Movie prime

ଭଦ୍ରକ ର ଏହି ଗାଁ ରୁ ବାହାରିଲେ ନାଗ, ଭୟରେ ଲୋକେ ଗାଆଁ ଛାଡ଼ିଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ପ୍ରକାରର ଭିଡିଓ ଅପଲୋଡ଼ କରିଥାନ୍ତି ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଲୋକମାନେ ଯାହା ଦେଖିବେ ଦେଖିଲେ ଆଶ୍ଚର୍ଯ୍ୟ ହେବା ସହ ଭୟ ବି ଆସିବ ।
ସାପ ତ ଆପଣମାନେ ସମସ୍ତେ ଦେଖିଥିବେ । ସାପ ସବୁ ସ୍ଥାନରେ ରହିଥାଏ । କିନ୍ତୁ ଆପଣମାନେ ଏହିଭଳି ସାପକୁ ଦେଖିବେ ଯାହା ଦେଖିଲେ ଆପଣଙ୍କ ମନରେ ଆଶ୍ଚର୍ଯ୍ୟ ଆସିବ । ଏହି ତିନୋଟି ସାପ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ସାପ ସବୁ ଆପଣମାନେ ଭଦ୍ରକ ଜିଲ୍ଲାରେ ଦେଖିପାରିବେ । ଏହି ସାପ ତିନୋଟି ଜଣେ ବ୍ୟକ୍ତିଙ୍କ ଘର ପାଖରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ତିନୋଟି ନାଗ ସାପ ଦେଖିବାକୁ ମିଳୁଛି ।
ଲୋକମାନେ ସାପଗୁଡ଼ିକୁ ମାରି ଦିଅନ୍ତି । କିନ୍ତୁ ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଲୋକମାନେ ଏହି ସାପକୁ ଉଦ୍ଧାର କରୁଛନ୍ତି । ସେହି ସାପକୁ ଉଦ୍ଧାର କରିବା ପାଇଁ ଜଣେ ବ୍ୟକ୍ତି ଆସିଥିଲେ ।
ଏହି ବ୍ୟକ୍ତି ଜଣକ ତାଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥିଲେ । ଆଉ ସେ ଅନେକ ଉପାୟ କରି ଏହି ସାପକୁ ଉଦ୍ଧାର କରନ୍ତି । ଏହି ଉଦ୍ଧାର କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 
ଏହି ଭିଡିଓ ଦେଖିଲେ ଲୋକମାନେ ଏଥିରୁ ଅନେକ କଥା ଶିକ୍ଷା କରିପାରିବେ । ଏକାଥରକେ ତିନୋଟି ସାପ ଏହି ଭିଡିଓରେ ଉଦ୍ଧାର ହେବାର ଆପଣମାନେ ଦେଖିପାରିବେ । ଏହି ସାପ ତିନୋଟିକୁ ଭଦ୍ରକ ଜିଲ୍ଲାର କେନ୍ଦୁପଡା ଅଞ୍ଚଳରୁ ଉଦ୍ଧାର କରାଯାଇଛି ।
ଏହି ସାପକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହ ଏହି ସାପ ବହୁତ ବଡ ହୋଇଥିବାରୁ ମନରେ ଭୟ ଆସିବ । ଏହି ସାପ ଧରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।