Movie prime

ଦେଖନ୍ତୁ ବର୍ତ୍ତମାନ ଚର୍ଚ୍ଚାରେ ନୋଷ୍ଟାଡ୍ରମସ ଙ୍କ ଭବିଷ୍ୟତ ବାଣୀ ଏହି ସବୁ ଘଟଣା ଘଟିଲେ ଜାଣିବ ଆଉ ଅଳ୍ପ ଦିନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଳିକା ବଚନ ଦିନକୁ ଦିନ ସତ୍ୟ ପ୍ରତୀତ ହେବାରେ ଲାଗିଛି।
ସେଥିପାଇଁ ଖାଲି ଓଡ଼ିଶାର ଲୋକ ମାନେ ନୁହେଁ ବରଂ ସାରା ଭାରତବାସୀ ମଧ୍ଯ ଧୀରେ ଧୀରେ ଏହି ମାଳିକା ବଚନ ଉପରେ ବିଶ୍ଵାସ କରିବାକୁ ଲାଗିଲେଣି।
ଦିନ ପରେ ଦିନ ମଧ୍ୟ ଏହି ମାଳିକା ବଚନ ସତ୍ୟ ହୋଇ ଚାଲିଛି। ତେବେ ଆଜି ଆମେ ୨୦୨୩ ସମ୍ପର୍କ ରେ ଜାଣିବା।
ଏପଟେ ମାଳିକା ବଚନ ସତ୍ୟ ବିବେଚିତ ହେବାରେ ଲାଗିଛି ତ ସେପଟେ ପାଶ୍ଚାତ୍ୟ ନୋଷ୍ଟ୍ରାଡମସ୍ ଯାହା କହିଛନ୍ତି ତାହା ମଧ୍ୟ ଧୀରେ ଧୀରେ ସତ୍ୟ ପ୍ରତୀତ ହେବାରେ ଲାଗିଛି।
ଆଜି ଆମେ ଜାଣିବା ବାବା ବେଙ୍ଗା ଓ ପାଶ୍ଚାତ୍ୟ ନୋଷ୍ଟ୍ରାଡମସ୍ କଣ କହି ଦେଇ ଯାଇଛନ୍ତି।ନୋଷ୍ଟ୍ରାଡମସ୍ ଙ୍କ ଭବିଷ୍ୟ ବାଣୀ ଅନୁସାରେ ପୃଥିବୀ ଉପରେ ଏକ ବହୁତ ବଡ଼ ଉଲ୍କା ପିଣ୍ଡ ପଡ଼ିବାକୁ ଯାଉଛି।
ଏବଂ ପଞ୍ଚସଖା ମାନେ ମଧ୍ଯ ଏହି କଥା ଉପରେ ଗୁରୁତ୍ବ ଆରୋପ କରିଛନ୍ତି।
ଏବଂ ଦରଦାମ ବୃଦ୍ଧି ହେବା ସହିତ ବଡ଼ ଦେଶ ଛୋଟ ଦେଶ ମାନଙ୍କ ଉପରେ ଜୈବିକ ହତିଆର ପ୍ରୟୋଗ କରିବ ବୋଲି ମଧ୍ୟ କହିଛନ୍ତି।
ଶସ୍ୟ ସମସ୍ୟା ମଧ୍ୟ ଦେଖା ଦେବ। ଏବଂ ୨୦୨୩ ରେ ଏଭଳି ବିକଟାଳ ପରିସ୍ଥିତି ହେବ କି ମଣିଷ ହିଁ ମଣିଷ କୁ ଖାଇବା।
ଶୁଣିଲେ ଏକଥା କୁ ଡର ଲାଗୁଛି ମାତ୍ର ଏକଥା ଗୁଡିକ ମଧ୍ୟ ଘଟିବ ବୋଲି ମହାପୁରୁଷ ମାନେ ଲେଖି ଦେଇ ଯାଇଛନ୍ତି।
ନୋଷ୍ଟ୍ରାଡମସ୍ ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୩ ରେ ଉତ୍ତାପ ମଧ୍ୟ ବୃଦ୍ଧି ପାଇବ। ଏବେ ଯେଉଁଭଳି ଉତ୍ତାପ ଦେଖା ଯାଉଛି ବୋଧ ହୁଏ ପାଞ୍ଚ ଛଅ ଡିଗ୍ରୀ ମଧ୍ୟ ବଢିଯିବ।
ଏବଂ ଦେଶ ମଧ୍ୟରେ ଗୃହ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇ ଯିବ। ଏବଂ ୨୦୨୩ ରେ ଏଭଳି ସବୁ ଘଟଣା ଘଟିବ ବୋଲି କୁହା ଯାଇ ଅଛି। ତେବେ ଦେଖିବାର ଅଛି ଏହି ଘଟଣା ଗୁଡ଼ିକ ସତ୍ୟ ପ୍ରତୀତ ହେଉଛି ନା ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.