Movie prime

ଆଉ ମାତ୍ର ଅଢେଇ ମାସ ହେବକି କଳିଯୁଗର ଅନ୍ତ ଦେଖନ୍ତୁ କଣ କହୁଛି ମାଳିକା ପୁରା ସଫା ସଫା ହୋଇଛି ଲେଖା

 
Adhyatmika
ନମସ୍କାର ପାଠକ ବନ୍ଧୁ ଗଣ।ପୁଳିନ ପଣ୍ଡା ମାଳିକା ବଚନ ରେ ଲେଖା ଯାଇଥିବା ଭବିଷ୍ୟବାଣୀ ଉପରେ କିଛି କହିଛନ୍ତି।ପୁଳିନ ପଣ୍ଡା କହିଛନ୍ତି ଯେ ଟାଇମ୍ ପାଖା ପାଖି ମାତ୍ର ଅଢେଇ କିଲୋମିଟର ରହିଛି
ସେ କହିଛନ୍ତି କାଶୀ ବିଶ୍ଵନାଥ ଠାରେ ଏକ ଯୁଦ୍ଧ ହେବ।
ସେହି ଯୁଦ୍ଧ ସମୟରେ ଦୁର୍ଘଟଣା ଘଟିବ ଓ ଲୋକମାନେ ଦେଶ ଛାଡି ବିଦେଶ କୁ ଚାଲିଯିବେ
ଗଙ୍ଗା ନଦୀ କୂଳ ରେ ଲାଷ୍ଟ ୱାର ହେବ । ଯେପରି ପୁରୀ ମନ୍ଦିର ସେହିପରି କାଶୀ ବିଶ୍ଵନାଥ ମଧ୍ୟ ତାଙ୍କ ନଜର ରେ ଅଛି । ଯଦି ଲେଖା ଯାଇଥାନ୍ତା କୌଣସି
ନଈ କୂଳ ରେ ହେବ ତାହେଲେ ସେ କହିଥାନ୍ତି ଅଯୋଧ୍ୟା
ଯେହେତୁ ଲେଖା ଯାଇଅଛି ଗଙ୍ଗା ନଦୀ କୂଳ ରେ ତେଣୁ ସେ କହିଛନ୍ତି କାଶୀ ବିଶ୍ଵନାଥ ରେ ହେବ ଲାଷ୍ଟ୍ ୱାର । ଯୁଦ୍ଧ ସରିବା ପରେ ଭାରତ ରେ କୌଣସି ବିଦେଶୀ ରହିବେ ନାହିଁ । ଦେଶ ଛାଡି ଦେବେ କିମ୍ବା ତଭା ହୋଇଯିବେ। ସେମାନେ ଜାଣିଛନ୍ତି ଯେ ସେ ଏଠି ସୁରକ୍ଷିତ।
ପାଞ୍ଚ ଦଶ ଗାଁ ରେ ଜଣେ ବ୍ୟକ୍ତି ରହିବ। ଲୋକ ମାନେ ଲୋକ ମାନଙ୍କୁ ଖୋଜୁଥିବେ କିଏ ଗୋଟେ ମିଳନ୍ତା କି ଟିକେ କଥା ହେବା ପାଇଁ। ପୁରା ସବୁ ଯାଗା ରେ ବିରଳ ହୋଇ ଯିବ ଜନ ଜୀବନ। ଜାତି ବର୍ଣ୍ଣ ଲିଙ୍ଗ ର ଅନ୍ତ ଘଟିବ ସମସ୍ତେ ଏକ ହୋଇ ଯିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.