Movie prime

ପର ସ୍ତ୍ରୀ ର ଏହି ଅଙ୍ଗକୁ ଦେଖିଲେ ଜୀବନ ହେବ ସୁଖମୟ ଜାଣନ୍ତୁ କେଉଁ ଅଙ୍ଗ ଦେଖିଲେ ଜୀବନରେ ଆସିବ ବଡ ପରିବର୍ତ୍ତନ

 
Adhyatmika
ବନ୍ଧୁଗଣ ଏହି ଦୁନିଆ ରେ ସମସ୍ତେ ନିଜ ଜୀବନ କୁ ସୁଖମୟ କରିବାକୁ ଚାହିଁ ଥାଆନ୍ତି। ତେବେ ପ୍ରଶ୍ନ ହେଉଛି କଣ କଲେ ଆମ ଜୀବନ ସୁଖ ମୟ ହେବ? ତେବେ ବନ୍ଧୁଗଣ ଆପଣ ମାନଙ୍କ ଜୀବନ କୁ ସୁଖମୟ କରିବା ପାଇଁ ଚାହୁଁଥିଲେ ଚାଣକ୍ୟ ନିତି କୁ ଆମକୁ ଅନୁଧ୍ୟାନ କରିବାକୁ ପଡ଼ିବ।
ବିଶିଷ୍ଟ ନିତି ଶାସ୍ତ୍ର ବିଶେଷଜ୍ଞ ଚାଣକ୍ୟ ଙ୍କ ଏହି ବାଣୀ ଘରେ ଘରେ ଆଦୃତ। ସେ ସର୍ବଦା ସମାଜ କୁ ନେଇ ନିଜର ନୀତିବାଣୀ କୁ ଉପସ୍ଥାପନ କରିଥାନ୍ତି। ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଅନୁସାରେ ଯଦି ଆପଣ ଗୋଟିଏ ସଂସାର ଓ ଯତ୍ନ ଶିଳ ନାରୀ ଟିଏ ହେବ ତେବେ ଆପଣଙ୍କ ଘର ସ୍ବର୍ଗ ହୋଇଯିବ।
ଆପଣ ଏକ ଚରିତ୍ର ହିନ ସ୍ତ୍ରୀ କିମ୍ବା ପୁରୁଷ ସହିତ ଜୀବନ ବିତାଇବେ ତେବେ ଆପଣଙ୍କ ଜୀବନ ନର୍କ ଠାରୁ ମଧ୍ଯ ଭୟଙ୍କର ହୋଇଯିବ। 
ଚାଣକ୍ୟ ନୀତି ଅନୁସାରେ କଦାପି ପତ୍ନୀ, ଗୁରୁ, ବ୍ରାହ୍ମଣ, ଗାଈ , କନ୍ୟା ବୃଦ୍ଧ ଙ୍କୁ ପାଦ ଲଗାଇବା ଉଚିତ୍ ନୁହେଁ। ଏମାନଙ୍କୁ ପାଦ ଲଗାଇବା ଦ୍ଵାରା ଆପଣ ଙ୍କର ଉପରେ ବିପଦ ର ପାହାଡ ମାଡ଼ି ଆସିବ। ଏସବୁ ଜିନିଷ କୁ ଅନାଦର କରିବା ଉଚିତ୍ ନୁହେଁ। ବ୍ରାହ୍ମଣ ଙ୍କ ଜ୍ଞାନ କୁ କଦାପି ଅନାଦର କରିବା ଉଚିତ୍ ନୁହେଁ।
ଏବଂ ନାରୀ ର ସୋନ୍ଦର୍ଯ୍ୟ ର ଉପହାସ କରିବା ଉଚିତ୍ ନୁହେଁ କାରଣ ଏପରି କରିବା ଦ୍ୱାରା ଆମେ ଇଶ୍ୱରଙ୍କ ଅନାଦର କରିଥାଉ। ସୁନ୍ଦରୀ ନାରୀକୁ ବିବାହ କରିବା ଉଚିତ୍ ନୁହେଁ ପ୍ରାୟ ସମସ୍ତ ପୁରୁଷ ନରି ର ସୋନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଥାନ୍ତି।
​​​​​​
କିନ୍ତୁ ଚାଣକ୍ୟ ଙ୍କ ମତରେ ବାହାର ସୋନ୍ଦର୍ୟ୍ଯ ନୁହେଁ ବରଂ ଭିତରେ ସୋନ୍ଦର୍ଯ୍ୟ ଥିବା ବୁଦ୍ଧିମତୀ ନାରୀ କୁ ଦେଖି ବିବାହ କରିବା ଉଚିତ୍। ତାହା କଲେ ଜୀବନ ସୁଖମୟ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.