Movie prime

ଝିଅମାନେ ସବୁବେଳେ ଏହି ପୁଅ ମାନଙ୍କ ପଛରେ ପାଗେଳୀ ହୁଅନ୍ତି ଜାଣନ୍ତୁ ଆପଣ ସେ ପୁଅ ନୁହେଁ ତ ?

 
Adhyatmika
ନମସ୍କାର ପାଠକ ବନ୍ଧୁ ଗଣ। ଝିଅ ଙ୍କୁ ବହୁତ ଅଧିକ ପସନ୍ଦ ଆସନ୍ତି ଏହି ଦୁଇ ନାମ ର ପୁରୁଷ।
ଆଜି ଆମେ ଆପଣ ଙ୍କୁ ଏମିତି ଦୁଇ ଟି ନାମ ର ବ୍ୟକ୍ତି ଙ୍କ ବିଷୟ ରେ କହିବୁ ଯାହାକୁ ମହିଳା ମାନେ ଅଧିକ ମାତ୍ରା ରେ ପସନ୍ଦ କରନ୍ତି । ମଣିଷ ଜୀବନ ରେ ନାମ ର ବହୁତ ଅଧିକ ମହତ୍ତ୍ଵ ରହିଛି।
ପ୍ରତିଦିନ ଆମେ ବହୁ ଗୁଡ଼ିଏ ନାମ ଶୁଣିଥାଉ ସେଥି ମଧ୍ୟରୁ ଏପରି କିଛି ନାମ ଶୁଣିଲେ ମନ ଉଲ୍ଲସିତ ହୋଇ ଉଠେ। ଏବେ ଜାଣନ୍ତୁ ଏହି ଦୁଇ ଟି ନାମ ର ବ୍ୟକ୍ତି ବିଷୟ ରେ ଯେଉଁ ନାମ କୁ ଝିଅ ମାନେ ସବୁବେଳେ ଅଧିକ ପରିମାଣରେ ପସନ୍ଦ କରିଥାନ୍ତି।
ପ୍ରଥମ ଅକ୍ଷର ଟି ହେଉଛି A ନାମ ର ପୁରୁଷ । ଏହି ନାମ ର ପୁରୁଷ ମାନେ ଅତ୍ୟନ୍ତ ଆକର୍ଷକ ହେବା ସହିତ ଏମାନେ ଗୋଟେ ଦେଖା ରେ ହିଁ ଝିଅ ମାନଙ୍କ ମନ ଜିତିବା ର ଆଶା ଓ ଅଭିଳାଷ ରଖିଥାନ୍ତି। ଏହି ନାମ ର ପୁରୁଷ ମାନେ ଦେଖିବାକୁ ଏତେ ଖାସ୍ ହୋଇ ନ ଥିଲେ ମଧ୍ୟ ସେମାନଙ୍କ ବ୍ୟବହାର ଓ କର୍ମ ମାଧ୍ୟମରେ ଝିଅ ମାନଙ୍କୁ ଇମ୍ପ୍ରେଶ କରିଥାନ୍ତି।
Astrology
ସେହିପରି ୨ୟ ରେ K ନାମ ର ପୁଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇ ଥାଆନ୍ତି। ଏମାନେ ସବୁବେଳେ ନିଜ ଠାରୁ ଅନ୍ୟ ର ଅଧିକ ଧ୍ୟାନ ରଖନ୍ତି ଏମାନ ଙ୍କ ହୃଦୟ ପରିଷ୍କାର ସେଥିପାଇଁ ଝିଅ ମାନଙ୍କୁ
ଏହି ନାମ ର ପୁରୁଷ ମାନେ ଅଧିକ ପରିମାଣରେ ପସନ୍ଦ ଥାନ୍ତି।
ତେବେ ବନ୍ଧୁଗଣ ଆପଣଙ୍କ ନାଁ A ଏବଂ K ଶବ୍ଦ ରୁ ଆରମ୍ଭ କି ଯଦି ହଁ ତେବେ କମେଣ୍ଟ୍ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ।