Movie prime

ବ୍ରହ୍ମା କାହିଁକି କରିଥିଲେ ନିଜ ଝିଅଙ୍କ ସହ ବିବାହ ଖୁବ୍ କମ ଲୋକେ ଜାଣିଛନ୍ତି ଏହି ରହସ୍ୟର କାରଣ ଜାଣନ୍ତୁ ପ୍ରକୃତ ସତ

 
Devotional

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ସୃଷ୍ଠି ର ରଚନା କର୍ତ୍ତା ହେଉଛନ୍ତି ବ୍ରହ୍ମା ଓ ଆମ ସୃଷ୍ଠି ର ବିଦ୍ୟା ଦାତ୍ରି ହେଉଛନ୍ତି ସ୍ଵୟଂ ମାଆ ସରସ୍ଵତୀ।

ଏହି ସରସ୍ଵତୀ ହିଁ ହେଉଛନ୍ତି ବ୍ରହ୍ମା ଙ୍କ ସୃଷ୍ଟିର ଏକ ଅଂଶ ସେଥି ପାଇଁ ସରସ୍ଵତୀ ଙ୍କୁ ମଧ୍ୟ ବ୍ରହ୍ମା ଙ୍କ ପୁତ୍ରି କୁହାଯାଇ ଥାଏ। ବ୍ରହ୍ମା ହିଁ ସରସ୍ଵତୀ ଙ୍କୁ ବିବାହ କରିଥିଲେ ହେଲେ ଆପଣ କେବେ ଜାଣିବାକୁ ଚେଷ୍ଠା କରିଛନ୍ତି ବ୍ରହ୍ମା ଏପରି କଳଙ୍କିତ କାର୍ଯ୍ୟ କଣ ପାଇଁ କରିଲେ।

ସରସ୍ଵତୀ ତାଙ୍କ ପୂତ୍ରି ହୋଇ ମଧ୍ୟ ସେ ସରସ୍ଵତୀ ଙ୍କୁ କଣ ପାଇଁ ବିବାହ କଲେ। ଏହାର କାରଣ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ। ଏହି ସମ୍ବନ୍ଧିତ ଭିନ୍ନ ଭିନ୍ନ ତଥ୍ୟ ଦୁଇଟି ପୁରାଣରେ ଅଛି ପ୍ରଥମଟି ହେଉଛି ସରସ୍ଵତୀ ପୁରାଣ ଓ ଦ୍ୱିତୀୟଟି ହେଉଛି ମତସ୍ୟ ପୁରାଣ ।ତେବେ ଚାଲନ୍ତୁ ବନ୍ଧୁଗଣ ଆମେ ଜାଣିବା ଏହି ପୁରାଣରେ କଣ ଉଲ୍ଲେଖ କରାଯାଇ ଅଛି।
ସରସ୍ଵତୀ ପୁରାଣରେ ଉଲ୍ଲେଖ ଅଛି ଯେ ବ୍ରହ୍ମା ତାଙ୍କ ଶକ୍ତି ବଳରେ ସରସ୍ଵତୀ ଙ୍କୁ ଜନ୍ମ ହେଇଥିଲେ। ହେଲେ ସରସ୍ଵତୀ ବଡ଼ ହେବା ପରେ ବ୍ରହ୍ମା ତାଙ୍କ ପ୍ରତି ଆକର୍ଷିତ ହେବାରେ ଲାଗିଲେ ଓ ତାଙ୍କୁ ମଧ୍ୟ ବିବାହ କରିବାକୁ ଚାହିଁଲେ।
ସରସ୍ଵତୀ ତାଙ୍କ ପିତାଙ୍କ ଏଭଳି କାର୍ଯ୍ୟ କୁ ରୋକିବା ପାଇଁ ଚାରି ଆଡ଼କୁ ଧାଇଁବାକୁ ଲାଗିଲେ ହେଲେ ଏହା କିଛି ଲଭାହେଲା ନାହିଁ । ତାଙ୍କୁ ବ୍ରହ୍ମା ବିବାହ କଲେ ଏହାପରେ ତାଙ୍କର ଏକ ପୁତ୍ର ହେଲା ଯାହାର ନାମ ହେଉଛି ମନୁ।
ମତାସ୍ୟ ପୁରାଣ ଅନୁସାରେ ଜଗତରେ ସୃଷ୍ଠି କର୍ତ୍ତା ବ୍ରହ୍ମା ପ୍ରଥମେ ଏକା ଥିଲେ। ଏହାପରେ ସେ ସରସ୍ଵତୀ ଙ୍କୁ ଜାତ କାଲେ ସରସ୍ଵତୀ ଜନ୍ମ ରୁ ସୁନ୍ଦରୀ ଥିଲେ ଓ ବ୍ରହ୍ମା ଏଥି ପାଇଁ ତାଙ୍କ ଉପରେ ସର୍ବଦା ନଜର ରଖୁ ଥିଲେ। ଏହାପରେ ସରସ୍ଵତୀ ଙ୍କୁ ବିବାହ କରିବାକୁ ନିଷ୍ପତି ନେଲେ ଏହା ଶୁଣି ସରସ୍ଵତୀ ଚାରି ଦିଗକୁ ଧାଇଁ ବାକୁ ଲାଗିଲେ।
ହେଲେ ବ୍ରହ୍ମା ଙ୍କ ପାଞ୍ଚ ଟି ମୁଣ୍ତ ଥିଲା ସେହି ବଳରେ ସେ ତାଙ୍କୁ ଖୋଜି ପାଇଲେ ଓ ବିବାହ କଲେ ତା ପରେ ତାଙ୍କର ଏକ ସନ୍ତାନ ହେଲା ଯାହାର ନାମ ମନୁ ଥିଲା। ସେ ହେଉଛନ୍ତି ଏହି ପୃଥିବୀ ପୃଷ୍ଠ ର ପ୍ରଥମ ମଣିଷ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.