Movie prime

ଏହି ମହିଳା ମାନଙ୍କ ପାଖରୁ କେବେ ଯାଆନ୍ତି ନାହିଁ Maa mahalakhmi ଦେଖନ୍ତୁ କେଉଁ କେଉଁ ଭାଗ୍ୟଶାଳୀ ମହିଳା ମାନେ ପାଆନ୍ତି ମା ଲକ୍ଷ୍ମୀଙ୍କ ବିଶେଷ କୃପା

 
ERF

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ମହାଲକ୍ଷ୍ମୀ କେଉଁ ନାରୀ ଙ୍କ ଶରୀର ରେ ରହି ଥାଆନ୍ତି ସେ ବିଷୟ ରେ ଜାଣିବେ। ଓ କେଉଁ ଘରେ ମା ଲକ୍ଷ୍ମୀ ଙ୍କ ବାସ ରହି ଥାଏ ତାହା ମଧ୍ୟ ଜାଣିବେ। ବନ୍ଧୁ ଗଣ ନାରୀ ସାଧାରଣତ ୪ ପ୍ରକାର ରେ ବିଭକ୍ତ କରାଯାଇଛି ସେଗୁଡିକ ହେଲା ହସ୍ତିନୀ, ସଂଖିନୀ, ଚିତ୍ରଣୀ, ପଦ୍ମିନୀ ।

ପଦ୍ମିନୀ ନାରୀ ଙ୍କ ପାଖରେ ମା ମହା ଲକ୍ଷ୍ମୀ ବାସ କରନ୍ତି। ପଦ୍ମିନୀ ନାରୀ ଙ୍କ ଶରୀର ର ଗଠନ ଯାହାକି ମହା ଲକ୍ଷ୍ମୀ ପୁରାଣ ରେ ବର୍ଣ୍ଣିତ ଅଛି। ଯେଉଁ ଘରେ କଳି ଝଗଡ଼ା ହେଉ ନ ଥିବ ମନ ମାଳିନ୍ୟ ହେଉ ନ ଥିବ ପୁଜା ପାଠ ସବୁ ହେଉ ଥିବ ସମସ୍ତ ତିଥି ଅନୁସାରେ ତ ଏହି ସବୁ ଜିନିଷ କୁ ମିଶାଇ ଲେ ଆମେ ଉତ୍ସବ କହିବା ଏହା ହେଉ ଥିଲେ ମା ଲକ୍ଷ୍ମୀ 
କେବେ ବି ସେ ଘର ଛାଡି ଯିବେ ନାହିଁ।

ଗୁରୁଜନ ମାନଙ୍କୁ ଭକ୍ତି ଓ ଲଘୁଜନ ମାନଙ୍କୁ ଶ୍ରଦ୍ଧା ଓ ଉପଦେଶ ଗ୍ରହଣ କରେ ଯେଉଁ ନାରୀ ତାର ସ୍ଵାମୀ ର ସବୁ କଥା କୁ ଶୁଣେ ଓ ମାନେ ସେହି ନାରୀ ଙ୍କ ଶରୀର ରେ ଲକ୍ଷ୍ମୀ ସବୁବେଳେ ବାସ କରନ୍ତି। ନାରୀ ମାନେ ଭୂମି ଉପରେ ଜୋର ରେ ଚାଲିବେ ନାହିଁ ପୁରା ଧୀରେ ଧୀରେ ମତ ଗଜ ଅର୍ଥାତ୍ ହସ୍ତୀ ପରୀ ଧୀରେ ଧୀରେ ଚାଲିଲେ ମା ଲକ୍ଷ୍ମୀ ସେହି ନାରୀ ଉପରେ ସନ୍ତୁଷ୍ଟ ହୋଇ ଥାଆନ୍ତି।

ଅନ୍ୟ ପୁରୁଷ କୁ ଦେଖିଲେ ନିଜ ପିତା ତୁଲ୍ୟ ଓ ପୁତ୍ର ମନେ କରୁ ଥିବ ଏହି ଭଳି ପର ପୁରୁଷ କୁ ଖରାପ ଦୃଷ୍ଟି ରେ ଦେଖୁ ନ ଥିବ। ଏହି ଭଳି ନାରୀ ଙ୍କ ଗୃହ ମା ଲକ୍ଷ୍ମୀ କେବେ ହେଲେ ବି ଛାଡି ନ ଥାଆନ୍ତି। ଯେଉଁ ନାରୀ କ୍ଷୀଣ କଟି ହୋଇ ଥାଏ କ୍ଷୀଣ ଅର୍ଥାତ୍ ସରୁ କଟି ଅର୍ଥ ଅଣ୍ଟା ସରୁ ଅଣ୍ଟା ଥିବା ନାରୀ ମାନଙ୍କ ଶରୀର ରେ ମା ଲକ୍ଷ୍ମୀ ଙ୍କ ବାସ ରହି ଥାଏ ବୋଲି ଲକ୍ଷ୍ମୀ ପୁରାଣ ରେ ବର୍ଣ୍ଣିତ ଅଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.