Movie prime

ଏଥର ସ୍କୁଲ ରେ ପିଲାମାନେ ପଢ଼ିବେ Ramayana ଦେଖନ୍ତୁ କାହିଁକି

 
Special Report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଥର ସ୍କୁଲ୍ ପାଠ୍ୟକ୍ରମ ରେ ସାମିଲ୍ ହେବାକୁ ଯାଉ ଅଛି ଭାଗବତ ଗୀତା।ବିଦ୍ୟାଳୟ ରେ ପଢୁଥିବା ପିଲାମାନଙ୍କୁ ଭାଗବତ ଗୀତା ପଢାଯିବ।କିନ୍ତୁ ଭାଗବତ ଗୀତା ପଢା ହେଲେ ମଧ୍ୟ ତାକୁ ନେଇ କିଛି ପରୀକ୍ଷା କରାଯିବ ନାହିଁ।କେବଳ ମୋରାଲ ଏଡୁ କେସନ୍ ଭାବରେ ପାଠ କ୍ରମରେ ସାମିଲ୍ କରାଯିବ।ତେବେ ଆସନ୍ତା ଡ଼ିସେମ୍ବର ରୁ ଭାଗବତ ଗୀତା ପଢି ପାରନ୍ତି।ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଭାବକ ମାନେ ଏହାଶୁଣି ବହୁତ ଖୁସି ହୋଇ ଯାଇଛନ୍ତି। କର୍ଣାଟକ ଶିକ୍ଷା ମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। କେରଳ ର ସ୍କୁଲ୍ ଗୁଡିକରେ ପିଲାମାନଙ୍କୁ ଭାଗବତ ଗୀତା ପଢେଇବାକୁ ନିଷ୍ପତି ନେଇଛନ୍ତି କର୍ଣ୍ଣାଟକ ସରକାର।ଏନେଇ ଆଲୋଚନା କରାଯାଇଥିବା ସୂଚନା ମିଳିଛି।ଡିସେମ୍ବର ମାସରେ ପ୍ରତ୍ୟେକ ବିଦ୍ୟାଳୟ ରେ ଭାଗବତ ଗୀତା ପଢାଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି।
ମାର୍ଚ୍ଚ ରେ କର୍ଣାଟକ ମୁଖ୍ୟ ମନ୍ତ୍ରୀ ଘୋଷଣା କରିଥିଲେ ଯେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠ୍ୟକ୍ରମ ରେ ଭାଗବତ ଗୀତା କୁ ଅନ୍ତର୍ଭୁକ୍ତ କରାଯିବ।ସେପଟେ ଏହି ପ୍ରସଙ୍ଗରେ କର୍ଣ୍ଣାଟକ ସରକାର ଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ।ଭାଗବତ ପୁରାଣ କି ବାଇବେଲ ପଢାଇଲେ କିଛି ଅସୁବିଧା ନାହିଁ।କିନ୍ତୁ ବିଦ୍ୟାଳୟ ରେ ପିଲାମାନଙ୍କୁ କେଉଁ ଭଳି ଭାବରେ ଗୁଣାତ୍ମକ ଶିକ୍ଷା ମିଳିବ ସେନେଇ ସରକାର ଚିନ୍ତା କରିଲେ ବହୁତ ଭଲ ହେବ।
ଏହିଭଳି କଥା କଂଗ୍ରେସ ଦଳ କହିଛନ୍ତି। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକମାନେ ଏହି ଖବର ଶୁଣିବା ପରେ ବହୁତ ଖୁସି ହୋଇଛନ୍ତି। କାରଣ ଆଜିକାଲି ପିଲାମାନେ ରାମାୟଣ,ମହାଭାରତ,ଭାଗବତ ଗୀତା ରେ କଣ ହୋଇଥିଲା କିଛି କହି ପାରୁ ନାହାଁନ୍ତି। ତେଣୁ ବିଦ୍ୟାଳୟ ରେ ଯଦି ପଢା ଯିବ ତାହେଲେ ପିଲାମାନେ ସବୁକିଛି ଜାଣି ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.