Movie prime

ନିଅନ୍ତୁ ଈଶ୍ୱରଙ୍କ ନାମ ଆଉ ବାଛନ୍ତୁ ଗୋଟିଏ କଳସ ଆଉ ଜାଣନ୍ତୁ ଆପଣଙ୍କ ସମ୍ପୂର୍ଣ ଭବିଶ୍ୱତ Jyotisa Sastra

 
Special Report
ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ପ୍ରତି ବହୁତ ଅଧିକ ବିଶ୍ୱାସ ରଖିଥାନ୍ତି।ସେଥିପାଇଁ ବ୍ୟକ୍ତି ନିଜର ଜୀବନରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପରେ ବିଶ୍ୱାସ ରଖିଥାନ୍ତି।
ଭବିଷ୍ୟତ ସହିତ ଜଡ଼ିତ ଘଟଣା ଗୁଡ଼ିକ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି।ଏଥିରେ ତିନୋଟି ରଙ୍ଗର ବିକଳ୍ପ କୁ ବାଛି ଭବିଷ୍ୟତ ସହିତ ଜଡିତ କିଛି ଘଟଣା ଜାଣିପାରିବେ।
ଏବଂ ଏପରି କିଛି କଥାମାନ ଜାଣିବେ ଯାହାକି ଆପଣ ମାନଙ୍କର ଭବିଷ୍ୟତକୁ ସୃଢୁଦ୍ଧ କରିବ।
ତିନୋଟି ରଙ୍ଗର କଳସ ଭିତରୁ ଗୋଟିଏ ରଙ୍ଗକୁ ବାଛିବେ।ଏଥିରେ ରହି ଅଛି ହଳଦିଆ ରଙ୍ଗ, ନୀଳ ରଙ୍ଗ ଓ ନାଲିରଙ୍ଗର କଳସ।
ଯେଉଁ କଲର୍ ଟି ଆପଣଙ୍କୁ ଅଧିକ ପ୍ରିୟ ହୋଇଥିବ କିମ୍ବା ଯେଉଁଟା ଲକି ହୋଇଥାଏ ସେଇଟା ହିଁ ବାଛନ୍ତୁ।
(୧)ନୀଳ ରଙ୍ଗ - ଯଦି ନୀଳ ରଙ୍ଗ ବାଛିଛନ୍ତି ତେବେ ଜୀବନରେ ବହୁତ ସମୟ ଧରି ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି।ଭାଗ୍ୟ ସାଥ ଦେଉନାହିଁ ବୋଲି ଭାବିବେ।
ଏହି କାରଣରୁ ଚିନ୍ତାରେ ଓ ମା-ନ-ସି-କ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଯାଉଛି।ଏହା ମଧ୍ୟ ଶକ୍ତିଶାଳୀ କରି ଦେଇଛି।ଗଭୀର ବ୍ୟକ୍ତି ଅଟନ୍ତି।
କ୍ୟାରିଅର ରୁ ନେଇ ସର୍ବଦା ଅଗ୍ରସର ହୋଇଥାନ୍ତି।ଏବଂ ଭଲ ସୁଯୋଗକୁ କେବେ ହାତ ଛଡ଼ା କରାନ୍ତୁ ନାହିଁ।ବିବାହିତ ହୋଇଥିଲେ ଜୀବନସାଥି ଙ୍କ କଥା ଶୁଣନ୍ତୁ।ଅଧିକ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ।
(୨)ହଳଦିଆ ରଙ୍ଗ ଯଦି ବାଛିଥିବେ ସେମାନେ ଜ୍ଞାନୀ,ଧର୍ଯ୍ୟବାନ୍ ବ୍ୟକ୍ତି ଅଟନ୍ତି।ସବୁବେଳେ ଉଚ୍ଚସ୍ଥିଥିରେ ରହିଥାନ୍ତି।ସମସ୍ତଙ୍କର ପ୍ରିୟ ମଧ୍ୟ ହୋଇଥାନ୍ତି।
କିନ୍ତୁ କ୍ରୋଧ ଓ ଚିଡି ଚିଡି ସ୍ଵଭାବ ଅଧିକ ରହିଥାଏ।ଯେଉଁମାନେ ଭଲରେ ଜାଣିଥାନ୍ତି ସେ କେବେ ଭୁଲ୍ ବୁଝନ୍ତି ନାହିଁ।ବହୁତ ଖର୍ଚ୍ଚ ମଧ୍ୟ କରିଥାନ୍ତି।
ଏଥିପାଇଁ ବହୁତ ସମସ୍ୟା ଆସିଥାଏ।ଭବିଷ୍ୟତରେ ଧନ ସଞ୍ଚୟ କରିବା ପାଇଁ ଅସମର୍ଥ ହୋଇଥାନ୍ତି।ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହୋଇପାରେ।୨୧ବର୍ଷ,୩୭ବର୍ଷ ଓ୪୭ ବର୍ଷ ହୋଇପାରେ।
(୩)ନାଲିରଙ୍ଗ ଯଦି ବାଛିଥିବେ ତେବେ ଆପଣ ବହୁତ ସୁନ୍ଦର ଅଟନ୍ତି।ଜୀବନରେ ଯିଏ ବି ଥରେ ମିଶିଥାନ୍ତି ସେ କେବେ ଭୁଲିବେ ନାହିଁ।
ଗପିବା ପାଇଁ ବହୁତ ପସନ୍ଦ କରନ୍ତି। କାହା ସହିତ ରହିବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି।ରଚନାତ୍ମକ କାର୍ଯ୍ୟରେ ରୁଚି ରହିଥାଏ।କଠିନ ରୁ କଠିନ ସ୍ଥିତି କୁ କିପରି ସାମ୍ନା କରିବେ ବହୁତ ଭଲ ଭାବେ ଜଣା ଥାଏ।
ଏହି ବିଶେଷ କାରଣରୁ ନିଜ ଭାଗ୍ୟ ଲେଖିଥାନ୍ତି।କଳା ଓ ସଙ୍ଗୀତରେ ରୁଚି ରହିଛି।ଏକ ଭଲ କଳାକାର,ସଙ୍ଗୀତଜ୍ଞ,ଶିକ୍ଷକ ଓ ଭଲ ବେପାରୀ ହୋଇପାରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.