Movie prime

ଶ୍ରୀମନ୍ଦିର ରୁ ଖସି ଥିବା ପଥର ଫୋଟୋ ହୋଇଗଲା ଲିକ୍ ଆପଣ ବି ଦେଖିଲେ ହେବେ ଆଶ୍ଚର୍ୟ୍ଯ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ମାଳିକା ବିଷୟରେ ଅନେକ ପ୍ରକାରର ଖବର ଆସୁଥିବାର ଦେଖିଥିବେ ।
ମାଳିକା ବଚନ କେବେବି ମିଥ୍ୟା ହୁଏ ନାହିଁ ।ଆଉ ମାଳିକା ଶ୍ରୀ ଅଚ୍ୟୁତାନନ୍ଦ ଦାସ ବହୁତ ବର୍ଷରୁ ଲେଖିଥିଲେ । ଏଥିରେ ଲେଖାଥିବା ସବୁ କଥା ସତ ହେଉଛି ।
ଆଉ ଏହା ଧୀରେ ଧୀରେ ପ୍ରମାଣ ବି ହେଉଛି । ପଞ୍ଚସଖାଙ୍କ ଲିଖିତ ମାଳ ମାଳ ହୋଇ ମାଳିକାର ଗ୍ରନ୍ଥ ଏହି ସତ୍ୟ ଘଟଣାର ପ୍ରମାଣ ଦେଇଥାଏ ।
କଳିଯୁଗର ଶେଷ ସମୟରେ ଶ୍ରୀମନ୍ଦିରରୁ ମିଳିବ ଅନେକ କିଛି ନକରାତ୍ମକ ସଂକେତ । ଆଖି ଯାହା ଦେଖିନଥିବ ଆଉ କାନ ଯାହା ଶୁଣି ନଥିବ ତାହା ଆପଣ ଶୁଣିବେ ଆଉ ଦେଖିବେ ।୨୦୨୦, ୨୦୨୧ ଆଉ ୨୨ ରେ ଆପଣମାନେ ଅନେକ କଥା ଶୁଣିଥିବେ ।
ଯାହା ହେଉଛି ଶ୍ରୀ ମନ୍ଦିର ଚକ୍ର ଉପରେ ମାଟିଆ ଚିଲ ଉଡ଼ିବା ଘଟଣା, ଆକାଶ ରକ୍ତ ବର୍ଣ୍ଣ ହେବା ଘଟଣା ଏବଂ ଶ୍ରୀମନ୍ଦିର ରୋଷ ଘର ଭାଙ୍ଗିବା ଘଟଣା, ଅନେକ ଥର ପଥର ଖାଇବା । ଆଉ ଏଭଳି ଅନେକ ଘଟଣା ଘଟିଥିଲା ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ପଥର ଖସିବା ବିଷୟରେ ଜାଣିପାରିବେ । ଅନେକ ସମୟରେ ପଥର ଖସିବ ବୋଲି ଜଣାପଡିଛି । ଏହି ଭିଡିଓରେ ମାଳିକା ବିଶେଷଜ୍ଞ ପୁଲିନ କୁମାର ପଣ୍ଡା ପଥର ଖସିବା ବିଷୟରେ ଅନେକ କଥା କହିଛନ୍ତି ।
ସେ କହିଛନ୍ତି ଏହି ପଥର ଅଁଳା ବେରିଣୀରୁ ଖସି ନାହିଁ । ସେ ଏହି ପଥରର ସ୍କେଚ ଜଣେ ଇଞ୍ଜିନିୟରଙ୍କ ଦ୍ଵାରା କରାଇଥିଲେ ।ସେ କହିଛନ୍ତି ଏହି ଅଁଳା ବେରା ତଳେ ଅନେକ ମୂର୍ତ୍ତି ଅଛନ୍ତି । ଏହି ଖସିଥିବା ପଥରର ଓସାର ୪ ଫୁଟ ଆଉ ଉଚ୍ଚତା ୩ ଫୁଟ ଅଟେ ।
ଏତେ ବଡ ପଥର ଖସିଲେ ଅନେକ ଅଂଶ ଭାଙ୍ଗି ଯାଇଥାନ୍ତା ।କିନ୍ତୁ ଏହା ଅଁଳା ଵେରାରୁ ପଡ଼ି ନାହିଁ ।ଆଉ ସେଥିପାଇଁ ଅନେକ ଜିନିଷ ନଷ୍ଟ ହୋଇନାହିଁ । ଲୋକମାନେ ବା ଅନେକ ବିଶେଷଜ୍ଞ କହୁଛନ୍ତି କି ଏହା ଅଁଳା ବେରାରୁ ଖସିଛି କିନ୍ତୁ ଏହା ସେଠାରୁ ଖସି ନାହିଁ ।
ଆଉ ଏହାର ସବୁ ପ୍ରମାଣ ଏହି ମାଳିକା ବିଶେଷଜ୍ଞ ଦେଉଛନ୍ତି । ଏହି ପଥର ଖାଇବା ଦିନ ସମୟରେ ହୋଇଥିଲା । ମାଳିକାରେ ଲେଖା ହୋଇଛି ମନ୍ଦିର ପଥର ଖସିବ । ଏହି ପଥର ପ୍ରଭୁ ହନୁମାନ ସେଠାରେ ରଖିଛନ୍ତି ବୋଲି ଏହି ବିଶେଷଜ୍ଞ କହୁଛନ୍ତି ।