Movie prime

ଛତିଆ ମନ୍ଦିର ଚକ୍ର ଚୋରି କଲା କିଏ ! ଜାଣନ୍ତୁ ଏହାର ରହସ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆପଣ ମାନେ ଜାଣିଥିବେ କୁ ମାଳିକା ରେ ଯାହା ଉଲ୍ଲେଖ ହୋଇଛି ତାହା ମଧ୍ୟ ଦିନକୁ ଦିନ ସତ ହେବାରେ ଲାଗିଛି। ଏହା ସାରା ରାଜ୍ୟ ରେ ନୁହେଁ ବରଂ ସମଗ୍ର ଭାରତରେ ଧୀରେ ଧୀରେ ଏହି କଥାକୁ ବିଶ୍ବାସ କରିବାକୁ ଲାଗିଲେଣି । କାରଣ ମାଳିକା ରେ ଉଲ୍ଲେଖ ହୋଇଥିବା ପ୍ରତ୍ୟେକ ଟି କଥା ଏବେ ଦିନକୁ ଦିନ ସତ୍ୟ ବୋଲି ପ୍ରମାଣିତ ହେବାରେ ଲାଗିଲାଣି।
ଏହି ମାଳିକା ରେ ଉଲ୍ଲେଖ ଅଛି କି ଛତିଆ ମନ୍ଦିରର ଚକ୍ର କିଏ ଚୋରୀ କରିଥିଲା। ଜଗନ୍ନାଥ ଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ଛତିଆ ଠାରେ ଅଛି। ସେଠାରେ ବଳଭଦ୍ର ଯେଉଁଠାରେ ବସି ଛନ୍ତି ସେ ହାଡ଼ି ଦାସ୍ ଙ୍କ ସମାଧି ଉପରେ ବସିଛନ୍ତି। ତାଙ୍କ ପୁଅ ସାଧୁବର ଦାସ୍ ଙ୍କ ସମାଧି ତଳେ ଶ୍ରୀ ଜଗନ୍ନାଥ ବସିଛନ୍ତି। ଶେଷ ରେ ସୁଭଦ୍ରା ତାଙ୍କ ପୁଅ ରଘୁବର ଦାସ ଙ୍କ ସମାଧି ଉପରେ ବସିଛନ୍ତି। ସେଥି ପାଇଁ ସେହି ଠାକୁର ପୁରୀରେ ଥିବା ଠାକୁର ଙ୍କ ଠାରୁ ଆହୁରି ଶକ୍ତିଶାଳୀ।
ଯିଏ ସମାଧି ଉପରେ ବସିଛନ୍ତି , ବ୍ରିଟିସ ଯେତେବେଳେ ଶ୍ରୀ ଜଗନ୍ନାଥ ଙ୍କୁ ପାଇବେନି ସେମାନେ ଏହି ବିଗ୍ରହକୁ ନେଇ ପଳାଇବେ। ଏବଂ ଛତିଆ ରେ ଯେଉଁ ଦିଅ ଅଛନ୍ତି ସେ ହେଉଛନ୍ତି ସଂହାର ମୁଖୀ। ଏହା ମଧ୍ଯ କହିଛନ୍ତି କୋହିନୁର ହୀରା ହେଉଛି ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଦେଇଥିବା ଶେଷ ସଙ୍କେତ। ତାହାକୁ ନଦୀର ସାହା ରଖିଥିଲେ। ଏଥି ସହ କୋଣାର୍କ ମନ୍ଦିରର ଚୁଳି ରେ ଥିବା ଚୁମ୍ବକ କୁ ମଧ୍ଯ ସେ ନେଇ ପଳାଇ ଯାଇଥିଲେ।
ସେହି ଚୁମ୍ବକ ଏଭଳି ଭାବରେ ଥିଲା ସହ କୁ ଆକର୍ଷିତ କରି ସିଂହାସନ ଟି ଭାସମାନ ଅବସ୍ଥାରେ ଥିଲା। ସେହି ଦୁଇଟି କୁ ଇଂରେଜ ମାନେ ନେଇ ପଳାଇ ଯାଇଛନ୍ତି। ଏଭଳି ଭାବରେ ସେମାନେ ଅନେକ ଜିନିଷ ନେଇ ଯାଇଥାଆନ୍ତି। ଅନେକ ପ୍ରକାରର କଥା ମଧ୍ୟ କୁହା ଯାଇଛି ମାଳିକା ରେ। ଯାହାକୁ ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଏହା ଦିନ କୁ ଦିନ ମଧ୍ୟ ସତ୍ୟ ପ୍ରତୀତ ହେବ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.