Movie prime

କାର୍ତ୍ତିକ ମାସରେ ଭୁଲ ରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ସବୁ ଧର୍ମ ହେବ ନଷ୍ଟ ଦେଖନ୍ତୁ କଣ ଖାଇବେ କଣ ଖାଇବେନି

 
Devotional news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଆପଣମାନେ ସମସ୍ତେ ତ କାର୍ତ୍ତିକ ମାସର ମହତ୍ତ୍ଵ ବିଷୟରେ ଅନେକ କଥା ଜାଣିଥିବେ । କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ଏହି କାର୍ତ୍ତିକ ମାସରେ ଲୋକମାନେ ଦାନ ଧର୍ମ ଆଦି କାମ କରି ଧର୍ମ ଅର୍ଜନ କରନ୍ତି ।
ଏହି ମାସରେ ଏମିତି କିଛି ନୀତି ନିୟମ ପାଳନ କରିବାକୁ ପଡ଼ିଥାଏ । ଏହି ମାସରେ ଏମିତି ଅନେକ କିଛି ନୀତି ନିୟମ ରହିଛି ଯାହା ମାନିଲେ ଶୁଭ ଫଳ ମିଳିବ । ଏହି ନୀତି ନିୟମ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆମେ ଜାଣିପାରିବା । ଏହି କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ଦାମୋଦର ଭାବରେ ପୂଜା କରାଯାଏ । ଯେଉଁ ଲୋକମାନେ କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ନକରନ୍ତି ସେମାନେ ଘୁଷୁରୀ ଯୋନିକୁ ଯାଇଥାନ୍ତି । ଯେଉଁ ବ୍ୟକ୍ତିମାନେ କାର୍ତ୍ତିକ ମାସରେ ଦୀପ ଦାନ କରନ୍ତି ସେମାନେ ବହୁତ ଭଲ ପାଇଥାନ୍ତି ।
କାର୍ତ୍ତିକ ମାସ ହେଉଛି ସବୁ ମାସ ଭିତରେ ପୁଣ୍ୟର ମାସ । ଏହି ମାସରେ ଲୋକମାନେ ମାଆ ବୃନ୍ଦାବତୀଙ୍କୁ ପୂଜା ମଧ୍ୟ କରନ୍ତି । ସେ ବୃନ୍ଦାବତୀଙ୍କୁ ପୂଜା କରି ଦୀପ ଦାନ କରିଲେ ଶୁଭ ଫଳ ମିଳେ । ଏହି ମାସରେ ଗଦିରେ ନଶୋଇ ଭୂମି ଉପରେ ଶୟନ କରିଲେ ଭଲ ଫଳ ମିଳିବ । ଆଉ କାର୍ତ୍ତିକ ମାସରେ ତୁଳସୀ ମାତାଙ୍କୁ ପୂଜା କରିବା ଭଲ ଫଳ ଦେଇଥାଏ । ଆଉ ତୁଳସୀ ଦେବୀ ସମସ୍ତଙ୍କର ମନ ଇଚ୍ଛାକୁ ପୂରଣ କରନ୍ତି । ଏହି କାର୍ତ୍ତିକ ମାସରେ ଯେଉଁ ବ୍ୟକ୍ତି ହରିଙ୍କୁ ଲକ୍ଷେ ତୁଳସୀ ଅର୍ପଣ କରନ୍ତି ଭଲ ଫଳ ମିଳିଥାଏ ।
ଏହି କାର୍ତ୍ତିକ ମାସରେ ସ୍ନାନ ଆଉ ଦାନ କରିବାର ମହତ୍ତ୍ଵ ରହିଛି । ଏହି ମାସରେ ବ୍ରାହ୍ମଣଙ୍କୁ ଦାନ କରନ୍ତୁ ସେ ଅନ୍ନ ଦାନ ହେଉ ବା ବସ୍ତ୍ର ଦାନ ଏହା ଆପଣଙ୍କୁ ଉତ୍ତମ ଫଳ ଦେବ । ଏହି ମାସରେ ପ୍ରଭୁ ହରିଙ୍କୁ ପୂଜା କରିବା ଉଚିତ୍ । ଏହି କାର୍ତ୍ତିକ ମାସ ଭଗବାନ ହରିଙ୍କର ଅଟେ । ଆଉ ଏହି କାର୍ତ୍ତିକ ମାସରେ ବୃନ୍ଦାବତୀଙ୍କୁ ପୂଜା କରିବା ଉଚିତ୍ । ଏହାସହ ଏହି କାର୍ତ୍ତିକ ମାସରେ ଦାନ ଧର୍ମ କରି ପ୍ରଭୁଙ୍କୁ ପୂଜା କରନ୍ତୁ । ଏହି କାର୍ତ୍ତିକ ମାସରେ ଭଗବାନ ହରିଙ୍କୁ ପୂଜା କରିଲେ ଆପଣ ଶୁଭ ଫଳ ଆଉ ଏହାସହ ଆପଣଙ୍କୁ ଉତ୍ତମ ଫଳ ମିଳିବ ବୋଲି ଶାସ୍ତ୍ରରେ ଲେଖାଯାଇଛି ।