Movie prime

ଶିବଙ୍କୁ ପୂଜା କଲାବେଳେ କରୁଛନ୍ତି କି ଏହି ସବୁ ଭୁଲ ଦେଖନ୍ତୁ ପୂଜା ସମୟରେ କଣ କରିବେ କଣ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ଦେବଦେବୀଙ୍କ ଭିଡିଓ ବି ଦେଖିଥିବେ ।
ଭଗବାନ ଶିବଙ୍କୁ ସମସ୍ତେ ଆରାଧ୍ୟ ଦେବତା ଭାବି ପୂଜା ପାଠ କରିଥାନ୍ତି । ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଅନେକ କିଛି ନିୟମ ବି ଅଛି ।
ଭଗବାନ ଶିବଙ୍କୁ ପୂଜା କରିଲେ ସେ ସମସ୍ତଙ୍କ ମନୋସ୍କାମନା ପୂରଣ କରନ୍ତି । ସେ ଭକ୍ତ ମାନଙ୍କୁ ବରଦାନ ମଧ୍ୟ ଦେଇଥାନ୍ତି ।
କଥାରେ ଅଛି କି ବା ବିଶ୍ବାସ ଅଛି ଭଗବାନ ଶିବଙ୍କୁ ପୂଜା କରିଲେ ଦୁଃଖ ଦୂର ହୋଇଥାଏ ଏବଂ ମନୋସ୍କାମନା ପୂରଣ ହୋଇଥାଏ । ପୂଜା ସମୟରେ ଭଗବାନ ଶିବଙ୍କ ଉପରେ ଭକ୍ତମାନେ ଅନେକ ପ୍ରକାରର ଜିନିଷ ଚଢ଼ାଇଥାନ୍ତି ।
ଆଉ ମନଧ୍ୟାନ ଦେଇ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଲେ ପ୍ରଭୁ ଭୋଳାନାଥ ସମସ୍ତଙ୍କର ମନୋସ୍କାମନା ପୂରଣ କରିଥାନ୍ତି । ଭଗବାନ ଯାହା ପୂଜାରେ ପ୍ରଶନ୍ନ ହୋଇଥାନ୍ତି ସେ ବହୁତ ଉପରକୁ ଉଠିଥାଏ । ଲୋକମାନେ ଅନେକ ପ୍ରକାରର ଜିନିଷ ଆଣି ଶିବ ଲିଙ୍ଗ ଉପରେ ଚଢ଼ାଇ ଥାଆନ୍ତି ।
କିନ୍ତୁ ଏଭଳି କିଛି ଜିନିଷ ଅଛି ଯାହା ଭଗବାନ ଶିବ ଲିଙ୍ଗ ଉପରେ ଚଢ଼ାଇବା ଉଚିତ୍ ନୁହେଁ ବା ଏହାକୁ ବାରଣ କରାଯାଇଛି । ମହାଦେବଙ୍କ ପାଖରେ କେବେ ଶଙ୍ଖ ରଖନ୍ତୁ ନାହିଁ ।
ଅନେକ କାରଣ ଅନୁଯାୟୀ ମହାଦେବ ଶିବ ଧ୍ୟାନ ମଗ୍ନରେ ରହୁଥିବାରୁ ତାଙ୍କୁ ଶଙ୍ଖ ପସନ୍ଦ ହୋଇନଥାଏ । ମହାଦେବଙ୍କୁ ତୁଳସୀ ପତ୍ର ଚଢ଼ାଯାଏ ନାହିଁ ।
କାରଣ ମହାଦେବ ତୁଳସୀଙ୍କ ପତି ଜଳନ୍ଧରଙ୍କୁ ବଦ୍ଧ କରିଥିଲେ । ଏହାପରେ ତୁଳସୀ ଅଭିଶାପ ଦେଇଥିଲେ କି ଯଦି କେହି ତାଙ୍କ ପତ୍ରକୁ ମହାଦେବଙ୍କ ପାଖରେ ଲଗାଇବ ତାହେଲେ ସେ କଷ୍ଟ ଭୋଗ କରିବ ।
ଆଉ ମଧ୍ୟ ମହାଦେବଙ୍କୁ କେବେବି କେତକୀ ଫୁଲ ଚଢ଼ାଯାଏ ନାହିଁ । କଥାରେ ଅଛି ଥରେ ଭଗବାନ ବ୍ରହ୍ମା ଭଗବାନ ଶିବଙ୍କୁ ମିଛ କହିଥିଲେ । ଆଉ ଏଥିରେ କେତକୀ ତାଙ୍କ ସାଥ ଦେଇଥିଲେ । ଏହାପରେ କେତକୀଙ୍କୁ ମହାଦେବ ଅଭିଶାପ ଦେଇଥିଲେ ।
ମାନ୍ୟତା ଅଛି କି ରାଶି ଭଳି ଜିନିଷର ଜନ୍ମ ବିଷ୍ଣୁଙ୍କ ମଳିରୁ ହୋଇଥିଲା । ଆଉ ସେଥିପାଇଁ ଏହା ମହାଦେବଙ୍କ ପାଖରେ ଲଗା ଯାଇନଥାଏ । ଭଗବାନ ଶିବ ବୈରାଗୀ ହୋଇଥିବାରୁ ତାଙ୍କ ପୂଜାରେ ହଳଦୀ,
କୁକୁଁମ ଏବଂ ସିନ୍ଦୂର ଚଢ଼ାଯାଏ ନାହିଁ । ଏହିସବୁ ଜିନିଷ ମହାଦେବଙ୍କ ପୂଜାରେ ଲାଗିଲେ ମହାଦେବ ରୁଷ୍ଟ ହୋଇଥାନ୍ତି ।