Movie prime

୫୦୦ ବର୍ଷ ହେବ ବଞ୍ଚିଛନ୍ତି ସାଧୁ ! ଦେଖନ୍ତୁ ସାମ୍ନାକୁ ଆସିଲା ବଡ ରହସ୍ୟମୟ ଦୃଶ୍ୟ

 
Special report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବର୍ତମାନ ପ୍ରଶ୍ନ ଉଠୁଛି ଯେ କିଏ ୫ ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ କି?ବୈଜ୍ଞାନିକ ଙ୍କ ମତ ଅନୁସାରେ କେହି ବି ଏତେ ବର୍ଷ ଯାଏଁ ବଞ୍ଚି ରହିପାରିବେ ନାହିଁ।
ଏହା ସମସ୍ତେ ବିଶ୍ୱାସ କରିଥାନ୍ତି।କିନ୍ତୁ ହିନ୍ଦୁସ୍ଥାନ ରେ ଏଭଳି ଏକ ଜାଗା ରହିଛି ଯେଉଁଠି ଲୋକମାନେ ବିଶ୍ୱାସ କରିଥାନ୍ତି ଯେ ସେଠାରେ ଏକ ବ୍ୟକ୍ତି ପାଞ୍ଚ ହଜାର ବର୍ଷ ହୋଇଗଲାଣି ଜୀବିତ ଅଛନ୍ତି।
ଏହି ଘଟଣା ଟି ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବେଳେ ବେଳେ ସେହି ଅଜଣା ବ୍ୟକ୍ତି ନିଜ ଆଘାତ ରେ ମଲମ ଲଗାଇବା ପାଇଁ ହଳଦୀ ଆଉ ତେଲ ମାଗିଥାଏ।କୁହାଯାଉଛି ଯେ ତାହା ମହାଭାରତ କାଳର ବ୍ୟକ୍ତି ଅଟନ୍ତି।ତାଙ୍କ ନାମ ହେଉଛି ଅଶ୍ଵତ୍ଥାମା।
କୌରବ ଙ୍କ ତରଫରୁ ଲଢ଼ୁଥିବା ଅଶ୍ଵତ୍ଥାମା ଙ୍କୁ ତାଙ୍କର ଏକ ଭୁଲ ପାଇଁ ଅଭିଶାପ ମିଳିଥିଲା।ସେହି ଅଭିଶାପ କାରଣରୁ ଯେତେ ଯାଏଁ ଏହି ଦୁନିଆ ଶେଷ ନ ହୋଇଛି ସେବେ ଯାଏଁ ଅଶ୍ଵତ୍ଥାମା ଜୀବିତ ରହିବେ।
ଏହା ସତ କି ମିଛ ତାହା ଜାଣିବା ପାଇଁ ଲୋକମାନେ ଇଛା ପ୍ରକାଶ କରିଥାନ୍ତି।ମହାଭାରତ କୁ ପ୍ରଭୁ ଶ୍ରୀ ଗଣେଶ ଲେଖିଥିଲେ।ମହାଭାରତ ରେ କୌରବ ଆଉ ପାଣ୍ଡବ ମାନଙ୍କ ଭିତରେ ଲଢେ଼ଇ ହେଉଥିଲା।
ଶ୍ରୀ ଦ୍ରୋଣାଚାର୍ଯ୍ୟ ମଧ୍ୟ କୌରବ ଙ୍କ ତରଫରୁ ଲଢେ଼ଇ କରୁଥିଲେ।ଅଶ୍ଵତ୍ଥାମା ଦ୍ରୋଣାଚାର୍ଯ୍ୟ ଙ୍କ ପୁଅ ଅଟନ୍ତି।ଦ୍ରୋଣାଚାର୍ଯ୍ୟ ଙ୍କ କିଛି ସନ୍ତାନ ନଥିଲା।ସେ ହିମାଳୟ କୁ ଯାଇ ଶିବଲିଙ୍ଗ କୁ ପୂଜା କରିଲେ।
