Movie prime

ନିଧିବନ ରେ ଜାମ୍ମୁ ର ଝିଅ ଲୁଚି ଦେଖିଲା ସବୁକିଛି ଦେଖନ୍ତୁ ଏହି ଭିଡିଓ

 
Special report
ଦର୍ଶକ ବନ୍ଧୁ ଆପଣମାନେ ତୋ ଜାଣିଥିବେ ଆଗ କାଳରେ ଲୋକ ମାନେ କେତେ ଠାକୁର ଙ୍କ ଉପରେ ବିଶ୍ୱାସ ଆଉ ଭରଷା ରଖିଥାନ୍ତି। ଆଉ ଜଣେ ଜଣେ ଲୋକ ଏତେ ଠାକୁର ଭକ୍ତ ଥାଆନ୍ତି, ଯେ ସେ କୁହନ୍ତି ଆମେ ଠାକୁରଙ୍କ ପାଖକୁ ଯିବୁ ଆଉ ନିଜ ଆଖିରେ ତାଙ୍କୁ ଦର୍ଶନ କରି କି ଆସିବୁ। ଏହିପରି ଏକ ଅତଭୂତ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଅଟେ। ଜାମ୍ମୁର କଟ୍ରାରେ ରହୁଥିବା ଜଣେ ଛୋଟିଆ ଝିଅ ତାଙ୍କ ମାଆଙ୍କ ସହିତ ସବୁବେଳେ ଭଗବାନ ଶ୍ରୀକୃଷ୍ଣ ଙ୍କ ମନ୍ଦିରକୁ ଯାଆନ୍ତି। ତାଙ୍କର ମାଆ ସବୁବେଳେ ଶ୍ରୀକୃଷ୍ଣଙ୍କର ପୂଜା କରୁଥିଲେ। ଏସବୁ ଦୃଶ୍ୟ ଝିଅଟି ପିଲାଟି ଦିନରୁ ଦେଖି ଆସୁଥିଲେ। 
ଥରେ ମାଆ ପୂଜା କରିଥିବା ସମୟ ରେ ପାଖରେ ବସିଥିବା ସେ କୁନି ଝିଅଟି ମାଆଙ୍କୁ ଚାହିଁ କହିଲେ ମାଆ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ଚାହେଁ। ଏହା ଶୁଣି ମାଆ ଉତ୍ତର ଦେଲେ ଭଗବାନଙ୍କ ପରି ତମେ ଯେତେବେଳେ ବଡ ହେଇଯିବ ସେତେବେଳେ ଭଗବାନ ତୁମକୁ ନିଶ୍ଚିନ୍ତ ଦର୍ଶନ ଦେବେ। ତାପରେ ଝିଅ ଟି ଧିରେ ଧିରେ ବଡ ହେଇଗଲା। ଆଉ ଝିଅଟି ମନେ ମନେ ଭାବିଲା ଭଗବାନ ମତେ କେବେ ଦର୍ଶନ ଦେବେ ମୁଁ ତୋ ତାଙ୍କ ପରି ବଡ ହେଇଗଲିଣି ଏହି ପ୍ରଶ୍ନ ପୁଣି ଥରେ ସେ ତାଙ୍କ ମାଆ କୁ ପଚାରିଲେ। ଏହା ଶୁଣି ତାଙ୍କ ମାଆ କହିଲେ ଭଗବାନ ସମସ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଭଗବାନ ଙ୍କୁ ଦେଖିବାକୁ ହେଲେ ତୁମକୁ କଠିନ ପରିଶ୍ରମ କରିବାକୁ ପଡିବା। 
ମାଆଙ୍କ କଥା ଅନୁସାରେ ଝିଅଟି ଭଗବାନଙ୍କୁ ଦେଖିବ ବୋଲି କଠିନ ରୁ କଠିନ ପରିଶ୍ରମ କରିବାକୁ ଆରମ୍ଭ କରିଦେଲେ। ହେଲେ କିଛି ଭାଗବନ ଙ୍କୁ ଦର୍ଶନ କରିପାରିଲେ ନାହିଁ। ଏହାପରେ ଜଣେ ବ୍ୟକ୍ତି କହିଲେ ନିଧିବନକୁ ଗଲେ ଦର୍ଶନ କରିପାରିବେ। ଝିଅଟି ସ୍ଵମ୍ ଶ୍ରୀକୃଷ୍ଣ ଙ୍କୁ ଦର୍ଶନ କରିବା ପାଇଁ ଏକୁଟିଆ ରାତିରେ ନିଧିବନରେ ଯାଇକି ରାତି କଟେଇକି ଆସିଥିଲେ। ଆଉ ସେଇ ନିଧିବନକୁ ପ୍ରତ୍ୟେକ ଦିନ ରାତିରେ ଭଗବାନ ଶ୍ରୀକୃଷ୍ଣ ଆସନ୍ତି। ଯଦି ଆପଣ ମାନେ କେହି ଭଗବାନ ଶ୍ରୀକୃଷ୍ଣ ଙ୍କୁ ସାକ୍ଷାତ ରୂପରେ ଦର୍ଶନ କରିବାକୁ ଚାହୁଁଛନ୍ତି ତାହାଲେ ଏଇ ଧାରାପୃଷ୍ଠରେ ଥିବା ଏହି ନିଧିବନ ହିଁ ଏପରି ଏକ ଜାଗା ଯେଉଁ ଠାରେ ଆପଣ ଶ୍ରୀକୃଷ୍ଣଙ୍କୁ ସ୍ଵମ ଦର୍ଶନ କରିପାରିବେ। 
ଏହିସବୁ କଥା ଝିଅଟି ଶୁଣିବା ପରେ ଶ୍ରୀକୃଷ୍ଣଙ୍କର ଅପରୂପ ଓ ଦିବ୍ୟରୂପକୁ ଦର୍ଶନ କରିବା ପାଇଁ ନିଧିବନ ରେ ପହଞ୍ଚିଗଲେ। ବୃକ୍ଷ ଡାଳର ମଧ୍ୟ ଭାଗରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବେ ବୋଲି ସେ ଝିଅ ଜଣକ ଲୁଚିକି ରହିଲେ, ରାତି ପ୍ରାୟ ୨:୩୦ ସମୟରେ ସେ ଏପରି କିଛି ଦୃଶ୍ୟ ଦେଖିଲେ ତାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଝିଅଟି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିଲେ ଏହାପରେ ଆପଣ ମାନେ ସମସ୍ତେ ଭାବୁଥିବେ ସେ ଝିଅଟି ର କଣ ହେଇଥିବ, କଣ ଘଟିଥିବ ତାଙ୍କ ସହିତ, ସେ ଜୀବିତ ଥିବେ କି ନାଇଁ , ନା ପାଗଳ ହେଇଯାଇଥିବେ। ସେ ଝିଅଟି ମଧ୍ୟ ବହୁତ ଭୟଭୀତ ହୋଇଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.