Movie prime

ଭାଙ୍ଗିଲା ମହିମା ଗାଦି ଶେଷ ହେବକି କଳିଯୁଗ ଦେଖନ୍ତୁ ମାଳିକା କଣ କହୁଛି Malika Bachana

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଯାହାବି ଘଟଣା ଘଟୁଛି ତାହା ଆପଣ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି ।
ଆଜିକା ସମାଜରେ ଏମିତି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଜିକା ସମାଜରେ ଲୋକମାନେ ଏଭଳି ସବୁ କାମ କରନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକା ଯୁଗରେ ଏମିତି ସବୁ ଘଟଣା ଘଟୁଛି ଯାହା ଆଶ୍ଚର୍ଯ୍ୟଜନକ ଅଟେ । କଳିଯୁଗ ସରି ଆସିଲାଣି । ମାଳିକାରେ ଯାହା ଲେଖା ହୋଇଛି ତାହା ନିଶ୍ଚୟ ହେବ । ଆଉ ଏହାହିଁ ଘଟି ଚାଲିଛି ।
ଢେଙ୍କାନାଳ ଜିଲ୍ଲାରେ ବିଶ୍ଵ ପ୍ରସିଦ୍ଧ ଶୂନ୍ୟ ମନ୍ଦିର ବା ମହିମା ଗାଦି ଅଛି । ଆଉ ଏବେ ମହିମା ଗାଦିରେ ଥିବା ଧନୀ ମନ୍ଦିର ଏବଂ ପତି ମନ୍ଦିରକୁ ପ୍ରଶାସନ ବା ସରକାର ଭାଙ୍ଗି ଦେଇଛନ୍ତି ।
ଆଉ ଏହାକୁ ନେଇ ମହିମା ଭକ୍ତଙ୍କ ମନରେ ବହୁତ ଆଘାତ ଲାଗିଛି । ମାଳିକା ବଚନ ଅନୁସାରେ କଳିଯୁଗ ସମୟରେ ମଠ ଭଙ୍ଗାଯିବ ।
କିନ୍ତୁ ମହିମା ଗାଦି ଏବଂ ପତି ମନ୍ଦିର ଭାଙ୍ଗିବା ଭଲ ନୁହେଁ । ଏହି ମନ୍ଦିର ଯେତେବେଳେ ଭଙ୍ଗା ଗଲା ସେତେବେଳେ ଶୂନ୍ୟରେ ଏକ ଶବ୍ଦ ଶୁଭିଥିଲା ।
ଆଉ ଲୋକମାନେ ଏହି ଶବ୍ଦ ଶୁଣି ଭୂମିକମ୍ପ ଭାବି ଘରୁ ବାହାରି ଆସିଥିଲେ । କିନ୍ତୁ ଏହା ଭୂମିକମ୍ପର ଶବ୍ଦ ନଥିଲା । ଏହି ଶବ୍ଦ ଥିଲା ଭୈରବୀର ।
ପୃଥିବୀ ବିପଦ ଆଡ଼କୁ ଗତି କରୁଛି । ଆଉ ସେଥିପାଇଁ ଏହି ଭୈରବୀ ରଡ଼ି ଦେଇଛି । ପୃଥିବୀ ୨୦୨୩ ମସିହାରେ ଏକ ଅଲଗା ମୋଡ଼ ଆଣିବ ।
୨୦୨୩ ମସିହାରେ ଲୋକମାନେ ଅନେକ ଅସୁବିଧା ଭୋଗ କରିବେ । ମହିମା ଗାଦି ଭାଙ୍ଗିବା ପରେ ଢେଙ୍କାନାଳର ଲୋକମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି ।
 
ମାଳିକାରେ ଲେଖା ଯାଇଛି କି ମହିମା ଗାଦି ସମ୍ପୂର୍ଣ୍ଣ ନଷ୍ଟ ହେବ । ଏହା ସମ୍ପୂର୍ଣ୍ଣ ଧ୍ଵଂସ ପାଇବ । ଢେଙ୍କାନାଳରୁ ଆରମ୍ଭ ହେବ ଯୁଦ୍ଧ । ଆଉ ଢେଙ୍କାନାଳ ସହରରେ ବହିବ ରକ୍ତର ନଦୀ ।
ଆଉ ଏହାସହ ଯାଯୁପୁଏ ଏବଂ ଭଦ୍ରକ ଜିଲ୍ଲାରେ ମଧ୍ୟ ଯୁଦ୍ଧ ଆରମ୍ଭ ହେବ। ଏହାସହ ରକ୍ତର ନଦୀ ବହିବ । ରକ୍ତର ହୋଲି ଖେଳିବେ ସାରା ରାଜ୍ୟବାସୀ ।
ହେତୁବାଦୀମାନେ ଭଗବାନ ଜଗନ୍ନାଥଙ୍କର ଅପମାନ କରିବେ ଏହା ମାଳିକାରେ ଲେଖା ହୋଇଛି । ଆଉ ଏବେ ଏହାହିଁ ହେଉଛି । ୨୦୨୩ ରେ ମାଳିକା ଅନୁସାରେ ଧ୍ଵଂସ ଲୀଳା ଆରମ୍ଭ ହେବ ।