Movie prime

Malika bachana - ଡାକ ଦେଲେଣି ମା ମଙ୍ଗଳା ଶୀଘ୍ର ଶେଷ ହେବ କଳିଯୁଗ ଆଉ ରକ୍ଷା ନାହିଁ

 
Devotional news
ତେବେ ଏନେଇ ମାଳିକା ବିଶେଷଜ୍ଞ ଦିବାକର ଦାସ ମାଳିକା ବଚନ କହିଛନ୍ତି । ସେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ। ଅମାବାସ୍ୟା ଦିନ ଧ୍ଵଂସ ହେବ ପୃଥିବୀ। ଦର୍ଶକ ବନ୍ଧୁ ପାଞ୍ଚସଖା ଯାହା ସବୁ ଲେଖିଯାଇଛନ୍ତି ବର୍ତ୍ତମାନ ସମୟରେ ତାହା ଗୋଟି ଗୋଟି ସତ୍ୟ ହେବାକୁ ଲାଗିଛି। ତେବେ କଳିଯୁଗର ଶେଷ ପର୍ଯ୍ୟାୟରେ ଦେଖିବାକୁ ମିଳିବ ଅନେକ କିଛି ସଙ୍କେତ। 
ଖାଲି ପଞ୍ଚସଖା ନୁହଁନ୍ତି ପଞ୍ଚସଖାଙ୍କୁ ମିଶେଇ ଦେଇ ୧୭ର ଜଣ ମହାପୁରୁଷ ଆଉ ବାବା ବେଙ୍ଗା ମଧ୍ୟ ସେହି ସବୁ କଥା କହିଥିଲେ। କଳିଯୁଗ ଶେଷ ପର୍ଯ୍ୟାୟରେ ଦେଖିବାକୁ ମିଳିବ ଅନେକ କିଛି ସଙ୍କେତ। ଚାରିଧାମରୁ ମିଳିବ ସଙ୍କେତ। ଚାରିଧାମର ଶ୍ରେଷ୍ଠ ଧାମ ପୁରୀ। ପୁରୀ ଜଗନ୍ନାଥ ଧାମରେ ଦେଖିବାକୁ ମିଳିବ ନକାରାତ୍ମକ ଅନେକ କିଛି ସଙ୍କେତ। ସାତ ଦିନ ସାତ ରାତି ଅନ୍ଧାର ବି ହେବ ଋତୁଚକ୍ର ବଦଳିଯିବ। ଆଉ ସବୁକିଛି ପ୍ରକୃତିର ବିପରୀତ ହେବ। ଆଉ ଏବେ ଆସନ୍ତୁ ଶୁଣିବା ବାବା ଦିବାକର ଦାସଙ୍କ ଠାରୁ ଚଞ୍ଚଲ୍ୟକର ତଥ୍ୟ। ମା ମଙ୍ଗଳା ଡାକଦେଉଛନ୍ତି ଯେ ଅମାବାସ୍ୟା ଦିନ କଳିଯୁଗ ହେବ ଶେଷ। 
ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ଅଧା ଗାଢ଼ ଦିଁଅ ଅମାବାସ୍ୟା ଦିନ ପୂର୍ଣ୍ଣ ରୂପରେ ଦର୍ଶନ ଦେବେ ଭକ୍ତ ମାନଙ୍କୁ। ବନ୍ଧୁଗଣ ମନେ ରଖନ୍ତୁ ଯେ ପର୍ଯ୍ୟନ୍ତ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଅଧା ଗାଢ଼ ଦିଁଅ ରତ୍ନସିଂହାସନ ଉପରେ ସେ ପୁର୍ନରବ୍ରହ୍ମ ପୂଜା ପାଉଥିବେ କଳିଯୁଗ ସେ ପର୍ଯ୍ୟନ୍ତ ଶେଷ ପାଇବନାହିଁ। ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି ଯେଉଁ ଦିନ ସାତରାତି ସାତଦିନ ଅନ୍ଧାକାର ହେବ ସେଇଦିନ ବିଭିନ୍ନ କଥା ଶ୍ରୀ ମନ୍ଦିରରେ ହେବ ବିଚାର। ଯେ ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ଜଗନ୍ନାଥ ମହାପ୍ରଭୁ ଅଧା ଗାଢ଼ ଦିଁଅ ପୂଜା ପାଉଛନ୍ତି ସେ ପର୍ଯ୍ୟନ୍ତ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ କଳିଯୁଗ ଶେଷ ହେବ ନାହିଁ।
ତେବେ ଆପଣ ମାନଙ୍କୁ କହି ରଖୁଛୁ ଏକ ଗୃଢ଼ରହସ୍ୟ ମହାପ୍ରଭୁଙ୍କର ଯେଉଁ ଦାରୁ ବିଗ୍ରହ ହେବ ତାହା ବାଲିଆପାଳରେ ହିଁ ଗୁପ୍ତ ରୂପରେ ଦାରୁ ପୂଜା ପାଉଛନ୍ତି। ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ ବାହାରିବ ପୁଣି ବାର ହାତଖଣ୍ଡା ଏବେ ବି ଯୋଉ ପୂଜା ପାଉଛନ୍ତି ତାହା ବାଲିଆପାଳରୁ ହିଁ ବାହାରିବ ବୋଲି ତଥ୍ଯ ମିଳିଛି। ତେବେ ମହାପୁରୁଷ ମାନଙ୍କ କହିବା ଅନୁସାରେ ଅମାବାସ୍ୟା ଦିନ କଳିଯୁଗ ଶେଷ ହେବ ବା ଧ୍ଵଂସ ହେବ ପୃଥିବୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.