Movie prime

ଏହି ୩ ଟି ଜିନିଷ ଆପଣଙ୍କ ଘରକୁ ନେଇ ଆସିବ ସୁଖ ସମୃଦ୍ଧି ସହ ସଫଳତା ଶୀଘ୍ର ଦେଖନ୍ତୁ କଣ କଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ସହରର, ଅନେକ ଦେଶ ବିଦେଶର ଏବଂ ଏହାସହ ଜ୍ୟୋତିଷ ଶାସ୍ତ୍ରକୁ ନେଇ ଅନେକ ଖବର ଆସିଥିବାର ଦେଖିଥିବେ ।
ଆପଣମାନେ ସମସ୍ତେ ଏହି ଜ୍ୟୋତିଷ ଶାସ୍ତ୍ର, ଅନୁଚିନ୍ତା ଏବଂ ଅନେକ ପ୍ରକାରର କଥା ଏହି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମାଧ୍ୟମରେ ଜାଣି ପାରୁଥିବେ ।
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାଦ୍ଵାରା ଆମେ ଆମ ଜୀବନରେ କିଭଳି ସୁଖ ଆଣିବା ସେହି ବିଷୟରେ ଜାଣିପାରିବା ।
ଭାଗ୍ୟ ଦର୍ଶନ କାର୍ଯ୍ୟକ୍ରମରେ ଏହି କଥା କୁହାଯାଇଛି । ଆପଣଙ୍କ ଘରେ ଆପଣ ତିନୋଟି ଜିନିଷ ଉପରେ ନଜର ରଖନ୍ତୁ ଆପଣମାନେ ସୁଖରେ ରହିବେ । ଆପଣଙ୍କୁ ସୁଖ ମିଳିବ ।
ଆପଣଙ୍କ ଘରେ ଥିବା ଚପଲକୁ କେହି ଯେମିତି ଦେଖିବେ ନାହିଁ । ଚପଲକୁ କେହି ନ ଦେଖିଲେ ଏହା ସୁଖ ଦେଇଥାଏ । ଚପଲ ଏଣେ ତେଣେ ରହିବ ନାହିଁ, ଚପଲ ପିନ୍ଧି ଆସି ସେହି ସ୍ଥାନରେ ରଖନ୍ତୁ ।
ଏହା ନ କରିଲେ ଆପଣଙ୍କ ଉପରେ ଶନିଦେବଙ୍କର ଖରାପ ପ୍ରଭାବ ପଡ଼ିବ । ଏହାକୁ ମାନିଲେ ଶନିଦେବଙ୍କର ଭଲ ପ୍ରଭାବ ପଡ଼ିବ ।
ଘରର ଐଶ୍ୱନ୍ୟ କୋଣରେ ଲକ୍ଷ୍ମୀ ଦେବୀ ଆଉ କୁବେର ଭଗବାନ ରହିଥାନ୍ତି । ଏହି କୋଣରେ ଧନ ସୁଖ ହୋଇଥାଏ । ଆପଣଙ୍କ ଘରର ଉତ୍ତର ଦିଗକୁ ସଫା ରଖିବେ, ଫୁଲ ଗଛ ଲଗାଇବେ ଆଉ ତୁଳସୀ ଗଛ ଲଗାଇବା ଦ୍ଵାରା,
ଏହାକୁ ଅସନା ନ କରିବା ଦ୍ୱାରା ଆଉ ଏହାକୁ ସବୁଜ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ଆସିବ । ଆପଣଙ୍କ ଉପରେ ବୃହସ୍ପତି ଗ୍ରହର ଭଲ ପ୍ରଭାବ ପଡ଼ିବ । ଏହି ଦିଗରେ ପରିସ୍ରା କରନ୍ତୁ ନାହିଁ । ଏହିସବୁ କରିଲେ ଆପଣଙ୍କ ଘରେ ସୁଖ ଆସିବ । 
ଆପଣଙ୍କ ଘର ଭିତରର ରଙ୍ଗ ଡିପ ବା ଗାଢ଼ ରଙ୍ଗ କରନ୍ତୁ ନାହିଁ । ଗାଢ଼ ନୀଳ ରଙ୍ଗ ହେଉ ବା କୌଣସି ଡିପ କଲର କରନ୍ତୁ ନାହିଁ । ଘରର ଭିତରେ ଲାଇଟ୍ କଲର କରିଲେ ଭଲ ହେବ । ଘରେ ଅଧିକ ସ୍କ୍ରିନ ଲଗାଇବେ ନାହିଁ ।
ଘରେ ଅଧିକା ପାପୋଛ ପକାଇବେ ନାହିଁ । ଆପଣଙ୍କ ଘରକୁ ଏହିଭଳି କରିଲେ ସୁଖ ଆପେ ଆପେ ଆସିବ । ଘରର ମୁଖ୍ୟାଦ୍ୱାରକୁ ସବୁବେଳେ ସଫା ସୁତୁରା ରଖନ୍ତୁ ।
ଘରର ମୁଖ୍ୟ ଦ୍ଵାର, ଆଉ ଚପଲ କୁ ସାଇଜର ରଖନ୍ତୁ । ଏହି ଉପରୋକ୍ତ ତିନିଟି କାର୍ଯ୍ୟ କରିଲେ ଆପଣଙ୍କ ଘରକୁ ସୁଖ ଆସିବ ।