Movie prime

ଅର୍ଜ୍ଜୁନ କାହିଁକି ହେଲେ ନପୁଂସକ ଜାଣନ୍ତୁ ମହାଭାରତ ର ଏହି ରହସ୍ୟ - Mahabharat Katha

 
Viral News

ନମସ୍କାର ପାଠକ ବନ୍ଧୁ। ଆପଣଙ୍କୁ ଆମେ ଆଜି ମହାଭାରତ ସମ୍ବନ୍ଧିତ କିଛି କଥା କହିବାକୁ ଯାଉଛୁ। ପାଣ୍ଡବ ମାନେ ଯେତେବେଳେ ଅଜ୍ଞାତ ବାସ ସମୟରେ କୌରବ ଙ୍କ ନଜର ରୁ ବଞ୍ଚିବା ପାଇଁ ବିରାଟ ନଗରରେ ଆତ୍ମଗୋପନ କରିଥିଲେ।

ସେ ସମୟରେ ସେଠାରେ ସେମାନେ ଛଦ୍ମ ନାମରେ ରହୁଥିଲେ। ପାଣ୍ଡବ ମାନଙ୍କ ସହ ଦ୍ରୌପଦୀ ମଧ୍ୟ ସେଠାରେ ଏକ ସେବିକା ଭାବରେ ରହୁଥିଲେ।

ଯୁଧିଷ୍ଟିର ରାଜା ବିରାଟ ଙ୍କ ମନ୍ତ୍ରୀ କନକ ଭାବରେ ରହୁଥିଲେ। ବ୍ରିହାନଳା ନାମର ଏକ ନପୁଂସକ ଭାବରେ ଅର୍ଜୁନ ସେଠାରେ ରାଜକୁମାରୀ ଉତ୍ତରା ଙ୍କୁ ନୃତ୍ୟ ଶିଖାଇବା ଆରମ୍ଭ କରିଲେ।
ଭୀମ ଜଣେ ରୋଷେୟା ଭାବରେ ସେଠାରେ କାମ କରୁଥିଲେ। ନକୁଳ ଜଣେ ଅଶ୍ୱର ହୋଇ ଏବଂ ସହଦେବ ଜଣେ ମେଷ ପାଳକ ଭାବରେ କାର୍ଯ୍ୟ କରୁଥିଲେ। ଦ୍ରୌପଦୀ ସୌରନ୍ଦ୍ରି ଭାବରେ ରାଣୀଙ୍କ ସେବା କରୁଥିଲେ।
କିଚକ ବିରାଟ ନଗରର ସଭାପତି ଓ ରାଣୀ ସୁଦେଶ୍ନା ଙ୍କ ଭାଇ ଥିଲେ। ସେ ଥିଲେ ଏକ ଅହଙ୍କାରୀ ଓ ଦୁଷ୍ଟ ପ୍ରବୃତ୍ତି ର ଲୋକ। ସେ ବହୁତ ଜିଦିଆ ମଧ୍ୟ ଥିଲେ। ସେ ଏକଦା ରାଣୀ ସୁଦେଶ୍ନା ଙ୍କ ପାଖକୁ ଆସିଥିବା ବେଳେ ତାଙ୍କ ଆଖି ଦ୍ରୌପଦୀ ଙ୍କ ଉପରେ ପଡିଥିଲା।
ଏବଂ ତାଙ୍କ ମନରେ ଦ୍ରୌପଦୀ ଙ୍କୁ ପାଇବା ପାଇଁ ଇଚ୍ଛା ପ୍ରଘଟ ହୋଇଥିଲା। ଏହାପରେ ସେ ରାଣୀ ସୁଦେଶ୍ନା ଦ୍ରୌପଦୀ ଙ୍କୁ ତାଙ୍କ ପାଖକୁ ପଠେଇବାକୁ କହିଥିଲେ।
ଏହାପରେ ଦ୍ରୌପଦୀ ମଧ୍ୟ ତାଙ୍କ ନିକଟକୁ ଯାଇଥିଲେ। ଏହାପରେ ସେ ଦ୍ରୌପଦୀ ଙ୍କୁ କୁ ଦୃଷ୍ଟିରେ ଦେଖିଥିଲେ ଏବଂ ଦ୍ରୌପଦୀ ଏହାକୁ ବିରୋଧ କରିବା ସହ ଏହାର ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ କହିଥିଲେ।
ଏଭଳି ସେ ବାରମ୍ବାର କରିଥିଲେ ଏହାପରେ ସେ ଭୀମ ଓ ଅର୍ଜୁନ ମିଶି କିଚକ କୁ ବଦ୍ଧ କରିବାକୁ ନିଷ୍ପତ୍ତି ନେଲେ ଏହାପରେ ଭୀମ ଦ୍ରୌପଦୀ ବେଶରେ ସେଠାକୁ ଯାଇ କିଚକର ବଦ୍ଧ କରି ଦେଇଥିଲେ।
ଏବଂ କିଛି ଶବ୍ଦ ନ ଶୁଣା ଯିବା ପାଇଁ ଅର୍ଜୁନ ବାଦ୍ୟ ବାଜଇ ଥିଲେ। ଏହା ଥିଲା ମହା ଭାରତରେ କିଚକ ବଦ୍ଧ କଥା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.