ଅଶ୍ଵତ୍ଥାମା ଙ୍କ ପରିବାର ଏତେ ଗରିବ ଥିଲେ ଯେ ତାଙ୍କୁ କ୍ଷୀର ପିଇବା ପାଇଁ ମଧ୍ୟ ପଇସା ନଥିଲା।ତାଙ୍କ ସାଙ୍ଗମାନେ ଯେତେବେଳେ ପଚରିଥାନ୍ତି ଅଶ୍ଵତ୍ଥାମା ମିଛ କୁହନ୍ତି।ଦ୍ରୋଣାଚାର୍ଯ୍ୟ ନିଜକୁ ଦୋଷ ଦେଉଥିଲେ।
ଏହାପରେ ଦ୍ରୋଣାଚାର୍ଯ୍ୟ ଆସ୍ତିନା ପୁର ଯାଇ କୌରବ,ପାଣ୍ଡବ ଏବଂ ତାଙ୍କ ପୁଅକୁ ଅସ୍ତ୍ର ଶାସ୍ତ୍ର ବିଦ୍ୟାର ଜ୍ଞାନ ଦେଲେ। ଦ୍ରୋଣାଚାର୍ଯ୍ୟ କୌରବ ଆଉ ପାଣ୍ଡବ ଙ୍କୁ ଶିକ୍ଷା ଦେଉଥିଲେ,କିନ୍ତୁ ଯୁଦ୍ଧ ବେଳେ ଦ୍ରୋଣାଚାର୍ଯ୍ୟ କୌରବ ଙ୍କ ସାଥ ଦେଇଥିଲେ।
ଅଶ୍ଵତ୍ଥାମା ପିତା ଙ୍କ ମୃ-ତ୍ୟୁ ପାଇଁ ପ୍ରତିଶୋଧ ନେବାକୁ ଚାହୁଁଥିଲେ।ସେଥିପାଇଁ ପାଣ୍ଡବ ଙ୍କ ଗୃହ ରେ ପ୍ରବେଶ କରିଥିଲେ।ଏହାପରେ ଅଶ୍ଵତ୍ଥାମା ଦ୍ରୌପଦୀ ଙ୍କ ସବୁ ପୁତ୍ର ଙ୍କ ହ-ତ୍ୟା କରିଦେଲେ।ତାପରେ ଅର୍ଜୁନ ରାଗି ଯାଇ ଅଶ୍ଵତ୍ଥାମା ଙ୍କ ପିଛା କରିଲେ।
ଅଶ୍ଵତ୍ଥାମା ଅର୍ଜୁନ ଙ୍କ ଉପରକୁ ବ୍ର୍ମହାସ୍ତ୍ର ପ୍ରୟୋଗ କରିଥିଲେ।ଅଶ୍ଵତ୍ଥାମା ବ୍ର୍ମହାସ୍ତ୍ର କୁ ନେବାକୁ ଚାହୁଁ ନଥିଲେ।ସେଥିପାଇଁ ଅର୍ଜୁନ ଙ୍କ ପତ୍ନୀ ଙ୍କ ଉପରକୁ ବ୍ର୍ମହାସ୍ତ୍ର ପ୍ରୟୋଗ କରିଥିଲେ।ଏହା ଦେଖି ଭଗବାନ ଶ୍ରୀ କୃଷ୍ଣ ଅଶ୍ଵତ୍ଥାମା ଙ୍କୁ କ୍ଷମା କରିଲେ ନାହିଁ।
ଅଶ୍ଵତ୍ଥାମା ଙ୍କୁ ଭଗବାନ ଶ୍ରୀ କୃଷ୍ଣ ଅଭିଶାପ ଦେଇଥିଲେ ଯେ ଯେଉଁ ଯାଏଁ ଦୁନିଆ ଶେଷ ହୋଇଯାଇ ନାହିଁ ସେ ଯାଏଁ ସେ ଜୀବିତ ରହିବେ।କୁହାଯାଏ ଯେ ଅଶ୍ଵତ୍ଥାମା ଙ୍କ ମୁଣ୍ଡରେ ଯେଉଁ ମଣି ଥିଲା ସେଇଟା ବାହାର କରିଦେବାରୁ ତାଙ୍କର ସବୁ ଶକ୍ତି ଗାଏବ ହୋଇଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.