Movie prime

ପୋଥିରେ ମିଳିଲା ନୂଆ ସଂକେତ ଆସୁଛି ପ୍ରଳୟ ଦେଖନ୍ତୁ କେବେ ହେବ ସଂହାର କଣ କହୁଛି ମାଳିକା କଣ ମିଳିଲା ତଥ୍ୟ

 
Malika bachana
ନମସ୍କାର ପାଠକ ବନ୍ଧୁ ଗଣ।ଶ୍ରୀ ହରିହର ଦାସ ମାଲିକ ବଚନ ରେ ଉଲ୍ଲେଖ ହୋଇଥିବା ଘଟଣା ବିଷୟରେ କିଛି କହିଛନ୍ତି।ପୋଥି ରୁ ମଧ୍ୟ ସଙ୍କେତ ମିଳିଛି।ତାହା ଶ୍ରୀ ହରିହର ଦାସ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା ଶ୍ରୀ ହରି ଦାସ କଣ କହିଛନ୍ତି।
ବହୁତ ଥର ଗବେଷକ ମାନଙ୍କ ଗବେଷଣା ଭୁଲ ହେଉଛି।
ଯେତେବେଳେ ଦାରୁ ବ୍ରହ୍ମ ପ୍ରତିଷ୍ଠା ହେବା ରେ ଥିଲା ସେତେବେଳେ ବହୁତ ଦାରୁ ବ୍ରହ୍ମ ଦେଖିଥିଲେ । କିନ୍ତୁ ଦାରୁ ଚୟନ କରି ପାରିଲେ ନାହିଁ । ବିଭିନ୍ନ ମାଳିକା ରେ ବିଭିନ୍ନ କଥା ଉଲ୍ଲେଖ ରହିଛି କିନ୍ତୁ ତାକୁ ଗ୍ରହଣ କରିନଥିଲେ । ସେତେବେଳେ ସେ ଚିନ୍ତା କରିଥିଲେ କେଉଁ ଦାରୁ ପ୍ରତିଷ୍ଠା କରିବେ।
ଯେଉଁ ଦିନ ଦାରୁ ପ୍ରତିଷ୍ଠା ହେଲା ସେହି ଦିନ ଗୋଟେ ପିଲା ଏକ ବହି ନେଇ ଆସିଲା ଓ ସେଥିରେ ଲେଖା ଥିଲା ଯେଉଁ ଦିନ ଦାରୁ ପ୍ରତିଷ୍ଠା ହେବ ସେହି ଦିନ ନେମାଳ ରେ ବଡ଼ ପର୍ବ ପାଳନ ହେଉଥିବ। ଶ୍ରୀ ମନ୍ଦିର ରେ ବଡ଼ ଧ୍ଵଜା ଉଡୁ ଥିବ । ଅଚ୍ୟୁତ ବାଣୀ ରେ ମଧ୍ୟ ଏହି କଥା ଅଛି। ସେହି ଦିନ ହିଁ ଦାରୁ ଛେଦନ ହେବ।
ପଞ୍ଚ ସଖା ଯାହା ଲେଖି ଦେଇ ଯାଇ ଛନ୍ତି ତାହା ହିଁ ଘଟୁଛି ଆଉ ତାହା ହିଁ ଘଟିବ। ଯାହା ସେ ଲେଖିଯାଇଛନ୍ତି ତାହା ଘଟିଯାଉ ତା ପରେ ପ୍ରକାଶ କରାଯିବ ଓ ଘଟିଗଲା ପରେ ହିଁ ପ୍ରକାଶ ପାଇଛି।
ପ୍ରାୟ ପୋଥି ନଷ୍ଟ ହୋଇଯାଇଛି। ଆଉ ଯାହା ପୋଥି ଅଛି ତାହା ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇ ନାହିଁ। ମାଳିକା ବଚନ କଦାପି ଅନ୍ୟଥା ହେବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.