ଜୀବନରେ ଏମିତି ସମ୍ପର୍କ ଭାଙ୍ଗିଯିବା ଜରୁରୀ ଦେଖନ୍ତୁ କେଉଁ ସମ୍ପର୍କ ବିଷୟରେ କହିଛନ୍ତି ସ୍ଵୟଂ ଶ୍ରୀକୃଷ୍ଣ
Jul 8, 2022, 14:44 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଆଉ ଅନେକ ଭିଡିଓ ମଧ୍ୟରେ ଅନେକ ପ୍ରକାରର ନୀତିବାଣୀ ମଧ୍ୟ ରହିଛି । ଆଉ ଏହି ନୀତିବାଣୀ ମାନିଲେ ହିଁ ଆମେ ଜୀବନରେ ବହୁତ ଭଲ କାମ କରିବା ।
ନୀତିବାଣୀ ଏମିତି ଏକ ଜିନିଷ ଯାହା ଆମ ଜୀବନରେ ବହୁତ କାମ ଦେଇଥାଏ । ଆଉ ଏହି ନୀତିବାଣୀ ଲୋକମାନଙ୍କୁ ସଠିକ୍ ରାସ୍ତା ଦେଖାଇଥାଏ । ଆଉ ଭଲ କାମ କରିବାକୁ ସାହସ ଯୋଗାଏ । ଆଉ ଏହି ନୀତିବାଣୀ ଆମ ଜୀବନରେ ବହୁତ କାମ ଆସିଥାଏ । ଏହି ନୀତିବାଣୀ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣି ଦେଇଥାଏ ।
ଏହି ନୀତିବାଣୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏହା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ ମାନବିକ ଜୀବନ କିପରି କଟିବ ସେହି ଉପରେ ଅନେକ ନୀତିବାଣୀ ଦେଇଛନ୍ତି । ଏହି ଭିଡିଓରେ ଅନେକ ନୀତିବାଣୀ ବିଷୟରେ କୁହାଯାଇଛି । ସେଥିଭିତରୁ କିଛି ନୀତିବାଣୀ ହେଉଛି,
୧) କାହାର ଭାବନା ସହିତ ଖେଳନ୍ତୁ ନାହିଁ, ଆପଣ ଯଦି କାହାର ଭାବନା ସହ ଖେଳି ଖୁସି ଅଛନ୍ତି କିନ୍ତୁ ଏହାର ଫଳ ଆପଣ ଦିନେ ନା ଦିନେ ପାଇବେ ।
୨) ଯିଏ ଯେମିତି ଅଛନ୍ତି ତାଙ୍କ ପାଇଁ ସମସ୍ତେ ସେମିତି ହୋଇଥାନ୍ତି ।
୩) ଏହି ଦୁନିଆରେ କାହାକୁ ଆଇନ୍ କାନୁନ୍ ପସନ୍ଦ ନୁହେଁ କିନ୍ତୁ ଫାଇଦା ବହୁତ ପସନ୍ଦ ଅଟେ ।
୪) ଏହି ଦୁନିଆର ଲୋକମାନେ ଖେଳନା ଧରି ନଖେଳି ଭାବନା ସହିତ ଖେଳନ୍ତି ।
୫) ପଥର ବାଜିଲେ ବି ବେଳେବେଳେ ଆଘାତ ହୁଏ ନାହିଁ କିନ୍ତୁ ବେଳେବେଳେ କେଉଁ କଥା ବହୁତ ଆଘାତ ଦେଇଥାଏ ।
ଏହିଭଳି ଅନେକ ପ୍ରକାରର ନୀତିବାଣୀ ଏହି ଭିଡିଓରୁ ଆପଣମାନେ ପାଇପାରିବେ ।