Movie prime

ଶ୍ରୀମନ୍ଦିର ରେ ଘଟିଲା ବଡ ଅଘଟଣ ନୀଳଚକ୍ର ଉପରେ ବସିଲା ଚିଲ ଦେଖିଲେ ଆପଣ ଭୟଭୀତ ହେବେ

 
Special report
ବନ୍ଧୁଗଣ ଏ ଦୁନିଆରେ ଥିବା ପ୍ରତ୍ୟକ ମଣିଷ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛ। 
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସବୁ ଅଶୁଭ ସୂଚନା। ଆଗକୁ ଅମଙ୍ଗଳ ହେବାର ସଂକେତ। ଏଭଳି ପ୍ରଚାର ଚାଲିଛି ତେବେ ବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ଅନେକ ଫରକ ରହିଛି। ତେଣୁ ବର୍ତ୍ତମାନର ବନ୍ୟା ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଡରାଇ ଖୁସି ହାସଲ କରୁଥିବା କିଛି ବ୍ୟକ୍ତି ନିଜ ଲକ୍ଷ୍ୟରେ ସଫଳ ହେବେ ନାହିଁ।
ଇଏ କେଉଁ ଥଟ୍ଟା ପରିହାସର କଥା ନୁହେଁ। ଏଭଳି ପ୍ରଚାର କରିବା ଏକ ଅପରାଧ ମଧ୍ୟ। ଏ ଦିଗରେ ପ୍ରଶାସନ ମଧ୍ୟ ସଚେତନ ରହିବା ଜରୁରୀ। ଆଉ ସାଧାରଣ ଲୋକେ ମଧ୍ୟ ଏଭଳି ଭିଡିଓ ଏବଂ ଗୁଜବ ଆଦିକୁ ବିଶ୍ୱାସ କରନ୍ତୁ ନାହିଁ। କେଉଁଟି ମନ୍ଦିର ଚୂଡ଼ାରେ ମୀନ ତ କେଉଁଠି ଶ୍ରୀମନ୍ଦିର ଉପରେ ଚିଲ ବୁଲୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।
ଏଭଳି ଘଟଣାକୁ କେବଳ ନକାରାତ୍ମକ ବ୍ୟକ୍ତିମାନେ ବଢ଼େଇ ଚଢ଼େଇ କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଚର୍ଚ୍ଚା କରି ଯୋଗାଇବା ହେଉଛି ଏମାନଙ୍କ କାମ। ଆଉ ଏଥିରେ ବେଶି ସହାୟତା କରୁଛି ସୋସିଆଲ ମିଡିଆ। ଯାହାର ନିୟମ କାନୁନ କିଛି ନାହିଁ କହିଲେ ଚଳେ। ତେଣୁ କେଉଁ ଯୁଗର ଭିଡିଓକୁ ଭାଇରାଲ କରି ଲୋକଙ୍କୁ ବିଭ୍ରାନ୍ତ କରାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.