Movie prime

ପାଖେଇ ଆସୁଛି ବିପଦ ସମୟ ରଡ଼ି ଦେବେ କଲିକତା କାଳୀ ଦେଖନ୍ତୁ କେମିତି ହବ ସଂହାର କଣ କହୁଛି ମାଳିକା

 
Malika
ନମସ୍କାର ପାଠକ ବନ୍ଧୁ ଗଣ। ଆପଣ ମାନେ ଜାଣିବେ ଆଜି ସନାତନ ଧର୍ମ ଓ କଲିକତା ରେ କାଳୀ ରଡ଼ି ଦେବେ ସେ ବିଷୟ ରେ। ପୂର୍ବ ଦିଗ ସମର ଭୂମୀ ହେବ । ଚଣ୍ଡୀ ଚାମୁଣ୍ଡା ମେଳା ମେଳା ହୋଇ ଥିବେ । ଆଗକୁ ଏମିତି ସମୟ ଆସିବ ଏ ରଥ ସିନା ଚାଲିଛି କିନ୍ତୁ ସନାତନ ଧର୍ମ ଧ୍ଵଜା ଉଡ଼ିବ।
ପଞ୍ଚ ସଖା ସମସ୍ତ ଏଖାଟି ହେବେ ଓ ସେ ମା କାଳୀ ସେଠୀ ରଡ଼ି ଦେଇ ଏଠାକୁ ଆସିବେ । ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କହିଛନ୍ତି ଅନାଦି ଙ୍କ କଳି ରେ ଯୋଗମାୟା ଙ୍କ ର ଖେଳ କଣ ହେବ 
ଯେତେ ବେଳେ ଘୋର କଳି ଆସିବ ସେତେବେଳେ ମହାଚଣ୍ଡୀ ଆସିବେ ଓ ମହାଗୋଳ କଣ୍ଡର ଲାଗିବ।
ଯୋଗମାୟା ଆସିବେ। ଯୋଗମାୟା ଆସିବାରେ ମହାପ୍ରଭୁ ଜଗନ୍ନାଥ ମା ଆଦିଶକ୍ତି ଙ୍କୁ ଆଦେଶ ଦେବେ। ପୃଥିବୀ ପୃଷ୍ଠରେ ଚତୃଦିଗ ମାଡ଼ି ବସିବେ ଚଣ୍ଡୀ ଚାମୁଣ୍ଡା ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଏ କଥା କହିଛନ୍ତି।
ମା ଝଙ୍କଡ ସାରଳା ଆଜ୍ଞ ଦେବେ ଓ ସେମାନେ ବିଜୟ ଯାତ୍ର କରିବା କୁ ଯିବା ପୂର୍ବ ରୁ ମହାପ୍ରଭୁ ଙ୍କୁ ଦର୍ଶନ କରିବେ। ଏମିତି ଏକ ସନ୍ଧି ସମୟ ଆସିବ ଯାହା କି ଦେଶ ବିଦେଶ ର ଲୋକ ପଞ୍ଚ ସଖା ଙ୍କୁ ଖୋଜିବେ। ସେହି ସମୟରେ ପଞ୍ଚ ସଖା ଙ୍କ ଏକ ରଥ ସଜା ହେବ। ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ ଓ ଶିଶୁ ଅନନ୍ତ।