Movie prime

ଏଥର ସୂର୍ଯ୍ୟ ପରାଗରେ ଏମିତି ରହିବ ରାଶି ମାନଙ୍କ ଉପରେ ପ୍ରଭାବ ଜାଣନ୍ତୁ କେଉଁ ରାଶି ଉପରେ କେମିତି ରହିବ ପ୍ରଭାବ

 
Viral News

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୂର୍ଯ୍ୟପରାଗ ଆଉ ଚନ୍ଦ୍ରଗ୍ରହଣ ବିଷୟରେ ତ ଜାଣିଥିବେ । ଏହି ଘଟଣାକୁ ନେଇ ଏବେ ଆସିଛି ଆଉ ଏକ ବଡ ଖବର ।

ଏମିତି କିଛି ସୂଚନା ମିଳିଥାଏ କି ସୂର୍ଯ୍ୟପରାଗ ସମୟରେ ଲୋକମାନେ ଅନେକ ପ୍ରକାରର ବରଣରେ ରହିଥାନ୍ତି ।

ଆଉ ଏହି ଭିଡିଓରେ ଆପଣମାନେ ସେମିତି କିଛି ଘଟଣା ବିଷୟରେ ଜାଣିବାକୁ ପାଇବେ । ଆପଣମାନେ ତ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି କିଛି ଭିଡିଓ ଏବେ ସୂର୍ଯ୍ୟ ପରାଗକୁ ନେଇ ଆସିଛି ।

ଏହି ସୂର୍ଯ୍ୟ ପରାଗରେ ଅନେକ କିଛି ରାଶିମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଆଉ କେଉଁ କେଉଁ ରାଶି ଏହି ସୂର୍ଯ୍ୟ ପରାଗରେ ପ୍ରଭାବିତ ହେବେ ସେହି ବିଷୟରେ ଆମେ ଏହି ଭିଡିଓ ମାଧ୍ୟମରେ ଜାଣିବା ।
ଏବେ ଯେଉଁ ସୂର୍ଯ୍ୟପରାଗ ପଡ଼ିବାକୁ ଯାଉଛି ଏହା ଦିପାବଳୀ ଅମାବାସ୍ୟାରେ ପଡ଼ିବ ବୋଲି ସୂଚନା ମିଳିଛି । ଦିପାବଳୀକୁ ସମସ୍ତେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ଆଉ ଏହି କଥା ଆପଣମାନେ ସମସ୍ତେ ଜାଣିଥିବେ । ଏବେ ଦିପାବଳୀ ଅମାବାସ୍ୟାରେ ଏହି ସୂର୍ଯ୍ୟପରାଗ ପଡ଼ିବାକୁ ଯାଉଛି ।
ଆଉ ସେଥିପାଇଁ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି ଯଦି ସୂର୍ଯ୍ୟପରାଗ ପଡୁଛି ଆଉ ତାହେଲେ ଆମେ ଦିପାବଳୀ ଅମାବାସ୍ୟା କିପରି କରିବା । ସୂର୍ଯ୍ୟପରାଗ ମଙ୍ଗଳବାର ଦିନ ଲାଗୁଥିବ ଆଉ ସୋମବାର ଦିନ ପାକ ତ୍ୟାଗ ଅଛି । ସେଦିନ ରୋଷେଇ ବନ୍ଦ ଅଟେ ।
ଏହି ସୂର୍ଯ୍ୟପରାଗ ସନ୍ଧ୍ୟା ୬ ଘଣ୍ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷ ହେବ । ତାପରଦିନ ଆପଣ ସ୍ନାନ କରି ପୂଜାର୍ଚ୍ଚନା କରିପାରିବେ । ଆଉ ଆପଣ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇପାରିବେ । ଆପଣ କଠିନ ଜିନିଷ ନଦେଇ ଫଳମୂଳ ଦେଇପାରିବେ ।
୧୨ଟି ରାଶି ପୂର୍ବରୁ କେତୋଟି ରାଶି ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ମେଷ ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି, କୁମ୍ଭ ରାଶି, ମୀନ ରାଶି ପାଇଁ ଏହି ସୂର୍ଯ୍ୟପରାଗ ଅଶୁଭ ଅଟେ ।
ଆଦ୍ରା ନକ୍ଷତ୍ର ୬, ଅଶ୍ଳେଷା ନକ୍ଷତ୍ର ୯, ସ୍ଵାତୀ ନକ୍ଷତ୍ର ୧୫, ଜ୍ୟେଷ୍ଠ ନକ୍ଷତ୍ର ୧୮, ବିଶ୍ଵାମିତ୍ର ନକ୍ଷତ୍ର ୨୪, ରେବତୀ ନକ୍ଷତ୍ର ୨୭ ଏହି ନକ୍ଷତ୍ରମାନଙ୍କ ପାଇଁ ଏହା ଅଶୁଭ ଅଟେ ।
ଏହି ରାଶି ଏବଂ ନକ୍ଷତ୍ରର ଲୋକମାନେ ସତର୍କ ରୁହନ୍ତୁ । ଏହିସବୁ କଥା ଜଣେ ଜ୍ୟୋତିର୍ବିଦ କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।