Movie prime

କାହିଁକି କୁକୁରକୁ ଅଭିଶାପ ଦେଇଥିଲେ ଦେବୀ ଦ୍ରୌପଦୀ ଜାଣନ୍ତୁ ଏହି Mahabharata ର ରହସ୍ୟ

 
Droupati
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ ପ୍ରକାରର ଘଟଣା ଯଥା ମହାଭାରତ, ରାମାୟଣ ଏବଂ ଏହାସହିତ ଅନେକ ପ୍ରକାରର ପୌରାଣିକ ଗ୍ରନ୍ଥ ମାଧ୍ୟମରେ ଅନେକ ସୂଚନା ପାଉଥିବେ ।
ଆଉ ଏହି ଘଟଣା ସବୁ ଆପଣ ଆଗରୁ ଜାଣିନଥିବେ । ଏମିତି କିଛି ଘଟଣା ଅଛି ଯାହା ଆପଣମାନେ ପୂର୍ବରୁ ଜାଣିନଥିବେ ଆଉ ଏବେ ସୋସିଆଲ ମିଡିଆ ଦ୍ଵାରା ଆମେ ବହୁତ କିଛି ଖବର ଜାଣିପାରୁଛେ ।
ଆଉ ଆପଣମାନେ ସମସ୍ତେ ଦ୍ରୌପଦୀଙ୍କୁ ଜାଣିଥିବେ । ବା ତାଙ୍କର କଥା ଶୁଣିଥିବେ । ଆଉ ମହାଭାରତର ଏକ ଅଲଗା ପ୍ରକାରର ଭାବ ଆଉ ରସ ଅଛି । ଯାହା ଲୋକମାନଙ୍କୁ ବହୁତ ଆକୃଷ୍ଟ କରିଥାଏ ।
ଆଉ ଏହି ମହାଭାରତରେ ଆପଣମାନେ ଦ୍ରୌପଦୀଙ୍କୁ ଜାଣିଥିବେ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣମାନେ ଜାଣିବେ ଯେ ଦ୍ରୌପଦୀ କାହିଁକି କୁକୁରମାନଙ୍କୁ ଅଭିଶାପ ଦେଇଥିଲେ ।
ଏହି କଥା ହେଉଛି ମହାଭାରତର । ଯେତେବେଳେ ଅର୍ଜୁନ ଦ୍ରୌପଦୀଙ୍କୁ ବିବାହ କରି ଘରକୁ ଆଣିଥିଲେ । ଆଉ ମାତା କୁନ୍ତି କହିଲେ ଯାହା ବି ଆଣିଛ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅ ।
ଆଉ ତାପରେ ଦ୍ରୌପଦୀ ସମସ୍ତ ପାଣ୍ଡବଙ୍କୁ ବିବାହ କରିଲେ । ଆଉ କଥା ହେଲା କି ଦ୍ରୌପଦୀ ଯେଉଁ ପାଣ୍ଡବଙ୍କ ସହିତ ରହିବେ ଅନ୍ୟ ପାଣ୍ଡବମାନେ ସେଠାକୁ ଯିବେ ନାହିଁ । ଆଉ ଏଭଳି ଭାବରେ ସେ ସମସ୍ତଙ୍କ ସହିତ ରହିବେ। 
ଆଉ ଯେଉଁ ପାଣ୍ଡବଙ୍କ ପାଖରେ ସେ ରୁହନ୍ତି ସେହି ପାଖରେ ପାଣ୍ଡବ ନିଜର ଚରଣ ପାଦୁକା ରଖିଥିଲେ । ଆଉ ଦିନେ ସେଠାକୁ ଏକ କୁକୁର ପଶି ଗଲା ଆଉ ସେ ପାଦୁକା ନେଇ ପଳାଇଥିଲା ।
ଆଉ ତାପରେ ପାଦୁକା ନଥିବା ଦେଖି କକ୍ଷ ଭିତରକୁ ଭୀମ ପଶିଗଲେ । ଆଉ ସେ ଦ୍ରୌପଦୀଙ୍କୁ ଯେଉଁ ଅବସ୍ଥାରେ ଦେଖିଲେ ଲଜ୍ୟା ଅନୁଭବ କରିଲେ ଦ୍ରୌପଦୀ । ଆଉ କହିଲେ ପାଦୁକା ଅଛି ତୁମେ କିପରି ଆସିଲ ତାପରେ ଭୀମ କହିଲେ ପାଦୁକା ନାହିଁ । 
ତାପରେ ପାଣ୍ଡବ ମାନେ ପାଦୁକା ଖୋଜିଲେ ଆଉ ଦେଖିଲେ ଗୋଟିଏ କୁକୁର ପାଦୁକା ସହ ଖେଳୁଛି । ଆଉ ଏହିକଥା ଦ୍ରୌପଦୀ ଜାଣିଲା ପରେ ସେ କୁକୁରମାନଙ୍କୁ ଅଭିଶାପ ଦେଲେ ଯେ ମୋତେ ଯେମିତି ସହବାସ କରିବା ସମୟରେ ପାଣ୍ଡବ ଜଣେ ଦେଖିଲେ ।
ତତେ ସେମିତି ସହବାସ କରିବା ସମୟରେ ସାରା ଦୁନିଆ ଦେଖିବ । ଆଉ ସେଥିପାଇଁ କୁକୁରମାନଙ୍କୁ ସହବାସ କରିବା ସମୟରେ ସମସ୍ତେ ଦେଖିଥାନ୍ତି ।