Movie prime

ମହାଭାରତ ର ନିବନ୍ତ ପ୍ରମାଣ ମିଳିଲା ଏହି ଜାଗାରେ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ୟ୍ଯ ଏହା କେମିତି ସମ୍ଭବ ପୁରାତନ ଯୁଗରେ ମଧ୍ୟ

 
xcfsdf

ଏପରି କିଛି ପ୍ରମାଣ ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏମିତି ରେ ବି ନାଶା ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ପ୍ରାୟ ଲୋକମାନେ ଅଛନ୍ତି ଯେଉଁମାନେ ମହାଭାରତ କୁ କାଳ୍ପନିକ ଏବଂ କାହାଣୀ ବୋଲି ଭାବିଥନ୍ତି।ଆଉ କେଉଁମାନେ ସତ ବୋଲି ଭାବୁଥାନ୍ତି।

ଧାରାବାହିକ ବୋଲି ଭାବିଥନ୍ତୁ।କିନ୍ତୁ ଯାହା ହୋଇଥିଲା ତାହା ସତ ଅଟେ।ତାଙ୍କୁ କେହି ବି ଏଡାଇ ପାରିବେ ନାହିଁ।ଏପରି କିଛି ପ୍ରମାଣ ରହିଛି ଯାହାକୁ ପ୍ରମାଣିତ ହୋଇଛି।

(୧) କୁରୁକ୍ଷେତ୍ର ର ଲାଲ୍ ମାଟି - ମହାଭାରତ ରେ ବହୁତ ଯୁଦ୍ଧ ହେଉଥିଲା।ସେଥିରେ ଅନେକ ସୈନ୍ୟ ମୃତ୍ୟୁବରଣ କରିଥିଲେ।ଯେଉଁ ମାନେ ମହାଭାରତ ଦେଖିଥିବେ କି ଜାଣିଥିବେ ସେମାନେ ନିଶ୍ଚୟ ଜାଣିବେ।ଏତେ ମରିଥିଲେ ତେଣୁ ତାଙ୍କ ରକ୍ତ ବି ବହୁତ ବାହାରୁଥିବ। ତେଣୁ ସେହି ରକ୍ତ ହିଁ ଲାଲ୍ ମାଟି ହୋଇଯାଇଛି।

(୨)ହତିଆର ମଧ୍ୟ ମିଳିଛି।ଯେତେବେଳେ ବହୁତ ପୁରୁଣା ସ୍ଥାନକୁ ଖୋଳ ଯାଇଛି ସେଥିରୁ ବହୁତ କିଛି ଜିନିଷ ମହାଭାରତ କାଳରେ ଥିବା ଜଣାପଡ଼ିଛି।ସେତେବେଳେ ଅନେକ ଯୁଦ୍ଧ ହେଉଥିବା।ସେଥିରେ ବ୍ୟବହାର ହୋଇଥିଲା।

(୩)ପାଣ୍ଡବ ମାନେ ଯେଉଁ ଜାଗାରେ ରହିଥିଲେ ସେହି ସ୍ଥାନ ରୁ ମଧ୍ୟ କିଛି ମିଳିଛି।ଆପଣ ମାନେ ଜାଣିଥିବେ ଅର୍ଜୁନ ଙ୍କୁ ଚକ୍ରବିହୁ ମିଳିଥିଲା।ସେଥିରୁ ତାଙ୍କୁ ଜ୍ଞାନ ମିଳିଥିଲା।ତାହାକୁ ଅର୍ଜୁନ ପଥରରେ ରଖି ଦେଇଥିଲେ।ବର୍ତ୍ତମାନ ତାହାର ଆକୃତି ସେଠାରେ ଦେଖିବାକୁ ମିଳିଛି।

ଆହୁରି ପ୍ରମାଣ ଦେଖିବାକୁ ମିଳେ।ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବର୍ତ୍ତମାନ ମଧ୍ୟ ଲୋକମାନେ ଏହାକୁ ମିଛ ଭାବୁଥିଲେ।କିନ୍ତୁ ମହାଭାରତ ରେ ଯୁଦ୍ଧ ହୋଇଥିଲା।ତାହାର ପ୍ରମାଣ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.