Movie prime

ରାବଣ ଏହି ଜାଗାରେ କରିଥିଲା ସ୍ୱର୍ଗକୁ ଯିବାପାଇଁ ସିଡି ଦେଖନ୍ତୁ କେଉଁଠି ଏହି ସ୍ଥାନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଆପଣମାନେ ସମସ୍ତେ ଅନେକ ପ୍ରକାରର ଆଧ୍ୟାତ୍ମିକ, ପୌରାଣିକ ଏବଂ ଅନେକ ପ୍ରକାରର ଖବର ଜାଣି ପାରୁଥିବେ ।
ଆଜିକା ଦୁନିଆରେ ଲୋକମାନେ ଅନେକ ପ୍ରକାରର ଖବର ଦେଖିବାକୁ ବା ଜାଣିବାକୁ ତାଙ୍କୁ ସୋସିଆଲ ମିଡ଼ିଆ ସାହାଯ୍ୟ କରିଥାଏ ।
ରାମାୟଣ ବିଷୟରେ ଆପଣମାନେ ତ ଅନେକ କଥା ଜାଣିଥିବେ । ଭଗବାନ ରାମଙ୍କୁ ଆପଣ ବିଶ୍ବାସ କରୁଥିଲେ ଆପଣଙ୍କୁ ରାବଣକୁ ମଧ୍ୟ ବିଶ୍ଵାସ କରିବାକୁ ପଡ଼ିବ । ରାବଣ ଜଣେ ମହାଜ୍ଞାନୀ ଥିଲେ ।
ସେ ମହାପଣ୍ଡିତ ଥିଲା । ରାବଣର ସ୍ବପ୍ନ ଥିଲା ସେ ସ୍ବର୍ଗ ପର୍ଯ୍ୟନ୍ତ ଯିବାକୁ ସିଡି ବନାଇବ । ଆଉ ଯାହାଦ୍ଵାରା ସବୁ ଅସୁର ସ୍ବାର୍ଥ ଲୋକକୁ ଯାଇପାରିବେ ।
ଏଭଳି ଅନେକ କଥା ରାମାୟଣରେ ଲିପିବଦ୍ଧ ହୋଇଛି । ଏହି ବିଷୟରେ ଆମେ ସବୁ କଥା ଜାଣିପାରିବା ଏହି ଭିଡିଓ ମାଧ୍ୟମରେ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଏହି ସିଡି କେଉଁଠାରେ ଅଛି ଆଉ ଏହା ଏବେ ଅଛି କି ନାହିଁ ଏହିକଥା ସବୁ ଏହି ଭିଡ଼ିଓରେ ଆପଣମାନେ ଜାଣିପାରିବେ । 
ରାବଣ କରିଥିବା ସ୍ୱର୍ଗକୁ ସିଡି ଏବେ ହିମାଚଳ ପ୍ରଦେଶର ସର୍ମାନ ଜିଲ୍ଲାର ନାହାରରୁ ୭ କିଲୋମିଟର ଦୂରରେ ଏକ ଶିବ ମନ୍ଦିର ଅଛି ଯାହାକୁ ପୋଡ଼ିୱାଲା ମନ୍ଦିର କୁହାଯାଏ ।
ଏହି ମନ୍ଦିରରୁ ରାବଣ ସିଡିର ଆରମ୍ଭ କରିଥିଲା । ଏହିଠାରେ ରାବଣ ଭଗବାନ ଶିବଙ୍କର ତପସ୍ୟା କରିଥିଲା । ଆଉ ଶିବ ଭଗବାନଙ୍କୁ ରାବଣ ଅମର ହେବାର ବର
ଏବଂ ସ୍ୱର୍ଗକୁ ସିଡି କରିବା ପାଇଁ ବର ମାଗିଲା । ଭଗବାନ ଶିବ କହିଲେ ୫ ଦିନରେ ୫ ଗୋଟି ପୋଡ଼ି ତିଆରି କରିଲେ ତୁମେ ଅମର ହୋଇଯିବ ।ଆଉ ସିଡି ମଧ୍ୟ ହୋଇଯିବ । 
ସେ ପ୍ରଥମ ପୋଡ଼ି ହିମାଚଳ ପ୍ରଦେଶରେ, ତାପରେ ପୋଡ଼ିୱାଲା ମନ୍ଦିରରେ ଏଭଳି ସେ ଗୋଟିଏ ଦିନରେ ୪ଟି ପୋଡ଼ି ନିର୍ମାଣ କରିଲା । ତାକୁ ଭଗବାନ ସବୁ ମିଶି ଆଳସ୍ୟ ଦେଇଥିଲେ ଆଉ ଏହାପରେ ସେ ଆଉ ଗୋଟିଏ ପୋଡ଼ି କରିପାରିଲେ ନାହିଁ ।
ଆଉ ଏହି କାରଣରୁ ତାଙ୍କର ଅମର ହେବା ଏବଂ ସ୍ୱର୍ଗକୁ ସିଡି କରିବା ସ୍ୱପ୍ନରେ ରହିଗଲା । ଆଉ ଏହି କଥାରୁ ଶିକ୍ଷା ପାଇଲେ କି ଆଜି କାମ ଆଜି କରିବ । କୌଣସି କାମକୁ ବାକି ରଖିବ ନାହିଁ । ଏବେ ଏହି ଭିଡିଓ ଭାଇରାଲ ହେଉଛି ।