Movie prime

Shree Mandira ରେ ପ୍ରବଳ ବର୍ଷା ଶେଷରେ ସତ୍ ହେଲାକି ମାଳିକା କଥା - ୨୨ ପାହାଚେ ମୀନ ଖେଳିବା ଆଉ କେତେ ବାଟ !

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଖିଥିବେ । ଆଉ ଏମିତି କିଛି ଘଟଣା ସବୁ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହୋଇଥାଏ । ଆଉ ଆପଣମାନେ ସମସ୍ତେ ତ ଏବେ ହେଉଥିବା ବର୍ଷା ବିଷୟରେ ଜାଣିଥିବେ । ଆଉ ସାରା ରାଜ୍ୟରେ ହେଉଥିବା ବର୍ଷା ଯୋଗୁଁ ଲୋକମାନେ ବହୁତ ହଇରାଣ ବି ହେଉଛନ୍ତି । 
ଆଉ ଆପଣମାନେ ସମସ୍ତେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ଜାଣିଥିବେ । ଆଉ ଏହି ମନ୍ଦିରକୁ ନେଇ ଅନେକ ପ୍ରକାରର ଘଟଣା ବି ଆସିଥାଏ । ଆଉ ଅନେକ ଖବର ମଧ୍ୟ ଆପଣମାନେ ଏହି ମନ୍ଦିର ବିଷୟରେ ଶୁଣିବାକୁ ପାଇଥିବେ । ଓଡ଼ିଆ ମାନଙ୍କର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଆଉ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବା ଏକ ସୌଭାଗ୍ୟର କଥା ଅଟେ । ଆଉ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବା ପାଇଁ ସବୁଦିନ ଲକ୍ଷ ଲକ୍ଷ ଲୋକ ବା ଶ୍ରଦ୍ଧାଳୁ ଆସିଥାନ୍ତି ।
ଆଉ ଏବେ ଏହି ମନ୍ଦିରର ସିଂହ ଦ୍ଵାରକୁ ନେଇ ଏକ ଭିଡିଓ ଆସିଛି । ସିଂହ ଦ୍ଵାରରେ ପ୍ରବଳ ପାଣି ଆସିଛି । ଆଉ ଅନବରତ ବର୍ଷା ଯୋଗୁଁ ୨୨ ପାହାଚ ଉପରେ ପାଣି ପ୍ରବଳ ମାତ୍ରାରେ ଚାଲିଛି । ଆଉ ଅନେକ ବର୍ଷା ହେଲେ ମନ୍ଦିରର କୌଣସି ସ୍ଥାନ ବା ଚଟାଣ ଭାଙ୍ଗିଲେ ଏହାଦ୍ବାରା ଭକ୍ତମାନଙ୍କର କ୍ଷତି ହୋଇପାରେ । ଆଉ ଏହି ପାଣି କେଉଁ ସ୍ଥାନରୁ ଲିକେଜ୍ ହେଉଛି ବୋଲି ସୂଚନା ମିଳୁଛି । ଏହି ପାଣି ନଆସିବା ପାଇଁ ଚୁନର ପରାସ୍ତ ଦିଆଯାଇଥିଲା । 
ଆଉ ଏବେ ଏହା ଛାଡ଼ି ଗଲାଣି । ଆଉ ସେଥିପାଇଁ ବାଇଶି ପାହାଚରେ ଆଜି ପାଣି ଆଉ ପାଣିର ସ୍ରୋତ ଦେଖାଯାଉଛି । ଆଉ ପାଣିର ସ୍ରୋତ ଅଧିକ ବି ଅଛି । ମନ୍ଦିର ଭିତରେ ବର୍ଷା ହୋଇଥାଏ । ଆଉ ଏହି ବର୍ଷା ହେଲେ ଶ୍ରୀମନ୍ଦିର ସଫା ହୋଇଥାଏ । ଆଉ ଏହି ବର୍ଷା ହେଲେ ଭଲ କିନ୍ତୁ ଏହା କ୍ଷତି ବି ହୋଇପାରେ । ଆଉ ସେଥିପାଇଁ ପ୍ରଶାସନ ଏହି ପାଣିର ବ୍ୟବସ୍ଥାକୁ ଦେଖି ଏହାର କାର୍ଯ୍ୟକାରୀ କରିବା ଉଚିତ୍ । ଆଉ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି ଆଉ ସେଥିପାଇଁ ଏହି ବର୍ଷା ପ୍ରତି ଆଉ ପାଣି ପ୍ରତି ପ୍ରଶାସନ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।