Movie prime

ବାଜିଲାଣି କାଳ ଘଣ୍ଟି ଶେଷ ହେବ କଳିଯୁଗ ଦେଖନ୍ତୁ କେମିତି ଏବଂ କେବେ ହେବ ସଂହାର କଣ କହୁଛି Malika ଦେଖନ୍ତୁ ମାଳିକା ରେ ଲୁଚିଅଛି ଏହି ରହସ୍ୟ

 
Malika
ମାଳିକା ବଚନ ଏହା କୁ କିଛି ଲୋକ ବିଶ୍ୱାସ କରୁଥିଲା ବେଳେ କିଛି ଲୋକ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ଦେଖା ଯାଉଛି ଯେ ପ୍ରାୟ ତ ମାଳିକା ବଚନ ସବୁ ସତ ରେ ପ୍ରତିଫଳିତ ହେଉଛି। ସେଥି ପାଇଁ ଲୋକେ ମଧ୍ୟ ଏହା କୁ ବିଶ୍ୱାସ କରୁଛନ୍ତି। ତେବେ ଆଜିର ଏହି ମାଳିକା ବଚନ ରେ ଆମେ ପୁରୀ ଶ୍ରୀ ମନ୍ଦିର ବିଷୟରେ ଚାଲନ୍ତୁ ଜାଣିବା।
ଶ୍ରୀକ୍ଷେତ୍ର ସହ ଋଷ୍ ର ସମ୍ବନ୍ଧ ବିଷୟରେ କହିବାକୁ ଯାଇ ପଣ୍ଡିତ କହିଥିଲେ ଯେ ଋଷ ଜଗନ୍ନାଥ ଙ୍କୁ ନେଇଯିବ ବୋଲି ମାଳିକା ରେ ଲେଖା ଅଛି। କରଣ ଜଗନ୍ନାଥ ଙ୍କ ଯେଉଁ ବ୍ରହ୍ମ ଅଛି ତାହାକୁ ନେଲେ ସେ ସାରା ସଂସାର ରେ ଶ୍ରେଷ୍ଠ ହେଇଯିବ। ଆଉ ମଧ୍ୟ ଲେଖା ଅଛି ଋଷ ପାରାଦ୍ଵୀପ ବନ୍ଦର ଦେଇ ଆସିବ ଏବଂ ନନା ମାନଙ୍କୁ ସ୍ଵର୍ଣ୍ଣ ମୁଦ୍ରା ଦେଇ ମୋହିତ କରିଦେବ । ତତ୍ପରେ ବ୍ରହ୍ମ କୁ ନେଇ ଚାଲିଯିବ ବୋଲି ଲେଖା ଅଛି।
ତତ୍ପରେ କଲିକତା ରେ ସିଆଲ୍ଡ଼ା ଷ୍ଟେସନ ରେ ପାଗଲା ଇଞ୍ଜିନ ଅଛି। ସେଥିରେ ସେ ଜଗନ୍ନାଥ ଙ୍କୁ ନେଇ ଯାଉଥିବା ସମୟରେ ଶ୍ରୀ ଜଗନ୍ନାଥ ଯେଉଁ ବଗିରେ ଥିବେ ସେ ବାଗିଟି ଛିଡ଼ିଯିବ ଏବଂ ଆସି ଛତିଆ ରେ ଲାଗିବ। ସେଠାରେ ମହାପ୍ରଭୁ ସାତ ଦିନ ଧରି ଲୀଳା ଖେଳା କରିବେ। ସେତେ ବେଳେ ସେଠାରେ ସବୁ ଭକ୍ତ ମାନେ ଯାଇ ମେଳ ହେବେ। ପୃଥିବୀ ର ଅବସ୍ଥା ସେତେବେଳେ ପୁରା ଖରାପ ହୋଇଯାଇଥିବ।
ଏବଂ ଏଭଳି ସମୟ ଆସିବ ସେ ପୁରୀ ଶ୍ରୀ ମନ୍ଦିର ମଧ୍ଯ ରେ ସେବକ ଜଣକ ମଧ୍ଯ ରୁ ଜଣେ ର-କ୍ତ ପାତ ହୋଇ ଜନକର ମୃ- ତ୍ୟୁ ହେବ। ଏବଂ ଏହା ହେଉଛି ଶେଷ ସମୟ ର ଲକ୍ଷଣ। ତେବେ ସେହି ସମୟ ହିଁ ହେଉଛି ପୃଥିବୀ ର ଶେଷ ସମୟ। କେବଳ ଭକ୍ତ ମାନଙ୍କୁ ଛାଡି ଦେଲେ ଆଉ କେହି ବଞ୍ଚି ରହିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.