Movie prime

ଦେଖନ୍ତୁ ୧୫୦ ବର୍ଷ ଆଗରୁ କିପରି ଭାବେ ଆମ ଓଡ଼ିଶା ରେ ହେଉଥିଲା ରଥଯାତ୍ରା, ପ୍ରକୃତ ଭକ୍ତ ନିଶ୍ଚୟ ଲେଖିବ ଜୟ ଜଗନ୍ନାଥ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇଥାନ୍ତି ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ଦେଶର, ସବୁ ରାଜ୍ୟର ଏବଂ ସବୁ ଜିଲ୍ଲାର ଆଉ ଏହାସହ ସବୁ ଅଞ୍ଚଳର ଖବର ଆପଣମାନେ ପାଇପାରିବେ । ଏବେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ବହୁତ ପୁରୁଣା ଅଟେ । ଆଉ ଭିଡିଓରେ ଆପଣମାନେ ଏହା ଜାଣିପାରିବେ ।
Special Report
ରଥଯାତ୍ରା ହେଉଛି ଏକ ପବିତ୍ର ପର୍ବ । ଆମ ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ ହେଉଛି ରଥଯାତ୍ରା । ଏହି ରଥଯାତ୍ରା ପର୍ବ ହେଉଛି ଆମ ହିନ୍ଦୁ ମାନଙ୍କ ପାଇଁ ମହାନ୍ ଆଉ ଏକ ଧୁମଧାମର ପର୍ବ । ଆପଣମାନେ ସମସ୍ତେ ଏହି ପର୍ବ ବିଷୟରେ ଅନେକ ଖବର ଆସୁଥିବାର ଜାଣିଥିବେ ।
ରଥଯାତ୍ରା ପର୍ବକୁ ଓଡ଼ିଆ ଲୋକମାନେ ଧୁମଧାମରେ ପାଳନ କରିଥାନ୍ତି । ଆଉ ଏହି ପର୍ବ ବିଷୟରେ ଆସୁଥିବା ସବୁ ଟିକନିକ ଖବର ବିଷୟରେ ଆପଣମାନେ ସମସ୍ତେ ତ ଜାଣି ପାରୁଥିବେ । ରଥଯାତ୍ରା ପର୍ବ ଆମ ଦେବତା ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କରାଯାଏ ।
Special Report
ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆ ମାନଙ୍କର ବିଶ୍ୱାସ ଆଉ ଭରଷାର ଦେବତା । ପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା । ପ୍ରଭୁ ଜଗନ୍ନାଥଙ୍କୁ ଲୋକମାନେ ବହୁତ ବିଶ୍ବାସ କରିଥାନ୍ତି । ଆଉ ତାଙ୍କ ଉଦ୍ଦେଶ୍ୟରେ ଏହି ରଥଯାତ୍ରା ପର୍ବ ହିନ୍ଦୁ ଲୋକମାନେ ପାଳନ କରିଥାନ୍ତି ।
ଆଗରୁ ମଧ୍ୟ ଅର୍ଥାତ୍ ବହୁତ ବର୍ଷ ପୂର୍ବରୁ ଏହି ପର୍ବ ପାଳନ କରାଯାଉଥିଲା । ଯେତେବେଳେ ଆମ ଦେଶକୁ ବ୍ରିଟିଶମାନେ ଶାସନ କରୁଥିଲେ ସେହି ସମୟରେ ମଧ୍ୟ ଏହି ପର୍ବ ପାଳନ କରାଯାଉଥିଲା ।
Special Report
ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ୧୯୧୦ ମସିହାରେ ମଧ୍ୟ ପୁରୀ ଠାରେ ସେହିଭଳି ରଥ ନିର୍ମାଣ କରି ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ଝୁଲାଇ ଝୁଲାଇ ଆଣି ଛେରା ପହଁରା କରି ତାଙ୍କୁ ରଥରେ ବସା ଯାଉଥିଲା । ସେତେବେଳେ ମଧ୍ୟ ଗଜପତି ଛେରା ପହଁରା କରୁଥିଲେ ।
ସେତେବେଳେ ମଧ୍ୟ ଅନେକ ଅନେକ ଭକ୍ତ ଯୋଗ ଦେଇଥିଲେ । ପ୍ରଭୁଙ୍କୁ ଦେଖିବା ପାଇଁ ସେତେବେଳେ ମଧ୍ୟ ଭିଡ ଜମୁଥିଲା । ହଜାର ହଜାର ଲୋକ ମଧ୍ୟ ଏହି ରଥର ଦଉଡ଼ିକୁ ଟାଣୁ ଥିଲେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହିସବୁ ଦୃଶ୍ୟ ଦେଖିପାରିବେ ।