Movie prime

ସରିଲା ରଥଯାତ୍ରା ଶ୍ରୀ ମନ୍ଦିର ଭିତରେ ପ୍ରବେଶ କଲେ କାଳିଆ ସାଆନ୍ତ କିନ୍ତୁ ବାହାରେ ଛାଡି ଗଲେ ଭକ୍ତ ମାନେ ଦେଖିବା ପାଇଁ ଏହି ଅଲୌକିକ ଦୃଶ୍ୟ

 
y565usa

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏବେ ଏବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପର୍ବ ହେଉଥିଲା । ଆଉ ଏବେ ମହାପ୍ରଭୁ ତାଙ୍କ ଭାଇ ଆଉ ଭଉଣୀଙ୍କ ସହିତ ମାଉସୀ ଘରୁ ଫେରି ପୁଣି ବିଜେ କରିଛନ୍ତି ମନ୍ଦିରକୁ । ଆଉ ନୀଳାଦ୍ରି ବିଜେ ପାଳନ ହୋଇଥିଲା । ଆଉ ଭକ୍ତମାନେ ବହୁତ ଖୁସି ଅଛନ୍ତି । 


ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ ଏହି ରଥଯାତ୍ରା ସମୟରେ ବହୁତ ପାଖରୁ ଦେଖନ୍ତି ଆଉ ତାଙ୍କୁ ଚାହିଁ ରହିଥାନ୍ତି କିନ୍ତୁ ଏବେ ପ୍ରଭୁ ପୁଣି ବାହୁଡ଼ି ଗଲେ ତାଙ୍କ ଘରକୁ । ନୀଳ କନ୍ଦରକୁ ବିଜେ କରିଛନ୍ତି ନିଳେନ୍ଦ୍ର ନାଥ । କୋଟି କୋଟି ଭକ୍ତଙ୍କ ଆଖିରେ ଲୁହ ଦେଇ ଆଉ ଏକୁଟିଆ କରି ଶ୍ରୀମନ୍ଦିର ଭିତରକୁ ଚାଲି ଯାଇଛନ୍ତି ଚତୁର୍ଥା ମୂର୍ତ୍ତି । ହେଲେ ମହାପ୍ରଭୁ ବଡ଼ଦାଣ୍ଡରେ ଛାଡି ଯାଇଛନ୍ତି ତାଙ୍କ ପାଦ ଚିହ୍ନ ।


ଶ୍ରୀମନ୍ଦିର ବାହାରକୁ ଆସି ପ୍ରଭୁ ନିଜେ କାନ୍ଦିବା ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଆଖିରେ ଲୁହ ଦେଇଛନ୍ତି । ମହାପ୍ରଭୁଙ୍କର ସେବକମାନେ ଯେତେବେଳେ ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ନେଉଥିଲେ । ସେତେବେଳେ କାଳିଆ ଠାକୁର ଛିଡ଼ା ହୋଇପଡ଼ିଥିଲେ । ଆଉ ତାଙ୍କ ପାଦ ଚିହ୍ନ ବଡ଼ଦାଣ୍ଡରେ ପଡ଼ିଛି । ନନ୍ଦିଘୋଷ ଠାରୁ ଆରମ୍ଭ କରି ରତ୍ନ ବେଦୀ ପର୍ଯ୍ୟନ୍ତ କାଳିଆ ଠାକୁରଙ୍କର ପାଦ ଚିହ୍ନ ପଡ଼ିଛି ।


କଳା ପିଚୁ ଉପରେ ହଳଦିଆ ରଙ୍ଗର ପାଦ ଚିହ୍ନ ପଡିଥିବାର ନଜର ଆସିଛି । ଆଉ ଏହାଙ୍କ ଆର୍ଶୀବାଦ ନେଇ ଭଗବାନ ଖୁସି ଅଛନ୍ତି । ଏହି ପାଦ ଚିହ୍ନରୁ ଝରି ପଡୁଛି ଚନ୍ଦନ କର୍ପୂରର ବାସ୍ନା । ଆଉ ଏହାକୁ ଦେଖି ଭକ୍ତମାନେ ଭାବ ବିହ୍ୱଳ ହୋଇ
ପଡିଛନ୍ତି । ଆଉ ଭକ୍ତମାନେ ବହୁତ ଖୁସି ଅଛନ୍ତି । ମହାପ୍ରଭୁଙ୍କ ପାଦ ଚିହ୍ନ ଦେଖି ସମସ୍ତେ ବହୁତ ଖୁସି ଅଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।