Movie prime

ଡିଜେ ବାଲା ସହ ଫେରାର ହେଇଗଲା କନ୍ୟା ବେଦୀରେ କାନ୍ଦିଲା ବର ଆଉ ତାପରେ

 
Gg
ଡିଜେ ବାଲା ସହ ଫେରାର ହୋଇ ଚାଲି ଆସିଛି ଏହି କନ୍ୟା। ଏହି ଝିଅ କନ୍ୟା ବେଶ ଧରି ବରକୁ ବାହା ହେବା ପାଇଁ ଯାଉଥିଲା ହେଲେ ବର ସହ ଆସିଥିବା ଡିଜେ ବାଲା କୁ ଧରି ଝିଅ ଫେରାର ହୋଇ ଯାଇଥିଲା। ବରକୁ ବେଦୀ ଉପରେ ଛାଡ଼ି ଶେଷରେ କନ୍ୟା ଡିଜେ ବାଲା ଙ୍କୁ ବାହା ହୋଇ ଯାଇଥିଲା। କିଛି ସମୟ ପରେ ଝିଅ ବରକୁ ବାହା ହୋଇ ଥାଆନ୍ତା ଆଉ ବରକୁ ବାହା ହୋଇ ଝିଅ ବର ସହ ଶାଶୁ ଘରକୁ ମଧ୍ୟ ଚାଲି ଯାଇଥାନ୍ତା।
Gg
ହେଲେ ବର ସହ ଆସିଥିବା ଡିଜେ ବାଲା କୁ କନ୍ୟା କେମିତି କେଜାଣି ଦେଖି ଦେଇଥିଲା ଆଉ ଡିଜେ ବାଲା ର ଷ୍ଟାଇଲ କୁ ଦେଖି ଦେଇ ସେ ଡିଜେ ବାଲା ର ପ୍ରେମରେ ମଧ୍ୟ ପଡ଼ି ଯାଇଥିଲା।ଆଉ ବରକୁ ସେଠାରେ ଛାଡ଼ି କନ୍ୟା ଡିଜେ ବାଲା ସହ ସେଠାରୁ ଫେରାର ହୋଇ ଚାଲି ଆସିଥିଲା। ଏବେ ଏଭଳି କିଛି ସବୁ ଘଟଣା ସାମ୍ନା କୁ ଆସୁଛି ଯାହାକୁ କି ଆପଣ ଆଖିରେ ନ ଦେଖିଲେ କି କାନ ରେ ନ ଶୁଣିଲେ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
Gg
ହେଲେ ଏବେ ଏହି ଘଟଣା ସମ୍ପର୍କରେ ଆପଣ ମାନେ ଯାହାବି କିଛି ଜାଣିବାକୁ ପାଉଛନ୍ତି ତାହା ସବୁ ସତ ଘଟଣା ଅଟେ। ଏମାନେ ହେଉଛନ୍ତି ଗୋଟେ ବାହାଘରରେ କିଛି ସମୟ ପାଇଁ ଭେଟ ହୋଇଥିବା ଦୁଇଜଣ ପ୍ରେମୀ ଯୁଗଳ ଅଟନ୍ତି। ଏହି ଝିଅଟି କନ୍ୟା ବେଶ ଧରି ବରକୁ ଅପେକ୍ଷା କରିଥିଲା। ଏପଟେ ବର ସହ ଏହି ଡିଜେ ବାଲା ଡିଜେ ବଜାଇ ବଜାଇ କନ୍ୟା ଘରେ ଆସି ପହଞ୍ଚି ଥିଲା। ସେତିକି ବେଳେ ଡିଜେ ବାଲା କନ୍ୟାର ମୁହଁ ଦେଖି ଦେଇଥିଲା।
ସେଇଠି ମାତ୍ର କେଇଟା ମିନିଟ ଭିତରେ ଏହି ଡିଜେ ବାଲା ଓ କନ୍ୟା ଭିତରେ ପ୍ରେମ ହୋଇ ଯାଇଥିଲା। ବାହା ହେବାକୁ ଆସିଥିବା କନ୍ୟା ସେହି ଡିଜେ ବାଲା ସହ ଫେରାର ହୋଇ ଯାଇଥିଲା। ଏହାପରେ ବର ଶିଶୁପାଳ ହୋଇ ଘରକୁ ଫେରି ଯାଇଥିଲା। ଏବେ ଏହି ଦୁଇଜଣ ବାହା ହୋଇ ଘର ଭଡା ନେଇ ବାହାରେ ରହୁଛନ୍ତି। ଏବେ ଏହି ଘଟଣା ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.