୨ ମିନିଟ ବାହାର କରି କରନ୍ତୁ ପ୍ରଭୁ ହନୁମାନ ଙ୍କ ଏହି ଗୋଟିଏ ଉପାୟ ମିଳିବ ସମସ୍ତ ସମସ୍ୟାରୁ ଗୋଟିଏ ମିନିଟ ରେ ମୁକ୍ତି
Apr 17, 2023, 17:06 IST
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ଆମେ ଜାଣିବା କି ମଙ୍ଗଳବାର ଦିନ କେଁଉ ସବୁ ଉପାୟ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ ଏବଂ ଆପଣଙ୍କର ସମସ୍ତ ସମସ୍ୟା ଦୂରୀଭୂତ ହୋଇ ପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଗ୍ରହ କୁ ଉଗ୍ର ମାନା ଯାଇଥାଏ ଆଉ ହନୁମାନ ମହାରାଜାଙ୍କୁ ରୁଦ୍ର ମାନା ଯାଇଥାଏ
ଅର୍ଥାତ ଏହି ଦୁଇ ଜଣ ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଯଦି ଏମାନେ ଥରେ ରୁଷ୍ଟ ହୋଇ ଯାଇଥାନ୍ତି ତେବେ ଏମାନଙ୍କୁ ମନେଇବା ବହୁତ କଠିନ କାମ ହୋଇ ଯାଇଥାଏ, ମଙ୍ଗଳ ଦୋଷ ଲାଗିବା କାରଣରୁ ଘରେ କଳି ଝଗଡା ଓ ଦୁ-ର୍ଘ-ଟ-ଣା ଆଦି ହୋଇଥାଏ।
ଏବଂ ରକ୍ତ ସମ୍ବନ୍ଧିତ ରୋଗ ଓ ଚର୍ମ ସମ୍ବନ୍ଧିତ ରୋଗ ର ସାମ୍ନା କରିବା ପାଇଁ ପଡ଼େ। ସର୍ବ ପ୍ରଥମେ ଜାଣିବା କି ମଙ୍ଗଳବାର କେଁଉ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ଯାହାକି କରିବା ଦ୍ୱାରା ଭଗବାନ ହନୁମାନ ରୁଷ୍ଟ ହୋଇ ଯାଆନ୍ତି।
ମଙ୍ଗଳବାର ଦିନ ଲୁଣର ସେବନ ନ କରିବା ଉଚିତ ଆପଣ ଲୁଣ ଖାଇ ପାରିବେ କିନ୍ତୁ ଅତିରିକ୍ତ ଲୁଣ ନ ଖାଇବା ଉଚିତ କାରଣ ଏମାନଙ୍କ ଜୀଵନ ଘୋର ସଙ୍କଟ ମାଡ଼ି ଆସିଥାଏ।
ମଙ୍ଗଳବାର ଦିନ ମାଛ ମାଂସ ଓ ଅଣ୍ଡା ର ସେବନ ନ କରିବା ଉଚିତ ଏହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ଅସୁସ୍ଥ ହେବା ପାଇଁ ଲାଗିଥାଏ।
ଏହି ଦିନ କାହାକୁ ବି କରଜ ନ ଦେବା ଉଚିତ, ଏହି ଦିନ କରଜ ଦେବା ଦ୍ୱାରା ଆପଣଙ୍କୁ ସେହି ପଇସା ମିଳିବାରେ ବିଳମ୍ୱ ହୋଇ ଥାଏ। ଏହି ଦିନ କ୍ରୋଧ କରନ୍ତୁ ନାହିଁ ଅର୍ଥାତ କାହା ସହିତ ଲଢେଇ ଝଗଡା କରନ୍ତୁ ନାହିଁ ଏବଂ
ଏହି ଦିନ ଲୁହାର ସାମଗ୍ରୀ ବିଲକୁଲ କିଣନ୍ତୁ ନାହିଁ। ମଙ୍ଗଳବାର ଦିନ ସମ୍ବନ୍ଧ ରଖନ୍ତୁ ନାହିଁ ଏହା ଦ୍ୱାରା ଆଗକୁ ଆସିବାକୁ ଥିବା ସନ୍ତାନ ନପୁଂସକ ହୋଇପାରେ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ ଉପାୟ କରିବା ଦ୍ୱାରା ଭାଗ୍ୟ ଚମକି ଉଠିଥାଏ।
ମଙ୍ଗଳବାର ଦିନ କୌଣସି ଗରିବ କିମ୍ବା ବ୍ରାହ୍ମଣ କୁ ଯଦି ଗହମର ଦାନ କରିବେ ତେବେ ଆପଣଙ୍କର ଭାଗ୍ୟ ଚମକି ଥାଏ ଏବଂ ଗୁଡ଼ର ଦାନ କରିବା ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ।
ମାଚିଶ ଦାନ କରିବା ଦ୍ୱାରା ଆପଣଙ୍କ ଜୀଵନରୁ ନକାରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ, ତମ୍ବାର ଦାନ କରିବା ଦ୍ୱାରା ଆପଣଙ୍କୁ ବହୁତ ମାତ୍ରା ରେ ଧନର ପ୍ରାପ୍ତି ହୋଇଥାଏ।
ସୁନାର ଦାନ କରିବା ଦ୍ୱାରା ଭଗବାନ ହନୁମାନ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରି ଥାଆନ୍ତି ଏବଂ ଗାଈର ଦାନ କଲେ ଆପଣଙ୍କୁ କୋଟି ପୁର୍ଣ୍ୟ ପ୍ରାପ୍ତ ହୋଇଥାଏ।
ମଶୁର ଡାଲିର ଦାନ କଲେ ବିବାହର ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ। ହନୁମାନ ଜି ଙ୍କର ପୂଜା କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ମଜବୁତ ହୋଇ ଯାଇଥାନ୍ତି।

