରିୱାଲଙ୍କୁ ଖୁସିରେ ପାଛୋଟି ନେଇଛନ୍ତି ତାଙ୍କ ମାଆ। ଯାହାର ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଅରବିନ୍ଦ କେଜ୍ରିୱାଲ ଯେତେବେଳେ ଘରେ ପହଞ୍ଚି ଥିଲେ ତାଙ୍କ ପୁରା ପରିବାର ଘରଦ୍ୱାର ମୁଁହରେ ତାଙ୍କର ଅପେକ୍ଷା କରିଥିଲେ। 
Hh
ବନ୍ଧୁଗଣ କେଜ୍ରିୱାଲ ଜେଲରୁ ଫେରିବା ଘରକୁ ଯାଇଥିଲେ। ଆଉ କେଜ୍ରିୱାଲ ତାଙ୍କ ଘରେ ପହଞ୍ଚିବା ମାତ୍ରେ ସେ ପ୍ରଥମେ ତାଙ୍କ ମାଙ୍କ ପାଦ ଛୁଇଁ ତାଙ୍କୁ ଆଲିଙ୍ଗନ କରିଥିଲେ। ଏଥିସହିତ କେଜ୍ରିୱାଲଙ୍କ ମା ପୁଅର କପାଳରେ ତିଳକ ଲଗାଇ ବନ୍ଦାପନା କରିଥିଲେ।
ଏହାପରେ କେଜ୍ରିୱାଲଙ୍କୁ ତାଙ୍କ ବାପା ଭେଟି ଭାବପ୍ରବଣ ହୋଇପଡ଼ିଥିଲେ ଆଉ ପୁଅକୁ ଜୋରରେ କୁଣ୍ଢାଇ ପକାଇଥିଲେ। ଖାଲି ସେତିକି ନୁହେଁ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କ ଗଳାରେ ଫୁଲମାଳ ପକାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। 
ବନ୍ଧୁଗଣ ହେଲେ କେଜ୍ରିୱାଲଙ୍କ ବାପା ମା ଏବଂ ପରିବାର ପାଇଁ ସେ ହେଉଛନ୍ତି ସୁନା ପୁଅ। ସେହି କେଜ୍ରିୱାଲ ସଂଘର୍ଷରୁ ସଫଳତା ହାସଲ କରିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି।
Hh
ଆମଆଦିର କର୍ମକର୍ତ୍ତା ମାନେ କେଜ୍ରିୱାଲ ଜେଲରୁ ବାହାରକୁ ଆସିବା ପରେ ତାଙ୍କୁ ଧୁମଧାମରେ ସ୍ଵାଗତ କରିଥିଲେ। କେଜ୍ରିୱାଲଙ୍କ ଘର ବାହାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିସହିତ ଲୋକ ମାନେ ତାଙ୍କୁ ଲେଜରୁ ମୁକ୍ତ ହେବା ବପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। 
ଅନେକ ଦିନ ଜେଲରେ ରହିବା ପରେ କେଜ୍ରିୱାଲଙ୍କୁ ମୁକ୍ତ କରାଯାଇଛି।କେଜ୍ରିୱାଲଙ୍କୁ ସ୍ଵାଗତ କରିବା ପାଇଁ ତାଙ୍କ ପତ୍ନୀ ସୁନୀତା ଓ ତାଙ୍କ ଝିଅ କ୍ୟାବିନେଟ ସହକର୍ମୀ ଅତିସ ସୌରଭ ଦାସ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଜେଲ ବାହାରେ ଉପସ୍ଥିତ ଥିଲେ।
ସୂଚନା ମୁତାବିକ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ଆଉ ଗତକାଲି ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରଣି ଜାମିନ ପ୍ରଦାନ କରାଯାଇଛି। କେଜ୍ରିୱାଲ ଦିଲ୍ଲୀରେ କରିବେ "ମେଗା ରୋଡ ସୋ"।