Movie prime

ମୃ-ତ୍ୟୁ ବେଳେ କର୍ଣ୍ଣ ଶ୍ରୀକୃଷ୍ଣ ଙ୍କୁ ପଚାରିଥିଲେ ମୋ ଦୋଷ କଣ ଏହା ଶୁଣି ଭଗବାନ Shree Krushna ଏହି ସୁନ୍ଦର ଉତ୍ତର ଦେଇଥିଲେ

 
hg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ମହାଭାରତ ଦେଖିଥିବେ । ମହାଭାରତ ଏକ ଧର୍ମ ଗ୍ରନ୍ଥ ଅଟେ । ଏହି ମହାଭାରତ ଗ୍ରନ୍ଥ ବିଷୟରେ ଜାଣିବା ଉଚିତ୍ । ଆଉ ଏହି ଗ୍ରନ୍ଥ ଆମକୁ ଅନେକ ଶିକ୍ଷା ଦେଇଥାଏ । ଏହି ମହାଭାରତ କୌରବ ଆଉ ପାଣ୍ଡବଙ୍କ ମଧ୍ୟରେ ହୋଇଥିଲା । ଆଉ ଏହା ଦ୍ରୌପଦୀଙ୍କ ପାଇଁ ହୋଇଛି । ଆଉ ଏହି ଯୁଦ୍ଧରେ କର୍ଣ୍ଣ ଙ୍କର ମଧ୍ୟ ମୃ-ତ୍ୟୁ ଘଟିଛି । ଏହି ଭିଡିଓରେ ଆପଣ ଶୁଣିବାକୁ ପାଇବେ ଯେ କର୍ଣ୍ଣ ପଚାରିଛନ୍ତି ମୋ ଦୋଷ କଣ ଯେ ମୋତେ ମୃ-ତ୍ୟୁ ଦଣ୍ଡ ଦିଆଗଲା ।


କର୍ଣ୍ଣ କହିଲେ ମୋର ପିଲାଦିନ ଭଲରେ କଟି ନାହିଁ । ମୁଁ ଜନ୍ମ ହେଲା ପରେ ମା ମୋତେ ଛାଡ଼ିଦେଲେ । ଆଉ ତାପରେ ମୁଁ ଯେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଗଲି ଧନୁର୍ବିଦ୍ୟା ଶିଖିବା ପାଇଁ ସେତେବେଳେ ସେ କହିଲେ ତୁ କ୍ଷତ୍ରିୟ ପୁତ୍ର ନୁହେଁ । ତାପରେ ଗୁରୁ ପର୍ଶୁରାମଙ୍କ ଠାରୁ ସବୁ ଶିକ୍ଷା ପାଇଲି ଆଉ ସେ ମୋ ବିଷୟରେ ଜାଣିଲା ପରେ କହିଲେ ତମେ ଉଚିତ୍ ସମୟରେ ତୁମ ବିଦ୍ୟା ଲଗାଇ ପାରିବ ନାହିଁ । ତାପରେ ମୋତେ ସବୁ ସମ୍ମାନ ମିଳିଲା ଦୁର୍ଯ୍ୟୋଧନଙ୍କ ପାଖରେ । 


ଆଉ ଯଦି ମୁଁ ଦୁର୍ଯ୍ୟୋଧନଙ୍କୁ ସାହାଯ୍ୟ କରିଲି ତାହେଲେ ମୋର ଭୁଲ କଣ ? ଆଉ ମୋତେ କାହିଁକି ମୃ-ତ୍ୟୁ ଦଣ୍ଡ ଦିଆଯିବ । ତାପରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ତୁମ ପିଲାଦିନ ରଥ, ଧନୁ ଆଉ ଅନେକ ଅସ୍ତ୍ରଶସ୍ତ୍ରରେ ବିତିଥିଲା । ଆଉ ମୁଁ ଜନ୍ମ ହେଲା ପରେ ମୋତେ ବାପା ମାଆଙ୍କ ଠାରୁ ଦୂରେଇ ଦିଆଗଲା । ଆଉ ତାପରେ ମୋ ମାମୁଁ କଂସ ପାଇଁ ମୁଁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରିଲି । ଆଉ ତାପରେ ପିଲାଦିନ ଭଲରେ କଟିବା ବଦଳରେ ସବୁବେଳେ ମରଣାନ୍ତକ ଆକ୍ରମଣ ରହିଲା ମୋ ଉପରେ । ଆଉ ତୁମ ଠାରୁ ମୋ ପିଲାଦିନ ବହୁତ କଷ୍ଟ । 


ଆଉ ଯେତେବେଳେ ମୁଁ ଆସିଲି ତୁମେ ସ୍ଵୟଂ ବର ସଭାରେ ଥିଲ । ଆଉ ମୁଁ ଯାହାକୁ ପ୍ରେମ କରୁଥିଲି ତାକୁ ବାହା ହୋଇପାରିଲି ନାହିଁ । ଆଉ ମୁଁ ତାକୁ ବିବାହ କରିଲି ଯାହା ପାଇଁ ମୁଁ କିଛି ଭାବେନାହିଁ । ତାପରେ ଏହି ଯୁଦ୍ଧରେ ଅର୍ଜୁନଙ୍କୁ ସାହାଯ୍ୟ କରିଲି । ଆଉ ତୁମେ ଦୁର୍ଯ୍ୟୋଧନକୁ ସାହାଯ୍ୟ କରିଲେ ସେ ଜିତିଯିବ ଆଉ ଏହି ସଂସାରରେ ପାପର ଭାର ଅଧିକ ହୋଇଯିବ । ଆଉ ପାପ ରହିଲେ ପୁଣ୍ୟ କେବେ ଆସିବ ନାହିଁ । 


ସମାଜରେ ବିଭିନ୍ନ ପ୍ରକାରର ଖରାପ କାମ ହେବ । ତେଣୁ ତମକୁ ଛଳରେ ଅର୍ଜୁନ ମାରିବେ । ଆଉ ତୁମ ନାଁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧାରୀ ସୂର୍ଯ୍ୟ ପୁତ୍ର କର୍ଣ୍ଣ ନାଁରେ ତୁମକୁ ସମସ୍ତେ ସ୍ମରଣ ରଖିବେ ।