Movie prime

ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କ ପାଖରେ ଥାଏ ଏହି ୩ ଟି ଲକ୍ଷଣ ଯେଉଁ ସ୍ଵାମୀଙ୍କ ସ୍ତ୍ରୀ ଙ୍କ ପାଖରେ ଅଛି ଏହି ସବୁ ଲକ୍ଷଣ ଦେ ସ୍ଵାମୀ ଭାଗ୍ୟବାନ

 
Chanakya niti
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଚାଣକ୍ୟ ନୀତି ରେ କୁହା ଯାଇଛି ଯେ ଜୀବଧାରୀ ର ଜୀବନ କାଳ ରେ ଗର୍ଭ ଧାରଣ ଭିତରେ ପାଞ୍ଚଟି ଜିନିଷ ନିଶ୍ଚିତ ହୋଇ ଯାଇ ଥାଏ। ସେଗୁଡିକ ହେଲା ଆୟୁ, କର୍ମ,ଧନ, ବିଦ୍ୟା, ମୃତ୍ୟୁ।
ସାଧୁ ମହାତ୍ମା ମାନଙ୍କ ସଙ୍ଗ ତ୍ୟାଗ କଲେ ପୁତ୍ର ମିତ୍ର ବନ୍ଧୁ ମାନଙ୍କ ଠୁ ଅନୁରାଗ ଛାଡି ଯାଏ କିନ୍ତୁ ତାଙ୍କ ସଙ୍ଗ ଦେଲେ କୂଳ ଉଜ୍ଜ୍ୱଳ ହୁଏ। ଯେମିତି ମାଛ, କଇଁଛ,ପକ୍ଷୀ ମାନେ ନିଜ ସ୍ପର୍ଶ ରେ ଧ୍ୟାନ ରେ ଦର୍ଶନ ରେ ନିଜ ଛୁଆ ର ପାଳନ କରନ୍ତି ସେହି ପରି ସଜନ୍ନ ଙ୍କ ସାଙ୍ଗ ରେ ଏହି ପ୍ରକାର ର ରକ୍ଷା ହୁଏ।
ଏହି ସଂସାର ର ତାପ ରେ ଜଳୁ ଥିବା ପ୍ରାଣୀ କୁ ୩ ଟି
ଜିନିଷ ଖୁସି ଦେଇଥାଏ ସେଗୁଡିକ ହେଲା ସୁପୁତ୍ର, ପତି ବ୍ରତା ସ୍ତ୍ରୀ ଏବଂ ସଜନ ମାନଙ୍କ ସାଙ୍ଗ ହେବା
ରାଜା କେବଳ ଥରେ ହିଁ ଆଦେଶ ଦିଅନ୍ତି ପଣ୍ଡିତ ମାନେ ଥରେ ହିଁ କହନ୍ତି ଏବଂ କନ୍ୟା ଦାନ ମଧ୍ୟ ଥରେ ହିଁ ହୋଇ ଥାଏ ଏହି ତିନି ଟି ଜିନିଷ ଥରେ ହିଁ ହୋଇ ଥାଏ।
ତପସ୍ୟା ଏକେଲା, ଅଧୟନ ଦୁଇ ଜଣ ଙ୍କ ମିଶି କି, ଗୀତ ଗାଈବା ତିନି ଜଣ ମିଶି କି, ଯାତ୍ରା ଚାରି ଜଣ ଙ୍କ ସହ, ଖେତୀ ପାଞ୍ଚ ଜଣ ଙ୍କ ସହ, ଏବଂ ଯୁଦ୍ଧ ବହୁ ଜଣ ଙ୍କ ସହଯୋଗ ରେ ହେଲେ ଏହା ଉତ୍ତମ ହୋଇ ଥାଏ। ପତ୍ନୀ ସିଏ ଯେ ପବିତ୍ର ଓ ଚତୁର । ଯିଏ ପତିବ୍ରତା ଅଟେ ଆଉ ଯାହା ଉପରେ ସ୍ଵାମୀ ର ଭଲ ପାଇବା ଥାଏ। ଆଉ ସ୍ତ୍ରୀ ସିଏ ଯିଏ ସବୁବେଳେ ସ୍ଵାମୀ କୁ ସତ କହେ।
ଆପଣ ମାନଙ୍କୁ ଏହି ଚାଣକ୍ୟ ନୀତି ବାଣୀ କିପରି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଭାବରେ ଜଣାନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.