Movie prime

ହେ ମଣିଷ ଆମଠୁ କିଛି sikh- ଦେଖନ୍ତୁ ପଶୁ ପଶୁ ଙ୍କ ଭିତରେ ସମ୍ପର୍କ କେମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ଯୁଗରେ ମଣିଷ ପଣିଆ କଣ କେହି ହୁଏତ ଜାଣିନଥିବେ । ଆଉ ଲୋକମାନେ ତ ମଣିଷ ପଣିଆ କଣ ଭୁଲି ଗଲେଣି ।ଆଉ ଏହି ସ୍ୱାର୍ଥପର ଦୁନିଆରେ ମଣିଷମାନେ ସବୁବେଳେ ନିଜ ସ୍ବାର୍ଥ କଥା ଚିନ୍ତା କରୁଛନ୍ତି । ଆଉ ମଣିଷ ପଣିଆ ସତେ ଯେମିତି କୁଆଡେ ଗାୟବ ହୋଇଯାଇଛି । ଆଉ ଏହି ସ୍ୱାର୍ଥପର ଦୁନିଆଁରେ ଭାଇ ଭାଇକୁ ବି ଛାଡୁନାହିଁ ।
ଆଉ ଏହି ସମାଜରେ ମହିଳା ହେଉ ବା ପୁରୁଷ ନିଜର ଦେହର ଭୋକ ମେଣ୍ଟାଇବା ପାଇଁ ନିଜ ପରିବାର ସ୍ତ୍ରେ, ସ୍ବାମୀ ଆଉ ଛୁଆଙ୍କୁ ଛାଡ଼ି ଦେଉଛନ୍ତି । ଆଉ ଆଜିକା ଯୁଗରେ ସତେ ଯେମିତି ଏହି ଘଟଣା ବହୁତ ମାତ୍ରାରେ ଘଟିବାରେ ଲାଗିଛି । ଆଉ ଏମିତି ଅନେକ ଘଟଣା ଏବେ ସୋସିଆଲ ମିଡିଆରେ ଆପଣମାନେ ଦେଖୁଥିବେ । ଆଉ ଲୋକମାନେ ନିଜ ସଂପର୍କର ଡୋରିକୁ ମଧ୍ୟ ଭୁଲି ଯାଉଛନ୍ତି ।
ସୋସିଆଲ ମିଡିଆରେ ଏମିତି ଏକ ଘଟଣା ଏବେ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ବନ୍ୟ ପଶୁମାନେ ନିଜ ନିଜ ଭିତରେ ଏତେ ଆନ୍ତରିକତା ଆଉ ନିଜର ପଣ ଆଣୁଛନ୍ତି ଯାହାକୁ ଦେଖିଲେ ଏହି ମାନବ ସମାଜ ଆଶ୍ଚର୍ଯ୍ୟ ହେବା ସହ ତାର ମନରେ ଅନେକ ପ୍ରକାରର ଭାବନା ମଧ୍ୟ ଆସିବ । ଆଉ ଏମିତି ଏକ ଘଟଣା ଏହି ଭିଡିଓ ମାଧ୍ୟମରେ ଆମେ ଦେଖିବାକୁ ପାଇବା । 
ଜଙ୍ଗଲରେ ସବୁଠାରୁ ହିଂସ୍ର ପ୍ରାଣୀ ହେଉଛି ବାଘ । ଆଉ ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେ ଗୋଟିଏ ସିମ୍ପାଞ୍ଜି ବାଘ ଛୁଆମାନଙ୍କୁ ଖେଳାଉଛି ଆଉ ଗେଲ ମଧ୍ୟ କରୁଛି । ଆଉ ସେମାନେ ଅଜ୍ଞାତ ପଶୁ ହେଲେ ମଧ୍ୟ ସମ୍ପର୍କର ମହତ୍ତ୍ଵ ବୁଝିଛନ୍ତି । ଆଉ ସେମାନେ ଏହି ମାନବ ଜାତିକୁ ଅନେକ କିଛି କଥା ଶିଖାଉଛନ୍ତି । ଆଉ ଏହି ମାନବ ଜାତି ଏହି ଅଜ୍ଞାତ ପଶୁମାନଙ୍କ ଠାରୁ କିଛି ଶିଖିବା ଉଚିତ୍ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.