Movie prime

ଦେଶରେ ରହିବନି ଗୋଟେ ବି ନକ୍ସଲ ଜଣ ଜଣ କରି ଉଡ଼ାଇବୁ ମୁଣ୍ଡ...ଭାରତ ହେବ ନକ୍ସଲ ମୁକ୍ତ

 
Ggg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଏବେ ନକ୍ସଲବାଦୀଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ଦେଶରେ ରଖେଇ ଦେବେ ନାହିଁ ନକ୍ସଲବାଦୀ । ଦେଶରେ ଏବେ ଆଉ ରଖେଇ ଦେବେ ନାହିଁ ଗୋଟେ ବି ନକ୍ସଲ । ଗୋଟା ଗୋଟା କରି ଉଡାଇବେ ମୁଣ୍ଡ । ଯବାନ ସହିଦ ହେବାକୁ ନେଇ ଗର୍ଜିଲେ ଅମିତ୍ ଶାହା । ଏକ୍ସରେ ଲେଖିଲେ ଏଭଳି କିଛି । ୨୦୨୬ ମସିହା ସୁଦ୍ଧା ନକ୍ସଲଙ୍କୁ ମାରି ସଫା କରିଦେବାକୁ କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏବେ ଭାରତୀୟ ସେନା ନକ୍ସଲମାନଙ୍କ ଉପରେ ବଦଲା ନେବ । 
Vv
ଗୁଳି ମାଡ ହେବ ଆଉ ଏଥିରେ ନକ୍ସଲଙ୍କ ମୁଣ୍ଡ ଉଡ଼ିବ ବୋଲି ସୂଚନା ମିଳିଛି । ଗୋଡେଇ ଗୋଡ଼େଇ ସବୁ ମାଓବାଦୀଙ୍କୁ ଦମନ କରାଯିବ ବୋଲି ସୂଚନା ମିଳିଛି । ଭାରତରେ ଗୋଟେ ବି ନକ୍ସଲ ରହିବେ ନାହିଁ ବୋଲି କୁହାଯାଇଛି । ଭାରତକୁ ଏବେ ନକ୍ସଲ ମୁକ୍ତ କରିବାକୁ କହିଛନ୍ତି । ଏଭଳି କିଛି କଥା ରାଗି କରି ଟୁଇଟ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏହାକୁ ଦେଖି ଥର ଥର ହେଲେଣି ମାଓବାଦୀ । କେମିତି ବଞ୍ଚିବେ ସେମାନେ ଏବେ ତାହା ଭାବୁଛନ୍ତି । ଏବେ ଏହି ଟୁଇଟକୁ ନେଇ ଚର୍ଚ୍ଚା ହେଉଛି । ନକ୍ସଲମାନଙ୍କର ମୂଳଦୁଆକୁ ନଷ୍ଟ କରିଦେବୁ । 
Gg
ଏବେ ଏମିତି କିଛି କ୍ରୋଧ ଭରା ମେସେଜ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ସେ ଟୁଇଟ କରି ଲେଖିଛନ୍ତି ଆଉ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ନକ୍ସଲମାନଙ୍କୁ ଗୁଳି କରି ଭାରତକୁ ନକ୍ସଲ ମୁକ୍ତ କରିବେ । ନକ୍ସଲ ମାନଙ୍କ ମୂଳଦୁଆକୁ କାଢି ଫିଙ୍ଗୁବାକୁ କହିଛନ୍ତି । ନକ୍ସଲମାନଙ୍କୁ ମାରି ନକ୍ସଲ ମୁକ୍ତ କରିଦେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଟୁଇଟ୍ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏଭଳି ସବୁ କଥା କହି ଟୁଇଟ୍ କରିଛନ୍ତି । ଏବେ କୌଣସି ଭାରତୀୟ ଯବାନ ଆଉ ନକ୍ସଲଙ୍କ ଗୁଳି ମାଡ଼ରେ ସହିଦ ହେବେ ନାହିଁ ।
ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ଆଉ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଏବେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅନେକ କଥା କହିଛନ୍ତି । ଗୋଡେଇ ଗୋଡ଼େଇ ଏବେ ଛତିଶଗଡ ରାଜ୍ୟରେ ନକ୍ସଲମାନଙ୍କୁ ମୁକ୍ତ କରାଯାଉଛି । ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏଭଳି ଟୁଇଟ୍ କରିବା ପରେ ସମସ୍ତ ଯବାନ ତାଙ୍କୁ ଗୁଳି କରିବାକୁ ଅନେକ ଯୋଜନା କରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିପାରିଲେ ।

Around The Web