Movie prime

ଏହି କାରଣ ପାଇଁ ହୋଇଥିଲା ରାଧା ଙ୍କ ମୃ-ତ୍ୟୁ ଭାଙ୍ଗି ପଡ଼ିଥିଲେ ବଂଶୀଧାରୀ shree krushna ଦେଖନ୍ତୁ କଣ କୁହେ ପୁରାଣ

 
rtrtgre

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ରାଧା କ୍ରୀଷ୍ଣା ଏହି ଦୁଇ ଟି ନାମ ହେଉଛି ପବିତ୍ର ପ୍ରେମ ର ପ୍ରତି ରୂପ ଭଗବାନ କୃଷ୍ଣ ଓ ଦେବୀ ରାଧା ଙ୍କ ର ମିଳନ ହେଲାନି କିନ୍ତୁ ଏବେ ବି ଲୋକ ମାନେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ମନେ ପକାଉ ରାଧା ଙ୍କୁ ମଧ୍ୟ ତାଙ୍କ ସହ ହିଁ ଦେଖି ଥାଉ। ଆପଣ ମାନେ ଭଗବାନ କୃଷ୍ଣ ଙ୍କ ର ଅନେକ କଥା ଜାଣି ଥିବେ। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି

ଯେ ଯେଁଉ ରାଧା କ୍ରିଷ୍ଣା ଙ୍କୁ ଥରେ ନ ଦେଖିଲେ ରହି ପାରୁ ନ ଥିଲେ ସେ କୃଷ୍ଣ ଙ୍କ ର ବୃନ୍ଦାବନ ଛାଡି ଚାଲି ଗଲା ପରେ କଣ ଅବସ୍ଥା ହେଲା ଆସନ୍ତୁ ଜାଣିବା। ଶ୍ରୀକୃଷ୍ଣ ଓ ରାଧା ଙ୍କ ପ୍ରେମ କାହାଣୀ ଗର୍ଗ ସଂହିତା ରୁ ମିଳିଛି। ଯେଉଁ ଥିରେ ତାଙ୍କ ପ୍ରେମ ସମ୍ପର୍କ ବିଷୟ ରେ ବିସ୍ତାର ରୂପେ ବର୍ଣ୍ଣନା କରା ଯାଇଛି। ଗର୍ଗ ସଂହିତା ଅନୁସାରେ ଯେବେ ଭଗବାନ କୃଷ୍ଣ ବୃନ୍ଦାବନ ଛାଡି ମଥୁରା ଯାଇ ଥିଲେ ସେତେ ବେଳେ ପୁରା ବୃନ୍ଦାବନ ଶୋକ ରେ ବୁଡି ଗଲା।

ସେତେ ବେଳେ ଗୋପୀ ଓ ରାଧା ଙ୍କ ର କାନ୍ଦି କାନ୍ଦି ଅବସ୍ଥା ଖରାପ ଥିଲା ରାଧା କ୍ରୀଷ୍ଣା ଙ୍କୁ ଝୁରି ଝୁରି ନଦୀ ପାଖରେ ବସି କୃଷ୍ଣ ଙ୍କୁ ମନେ ପକାଇ ବିଳାପ କରୁ ଥିଲେ ସେତେବେଳେ ଶ୍ରୀକୃଷ୍ଣ ନିଜେ ପ୍ରକଟ ହୋଇ ତାଙ୍କୁ ଶାନ୍ତ କରି ଥିଲେ କୃଷ୍ଣ ରାଧା ଙ୍କୁ କହିଲେ ରାଧା ମୁଁ ଯାଉଛି ନିଶ୍ଚିତ କିନ୍ତୁ ମୁଁ ସର୍ବଦା ତୁମ ହୃଦୟ ଓ ତୁମ ମନ ରେ ରହି ଥିବି ତୁମେ ଯେତେ ବେଳେ ଖୋଜିବ ତୁମ ହୃଦୟ ରେ ସବୁ ବେଳେ ମୋତେ ପାଇବ।

ତା ପରେ ଶ୍ରୀ କୃଷ୍ଣ ତାଙ୍କୁ ଦୁଇ ଟି ବର ମାଗି ବାକୁ କହିଲେ ସେହି ଥିରେ ରାଧା ପ୍ରଥମ ବରଦାନ ରେ କହିଲେ ଯେ ସବୁ ବେଳେ ଶ୍ରୀକୃଷ୍ଣ ତାଙ୍କ ହୃଦୟ ରେ ରହିବେ ଆଉ ଦୁତିୟ ରେ ଯେତେ ବେଳେ ତାଙ୍କ ମୃତ୍ୟୁ ହେବ ସେତେ ବେଳେ ଶ୍ରୀକୃଷ୍ଣ ତାଙ୍କ ପାଖରେ ଥାଆନ୍ତୁ ଶ୍ରୀକୃଷ୍ଣ ରାଧା ଙ୍କ ଏହି କଥା ମାନି ନେଲେ ଆଉ ତା ବଦଳରେ ରାଧା ଙ୍କ ଠୁ ଗୋଟେ ବଚନ ମାଗି ଥିଲେ ଯେ ସେ ଯିବା ପରେ ତାଙ୍କ ଆଖିରୁ ଟିକେ ବି ଲୁହ ନ ଝରୁ ଆଉ ରାଧା ତାଙ୍କର ସବୁ କର୍ତ୍ତବ୍ୟ ପାଳନ କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.