Movie prime

ମାଳିକା ରେ ମିଳିଲା ବଡ ପ୍ରମାଣ ହିମାଳୟ ପର୍ବତ ଫାଟିବ ଦେହରୁ ମାଂସ ଝଡିଯିବ ଦେଖନ୍ତୁ ଏମିତି କାହିଁକି ହେବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ମାଳିକା ବଚନ ବିଷୟରେ ତ ଅନେକ ଖବର ଶୁଣିଥିବେ । ଆଉ ମାଳିକାକୁ ନେଇ ମଧ୍ୟ ଅନେକ ଖବର ଆପଣମାନେ ସବୁଦିନେ ମୋବାଇଲରେ ଶୁଣୁଥିବେ । ଆଉ ଏହି ମାଳିକା ବଚନ ପଞ୍ଚସଖାଙ୍କ ମଧ୍ୟରୁ ଶ୍ରୀ ଅଚ୍ୟୁତାନନ୍ଦ ଦାସ ଲେଖୁଥିଲେ । ଆଉ ସେ ମାଳିକାରେ ଏମିତି ଜିନିଷ ଲେଖିଛନ୍ତି ଯାହା ଦିନେ ନା ଦିନେ ସତ ହେବ । ଆଉ ମାଳିକା ବଚନ ସତ ହୋଇଥାଏ । 
ଆଉ ଏହି ମାଳିକାରେ ଆପଣମାନେ ଭବିଷ୍ୟତରେ କଣ ହେବ କଣ ନାହିଁ ଏବଂ ଏହାସହ ଆଗକୁ କେଉଁ ପରିସ୍ଥିତି ଆସିବ । ଆଉ ପୃଥିବୀ ଉପରେ କଣ ସବୁ ବିପଦ ଆସିବ । ଆଉ ଏହି ଜନସମାଜ୍ କେଉଁ ସବୁ ଅସୁବିଧା ଭୋଗିବେ ସେହି ବିଷୟରେ ସବୁ ଏହି ମାଳିକାରେ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି । ଆଉ ମହାପୁରୁଷ ଏହି ମାଳିକାରେ ଅନେକ ପ୍ରକାରର ଜିନିଷ ଲେଖିଛନ୍ତି । 
ଆଉ ଲେଖାଯାଇଛି କି ପୃଥିବୀ ଚାରିପଟେ ପାଣି ଘେର ହେବ । ଆଉ ପୃଥିବୀ ଫାଟିବ । ଆଉ ଦରଦାମ ବହୁତ ମାତ୍ରାରେ ବୃଦ୍ଧି ହେବ । ଦୟା, ଧର୍ମ ଲୋକଙ୍କ ମନରୁ ଦୂର ହୋଇଯିବ । ଆଉ ଅଚିହ୍ନା ରୋଗ ଆସିବ ଆଉ ଲୋକମାନଙ୍କୁ ହେବ ଆଉ ଏହି ରୋଗରେ ଅନେକ ଲୋକ ଆକ୍ରାନ୍ତ ମଧ୍ୟ ହେବେ । ଆଉ ଆଗକୁ ବହୁତ ଅସୁବିଧା ହେବାକୁ ଯାଉଛି ।
ମହାପୁରୁଷ କହିଛନ୍ତି, ଏହି ସମୟରେ କେବଳ ଗୋଟିଏ ମନ୍ତ୍ର ସମସ୍ତଙ୍କୁ ରକ୍ଷା କରିପାରିବ । ଯେଉଁମାନେ ଭାଗବତ ଗୀତା ପାଠ କରୁଛନ୍ତି ସେମାନେ ବଞ୍ଚିପାରିବେ । ଆଉ ଯେଉଁ ଲୋକମାନେ ବଞ୍ଚିବାକୁ ଚାହୁଁଛନ୍ତି ସେମାନେ ସତ୍ୟ ପଥରେ ଚାଲ ଆଉ ସବୁବେଳେ ସତ କୁହ ଆଉ ସତର ଆଚରଣ କର ଆଉ ଭଗବାନଙ୍କୁ ପୂଜା କର ଆଉ ଆରାଧନା କର । ଆଉ ଧ୍ଵଂସ ହେବା ସମୟ ବହୁତ ନିକଟବର୍ତ୍ତୀ ହେଉଛି ।