Movie prime

ମକର ସଂକ୍ରାନ୍ତି ଦିନ ଖାଆନ୍ତୁ ଏହି ଗୋଟିଏ ଜିନିଷ ଆଉ ଦେଖନ୍ତୁ କେମିତି ଆପଣଙ୍କ ଉପରେ ହେଉଛି ଧନର ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆମେ ଆପଣଙ୍କୁ ଏକ ଉପାୟ ସମ୍ପର୍କରେ କହିବାକୁ ଯାଉଛୁ ଯଦି ଆପଣ ମକର ସଂକ୍ରାନ୍ତି ଦିନ ସେଭଳି କରିବେ ତେବେ ମାଆ ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଲାଗିବ। ଅପାର ଧନ ସଂପତ୍ତି ମଧ୍ୟ ଆପଣ ମାଲିକ ହେବେ। ଏଥି ପାଇଁ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ।
ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ର ମଧ୍ଯ ବହୁତ ଅଧିକ ମହତ୍ତ୍ଵ ଅଛି। ଯଦି ଆପଣ ଏହି ଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ ପୂଣ୍ୟ କରିବା ଦ୍ୱାରା ସବୁ ମନୋଷିକାମନା ପୂର୍ଣ୍ଣ ହେବ। ମକର ସଂକ୍ରାନ୍ତି ଦିନ ଏହି ପାଞ୍ଚ ଗୋଟି ଜିନିଷ ଖାଇବା ଦ୍ବାରା ଆପଣଙ୍କର କେବେ ହେଲେ ମଧ୍ୟ ଧନ ଧାନ୍ୟ ରେ କୌଣସି ପ୍ରକାରର କମି ହେବ ନାହିଁ।
ଏହି ଦିନ ସୁନା ଚାନ୍ଦୀ କ୍ରୟ କରିବା ମଧ୍ୟ ବେଶ ଲାଭ ଦାୟକ ହୋଇଥାଏ। ଏହି ଦିନ ମଧ୍ୟ ଘରକୁ ଝାଡ଼ୁ ଆଣିବା ବେଶ ଶୁଭ ଦାୟକ ହୋଇଥାଏ। ବିଶେଷ କରି ଏହି ଦିନ ମାଆ ଲକ୍ଷ୍ମୀ ଙ୍କ ଚରଣ ପାଦୁକା ଘରକୁ ଆଣିବା ସହ ପଦ୍ମ ଫୁଲର ମାଳା ମଧ୍ୟ ଘରକୁ ଆଣନ୍ତୁ। ମାଆ ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଆପଣଙ୍କ ଘରେ ମିଠା ବ୍ୟଞ୍ଜନ ନିଶ୍ଚିତ ଭାବରେ ପ୍ରସ୍ତୁତ କରନ୍ତୁ।
୧:- ଏହି ଦିନ ଆପଣ ମାନେ ମଧ୍ୟ ରାଶି ଓ ଗୁଡର ଲଡୁ କୁ ମାଆ ଲକ୍ଷ୍ମୀ ଙ୍କୁ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ଏହାପରେ ତାକୁ ନିଜେ ଖାଇବା ସହ ସଂପର୍କୀୟ ମଧ୍ୟରେ ମଧ୍ଯ ବାଣ୍ଟି ଦିଅନ୍ତୁ। ଏହାଦ୍ୱାରା ମାଆ ଲକ୍ଷ୍ମୀ ଙ୍କ କୃପାରୁ ଧନ ର ପ୍ରାପ୍ତି ରେ ସୁଲଭତା ମଧ୍ୟ ଆସିଥାଏ।
୨:- ଦ୍ଵିତୀୟ ବ୍ୟଞ୍ଜନ ଅଟେ ଖିଚଡ଼ି। ମକର ସଂକ୍ରାନ୍ତି ଦିନ ଚାଉଳ ଏବଂ ବିରି ଡାଲି ର ଖିଚଡି ବନା ଯାଇଥାଏ। ଏହି ଦିନ ଖିଚଡ଼ି ଦାନ କରିବା ମଧ୍ଯ ଅନେକ ପୁଣ୍ୟ ଫଳ ଦାନ ବୋଲି ମନା ଯାଇଥାଏ। ଏହାକୁ ଭଗବାନ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ଭୋଗ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ସମସ୍ତ ମାନସିକ ପୂରା ହୋଇଥାଏ।
୩:- ମକର ସଂକ୍ରାନ୍ତି ଦିନ ମାଆ ଲକ୍ଷ୍ମୀ ଙ୍କୁ ଖୁସୀ କରିବା ପାଇଁ କଦଳୀ ଓ ଅଙ୍ଗୁର ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ଏହାକୁ ରୋଗାକ୍ରାନ୍ତ ଲୋକଙ୍କୁ ଖାଇବାକୁ ଦେବା ଦ୍ବାରା ସେ ରୋଗରୁ ଖୁବ ଶୀଘ୍ର ମୁକ୍ତି ହୋଇ ଯିବେ।
୪:- ଆପଣ ଙ୍କ ପିତୃ ପୁରୁଷ ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ଏହି ଦିନ ପୂଜା କରିବା ସହ କଦଳୀ ମଧ୍ଯ ଅର୍ପଣ କରନ୍ତୁ। ଏହାଦ୍ୱାରା ପିତୃ ପୁରୁଷ ଖୁସୀ ହୋଇ ଯାଇ ଥାଆନ୍ତି। ଲୁଣ ଖାଇବା ଦ୍ବାରା ସର୍ବଦା ମାଆ ଲକ୍ଷ୍ମୀ ଙ୍କ ଘରେ ବାସ ହୋଇଥାଏ। ଏହାଦ୍ୱାରା ମାଆ ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବନି ରହିବ।
୫:- ପଞ୍ଚମ ଜିନିଷ ଟି ହେଉଛି ସକର କନ୍ଦ। ଯାହାକୁ କି ଆମେ ଓଡ଼ିଆ ରେ କନ୍ଦମୂଳ ବୋଲି କହିଥାନ୍ତି।କନ୍ଦମୂଳ ମାଆ ଲକ୍ଷ୍ମୀ ଙ୍କୁ ଦେବା ସହ ଘରର ସମସ୍ତ ଲୋକ ମାନେ ମଧ୍ୟ ଏହାକୁ ଖାଇବା ଉଚିତ । ଏହାଦ୍ୱାରା ମାଆ ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ।
ଏହା ହେଉଛି ସେହି ୫ ଟି ଜିନିଷ ଯାହାକୁ ଆପଣ ମକର ସଂକ୍ରାନ୍ତି ଦିନ ନିଶ୍ଚିତ ଭାବରେ ଖାଇବା ଜରୁରୀ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.